Yearly Archives

2025

ଲୋଇସିଂହାରେ ଧାନକ୍ରୟ ଶୁଭାରମ୍ଭ କଲେ ଜିଲ୍ଲାପାଳ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାରେ ଚଳିତ ଖରିଫ ଋତୁ ପାଇଁ ଆଜିଠାରୁ ଧାନକ୍ରୟ ଆରମ୍ଭ ହୋଇଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାର ଲୋଇସିଂହା ପେକ୍ସରେ ଧାନମଣ୍ଡି ଶୁଭାରମ୍ଭ କରିବା ସହିତ ଜିଲ୍ଲାର ୯୭ ହଜାର ୫୬୬ ଜଣ ଚାଷୀଙ୍କ ଠାରୁ ୧୫୮ଟି ପେକ୍ସ ଓ ୧୪ଟି ସ୍ଵୟଂ ସହାୟିକା
Read More...

ବଲାଙ୍ଗିର ରେଳ ଜଙ୍ଗସନରେ ଏଡିଆର୍‌ଏମ୍‌ ଅଫିସ ଖୋଲାଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ସାମାଜିକ ଅନୁଷ୍ଠାନ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏହି ମାଟିର ବିଶିଷ୍ଟ ସଂଗୀତ ସାଧକ ହ୍ୟୁମାନ ସାଗରଙ୍କ ଅକାଳ
Read More...

ବ୍ରାହ୍ମଣ ସମାଜ ବଲାଙ୍ଗିର ଜିଲ୍ଲା ପକ୍ଷରୁ ଗୀତା ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶ୍ରୀ ନୃସିଂହ ମନ୍ଦିର ପରିସରରେ ଅଖିଳ ଓଡିଶା ସହ ଅନୁବନ୍ଧିତ, ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ଶ୍ରୀମଦ୍‌ ଭାଗବତ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଘୃତଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ ଆୟୋଜିତ ହୋଇଥିଲା । ମନ୍ଦିରର ଯଜ୍ଞ
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ସର୍ଗିଗୁଡା ପଞ୍ଚାୟତ ପ୍ରଜାନାଗଫେଣି ଗ୍ରାମ ନିକଟ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ପାର୍ଶ୍ଵରେ ଏକ ଆମ୍ବଗଛ ଡ଼ାଳରୁ ଏକ ସ୍ଥାନୀୟ ଯୁବକ ରାଜୁ କଣ୍ଟାର ଝୁଲନ୍ତା ଶବ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ, ଚଞ୍ଚରାପଡ଼ା
Read More...

ତ୍ରେତୟା ଯୁଗର ଆରାଧ୍ୟ ଦେବୀ ମା’ ଦୁର୍ଗେଇ ଦେବୀଙ୍କ ବାର୍ଷିକ ପୂଜାନୋତ୍ସବ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା'ଙ୍କ ପୀଠସ୍ଥଳୀ ତ୍ରେତୟା ନୃସିଂହନାଥ ପର୍ବତମାଳା ଶିଖରରେ ଅବସ୍ଥିତ ମା' ଦୁର୍ଗେଇଦେବୀ (ବୁଢ଼ୀ)ଙ୍କ ବାର୍ଷିକ ପୂଜାନୋତ୍ସବ ସମ୍ପନ୍ନ ହୋଇଯାଇଛି । ୪ ତାରିଖରୁ
Read More...

୨ ଶିଶୁ ସମେତ ୧୫ ଜଣ ଶ୍ରମିକ ଉଦ୍ଧାର : ବିଜୟୱାଡାକୁ ପରିବହନ ଉଦ୍ୟମ ପଣ୍ଡ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଅବୈଧ ଶ୍ରମିକ ଚାଲାଣ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ପୋଲିସ ବୁଧବାର ତୁରେକେଲା ଅଞ୍ଚଳରୁ ୨ ଶିଶୁ ସମେତ ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ବ୍ୟକ୍ତିମାନେ ବଲାଙ୍ଗିର ଜିଲ୍ଲା ଲାଠୋର, ଟିଟିଲାଗଡ଼ ଏବଂ ପାଟଣାଗଡ଼
Read More...

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ନବୀକରଣ

ଓଡ଼ିଶାର ସଂସ୍କୃତିକୁ ପ୍ରତିଫଳିତ କରୁଥିବା ଏବଂ ସ୍ଥାନୀୟ ବିକାଶକୁ ପ୍ରୋତ୍ସାହିତ କରୁଥିବା ଏକ ଆଧୁନିକ ପ୍ରବେଶ ଦ୍ୱାର ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ପଦକ୍ଷେପ ମଧ୍ୟରୁ ଗୋଟିଏ, ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନରେ ଏକ ବହୁତ
Read More...

ମରଣଯନ୍ତା ପାଲଟିଛି ଛତ୍ରପୁର ବାଇପାସ ରାସ୍ତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମରଣଯନ୍ତା ପାଲଟିଛି ଛତ୍ରପୁର ବାଇପାସ ରାସ୍ତା । ଗତ ଦୁଇଦିନ ତଳେ ଛତ୍ରପୁର ବାଇପାସ୍ ଥିବା ଜାତୀୟ ରାଜପଥ କଲେଜ୍ ଛକ ନିକଟରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିଲେ । ସେହିପରି ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ
Read More...

ରାଉରକେଲା କଲେଜର ୩୯ତମ କ୍ରୀଡା ମହୋତ୍ସବ ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱି-ଦିବସୀୟ ୩୯ତମ ବାର୍ଷିକ କ୍ରୀଡା ଓ ଦୌଡ଼-କୁଦ ପ୍ରତିଯୋଗିତା ଉତ୍ସାହପୂର୍ଣ୍ଣ ପରିବେଶରେ ଉଦଯାପିତ ହୋଇଯାଇଛି । ପ୍ରଥମ ଦିବସରେ ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ କରକମଳରେ ଉଦଘାଟିତ
Read More...

ଦନ୍ଦ୍ରା ଆଜାଦ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ରାଷ୍ଟୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ କୁଇଜ ପ୍ରତିଯୋଗିତା ଆଜାଦ ଉଚ୍ଚବିଦ୍ୟାଳୟ, ଦନ୍ଦ୍ରାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରରେ ଚୟନ
Read More...