Daily Archives

ଛଠ ମହାପର୍ବର ଭବ୍ୟ ଆୟୋଜନ ପାଇଁ କେନ୍ଦ୍ରୀୟ ଛଠ ପୂଜା ସମିତିର ବୈଠକ : କୃଷ୍ଣା ସାହୁ ଚିଫ୍ କୋଅର୍ଡିନେଟର, ପ୍ରମୋଦ…

ରାଉରକେଲା, (ସସ୍ମିତା ପ୍ରଧାନ) : ଲୋକ ଆସ୍ଥାର ମହାପର୍ବ ଛଠ ପୂଜାକୁ ଏହି ବର୍ଷ ଅଧିକ ଭବ୍ୟ ଓ ସୁବ୍ୟବସ୍ଥିତ ଭାବେ ପାଳନ କରିବା ପାଇଁ କେନ୍ଦ୍ରୀୟ ଛଠ ପୂଜା ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଦିନ ହନୁମାନ ବାଟିକା ସ୍ଥିତ କାଳୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ସେବା ସଂକଳ୍ପ ଅଭିଯାନ : କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଭାରତୀୟ ଜନତା ପାର୍ଟି ତରଫରୁ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । 'ମାନବ ସେବା ହିଁ ମାଧବ ସେବା'—ଏହି…
Read More...

କେସିଙ୍ଗା ମହାସଂଘ ତରଫରୁ ଜାତୀୟ ପ୍ରେସ ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧୬ ତାରିଖରେ ହେବାକୁ ଥିବା ଅର୍ନ୍ତରାଷ୍ଟ୍ରୀୟ ପ୍ରେସଡେ ପାଳନ ପାଇଁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ସ୍ଥାନୀୟ ହୋଟେଲ୍ ବୃନ୍ଦାବନ ଇନ ଠାରେ ସଭାପତି ଦୟାନିଧି ସୁନାନୀଙ୍କ…
Read More...

ବିବେକାନନ୍ଦ ନଗରରେ ପୁଣି ଘରେ ଚୋରି : ନିର୍ମାଣାଧୀନ ଘରୁ ଇଲେକ୍ଟ୍ରି ଓ ଟାଇଲ୍ସ ମିସ୍ତ୍ରୀଙ୍କ ସାମଗ୍ରୀ ଲୁଟ୍

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ବିବେକାନନ୍ଦ ନଗରରେ ପୁଣିଥରେ ଘରେ ଚୋରି ଘଟଣା ସାମ୍ନାକୁ ଆସିଛି । ନିର୍ମାଣାଧୀନ ଏକ ଘରେ ପଶି ଚୋରମାନେ ଇଲେକ୍ଟ୍ରି ମିସ୍ତ୍ରୀ ଓ ଟାଇଲ୍ସ ମିସ୍ତ୍ରୀଙ୍କ ବିଭିନ୍ନ ମେସିନ୍ ସହ ଘରେ ଥିବା ଇଲେକ୍ଟ୍ରିକ୍ ତାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି…
Read More...

ରାଜ୍ୟରେ ବିପର୍ଯ୍ୟୟ ପାଣ୍ଠିରେ ୬ ହଜାର କୋଟିରୁ ଅଧିକ ଟଙ୍କା ଅଛି କିନ୍ତୁ ବିପନ୍ନଙ୍କ ଦୁର୍ଦ୍ଦଶା ସରୁନି

ବିପର୍ଯ୍ୟୟ ପାଣ୍ଠି ଖର୍ଚ୍ଚରେ ଅବହେଳା କରାଯାଉଛି – ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ବନ୍ୟା, ବାତ୍ୟା ଓ ମରୁଡି ସମୟରେ କ୍ଷତିଗ୍ରସ୍ତ ଚାଷୀ, ବିପନ୍ନ ଜନତାଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇବା ପାଇଁ ସମସ୍ତ ରାଜ୍ୟରେ ପ୍ରାକୃତିକ…
Read More...

ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ସଚେତନତା ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାର ଠାରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ ହୋଇଯାଇଛି । ସୋନପୁର ମେଡିକାଲ୍ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର…
Read More...

ସାଂସଦ ପୁଅକୁ ଜିଉନ୍ତିଆ ପିନ୍ଧାଇଲେ ମାଆ, ମାଗିଲେ ଦୀର୍ଘାୟୁର ଆଶୀର୍ବାଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପାରମ୍ପରିକ ଗଣପର୍ବ ହେଉଛି ପୁଅ ଜିଉନ୍ତିଆ ବା ଦ୍ୱିତିବାହନ ଓଷା । ପୁଅର ଦୀର୍ଘାୟୁ, ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ମାଆମାନେ ଏହି ଓଷା ପାଳନ କରିଥାଆନ୍ତି । ପୂଜା ପରେ ପୁଅକୁ ଦୁବ ଓ ଜିଉନ୍ତିଆ ପିନ୍ଧାଇ ମାଆ ତା'ର ଦୀର୍ଘ ଜୀବନ…
Read More...

ଓଡ଼ିଶାରୁ ଶୀଘ୍ର ଫେରିପାରେ ମୌସୁମୀ ବାୟୁ

ଭୁବନେଶ୍ୱର : ଓଡ଼ିଶାରୁ ଚଳିତବର୍ଷ ମୌସୁମୀ ବାୟୁ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିପାରେ । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରୁ ମୌସୁମୀ ଫେରିଯିବା ନେଇ ପାଗ ଅନୁକୂଳ ରହିଛି । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା,…
Read More...

ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ପୁଲିସ ଗୁଳି, ବାଇକ୍‌ ଓ ନକଲି ବନ୍ଧୁକ ଜବତ

ଭୁବନେଶ୍ୱର : ଭୁବନେଶ୍ୱରରେ ଚାଞ୍ଚଲ୍ୟକର ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ କାବୁ କରିବା ବେଳେ ପୁଲିସର ଗୁଳିମାଡ଼ । ୪ ଦିନ ଧରି ଫେରାର ଥିବା ଅଭିଯୁକ୍ତ ଗଞ୍ଜାମ ଜଗନ୍ନାଥପ୍ରସାଦ ଅଞ୍ଚଳର ଶ୍ରୀଧର ପଣ୍ଡା ଓରଫ ସନ୍ତୋଷକୁ ଅନ୍ଧାରୁଆ ଜଙ୍ଗଲରୁ କାବୁ କରିଛି ସ୍ପେସାଲ ସ୍କ୍ୱାଡ୍‌ ଓ ନୂଆପଲ୍ଲୀ…
Read More...

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗ ପକ୍ଷରୁ ୨୦୨୬-୨୮ ଶିକ୍ଷାବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ ଔପଚାରିକ ଭାବେ ସ୍ୱାଗତ କରିବା ଏବଂ ବିଭାଗର ଶିକ୍ଷା, ଗବେଷଣା ଓ ବୃତ୍ତିଗତ ପରିବେଶ ସହ ପରିଚିତ କରାଇବା…
Read More...