ଡିସେମ୍ବର ପ୍ରଥମ ସପ୍ତାହରୁ ସିନିୟର ମେନ କ୍ଲବ ଇନଟ୍ରା କ୍ରିକେଟ ଟୁର୍ଣ୍ଣାମେଣ୍ଟ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ ଠାରେ ଡିସେମ୍ବର ପ୍ରଥମ ସପ୍ତାହରୁ ସିନିୟର ମେନ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଣୁ ବଲାଙ୍ଗିର ଜିଲ୍ଲାର ଇଚ୍ଛୁକ କ୍ରିକେଟ କ୍ଲବ ଗୁଡ଼ିକ ନିଜ ନିଜର ଖେଳାଳି ମାନଙ୍କ ପଞ୍ଜୀକରଣ ଚଳିତ ମାସ ୨୪ରୁ ୨୮ ତାରିଖ!-->…
Read More...
Read More...