Yearly Archives

2026

ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା, କ୍ଷୀର ବ୍ୟବସାୟୀ ସାଜି ଗଞ୍ଜେଇ ଚାଲାଣ, ଧରିଲା ଅବକାରୀ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା କୁକୁରଖାଇ ଛକରେ ଅବକାରୀ ବିଭାଗର ଚଢ଼ାଉ । କ୍ଷୀର ଜାର ଭିତରେ ଗଞ୍ଜେଇ ଭର୍ତ୍ତି କରି ଦୁଇଟି ବାଇକ୍‌ରେ ଚାଲାଣ କରୁଥିବା ବେଳେ ତିନି ଜଣଙ୍କୁ ଧରିଛି ତୁଷୁରା ଅବକାରୀ ବିଭାଗ । ଗିରଫ ଯୁବକମାନେ ଛତିଶଗଡ଼ର ବିଳାସପୁର ଅଞ୍ଚଳର…
Read More...

ଓମ୍‌ ଭ୍ୟାଲି ସ୍କୁଲରେ ଅଭିଭାବକ ଏବଂ ବିଦ୍ୟାର୍ଥୀଙ୍କୁ ନେଇ ପିଟିଏମ୍‌ ଅନୁଷ୍ଠିତ : ସ୍କୁଲରେ ପାଠପଢ଼ା ଓ ଅନ୍ୟ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓମ୍‌ ଭ୍ୟାଲି ସ୍କୁଲ ଏକ ସିନିୟର ସେକେଣ୍ଡାରୀ ଆବାସିକ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଅଟେ । ଏଠାରେ (ପ୍ରି-ନର୍ସରୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ) ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଇଥାଏ । ସ୍କୁଲରେ ଛାତ୍ର ଛାତ୍ରୀଙ୍କୁ କିଭଳି ଶିକ୍ଷା…
Read More...

ଗୁରୁ ଭଗବାନ ସାହୁଙ୍କ ଜନ୍ମ ଜୟନ୍ତୀ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସୁରସଙ୍ଗମ ସାଂସ୍କୃତିକ ସଂସଦ, ଆନୁକୁଲ୍ୟରେ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନିସାର ଅହମ୍ମଦ ନିସାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିରଞ୍ଜନ…
Read More...

ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ : ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ…

ମୁରିବାହାଲ/ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଇଚ୍ଛାପଡ଼ା ଗ୍ରାମପଞ୍ଚାୟତର ସରଗୁଲ ଗ୍ରାମରେ ଗତ ୫ ଅଗଷ୍ଟ ମଧ୍ୟରାତ୍ରୀରେ ଏକ ହାତୀପଲ ଆକ୍ରମଣ କରି ଅନୁସୂଚିତ ଜନଜାତିର ଗରିବ ବ୍ୟକ୍ତି ଲିଙ୍ଗରାଜ ଭୋଇଙ୍କ ବାସଗୃହକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ…
Read More...

ପ୍ରୟାଗରାଜ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ ବଲାଙ୍ଗିରରେ ରହିବ

ବଲାଙ୍ଗିର ନାଗରିକ କମିଟିର ପ୍ରୟାସକୁ ପ୍ରଶଂସା ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଲଷ୍ଟେସନରେ ପ୍ରୟାଗରାଜ-ବିଶାଖାପାଟଣା ଟ୍ରେନ ରହଣି ପାଇଁ ଗତ କାଲି ବଲାଙ୍ଗିର ନାଗରିକ କମିଟି ତରଫରୁ ବଲାଙ୍ଗିର ଗସ୍ତରେ ଥିବା ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲାଙ୍କୁ…
Read More...

ସିନ୍ଧେକେଲା ମା’ ଦ୍ୱାରସେନୀ ମନ୍ଦିରରୁ ଚୋରି : ମା’ଙ୍କ ସୁନା ଓ ରୂପା ଅଳଙ୍କାର ସହ ହୁଣ୍ଡି ଟଙ୍କା ଚୋରି ଅଭିଯୋଗ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ସିନ୍ଧେକେଲା ଥାନା ଅଞ୍ଚଳରେ ଥିବା ମା’ ଦ୍ୱାରସେନୀ ମନ୍ଦିରରୁ ଚୋରି ଅଭିଯୋଗ । ମନ୍ଦିରରେ ଥିବା ମା’ଙ୍କ ସୁନା ଓ ରୂପା ଅଳଙ୍କାର ସହ ହୁଣ୍ଡିରେ ଥିବା ଟଙ୍କା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରମାନେ ମନ୍ଦିରର ଗ୍ରିଲ୍ ଗେଟ୍ ଭାଙ୍ଗି ଭିତରକୁ…
Read More...

ଚାଷ ଜମିକୁ ନେଇ ଭାଇ ଭାଇ ମଧ୍ୟରେ ବିବାଦ : ଭାଉଜ ଗୁରୁତର, ଦିଅର ପରିବାର ବିରୋଧରେ ଅଭିଯୋଗ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହ ପୁର ବ୍ଲକ ଧାମୁଣି ପଙ୍ଗା ପଞ୍ଚାୟତ ଅନ୍ତର୍ଗତ କତାଗୁଡ଼ା ଗ୍ରାମରେ ଚାଷ ଜମିକୁ କେନ୍ଦ୍ର କରି ଏକ ପରିବାର ମଧ୍ୟରେ ହିଂସାତ୍ମକ ଘଟଣା ଘଟିଛି । ଏହି ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଥିବାବେଳେ ଦିଅର ଓ ତାଙ୍କ…
Read More...

ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା' ଓ ଶିଶୁଙ୍କ ସୁସ୍ଥ ଭବିଷ୍ୟତ ପାଇଁ ସ୍ତନ୍ୟପାନ ସମ୍ପର୍କରେ ସଠିକ୍ ଜ୍ଞାନ, ସକାରାତ୍ମକ ଅଭ୍ୟାସ ଏବଂ ପରିବାର ଓ ସମୁଦାୟର ସହଯୋଗ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଚାଇଲ୍ଡ ରାଇଟ୍ସ ଆଣ୍ଡ ୟୁ କୋଲକାତାର ସହଯୋଗରେ ବିଭିନ୍ନ…
Read More...

ସାଇବର ସୁରକ୍ଷା, କିଶୋର ନ୍ୟାୟ ଆଇନ୍ ଓ ମିଶନ ବାତ୍ସଲ୍ୟ ଯୋଜନାର ସଚେତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସରକାରୀ ଉଚ୍ଛ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ବଲାଙ୍ଗିର ତରଫରୁ କିଶୋର ନ୍ୟାୟ ଆଇନ୍, ମିଶନ ବାତ୍ସଲ୍ୟ ଓ ସାଇବର ସୁରକ୍ଷା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରକାରୀ…
Read More...

ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ନବଗଠିତ ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକ ଆଜି ରାଉରକେଲାର ବ୍ରାହ୍ମଣୀ କ୍ଲବ ଠାରେ ଆୟୋଜିତ ହୋଇଯାଇଛି । ଏହି ନବଗଠିତ ରାଉରକେଲା ସରକାରୀ କଣ୍ଟ୍ରାକ୍ଟର ଆସୋସିଏସନର ପ୍ରଥମ ସାଧାରଣ ବୈଠକରେ ରାଉରକେଲା ସମେତ ବଣେଇ,…
Read More...