Yearly Archives

2025

“ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ…

"ବନ୍ଦେ ମାତରମ୍ ଆମ ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ପ୍ରଦାନ କରିଥିଲା: ପ୍ରଧାନମନ୍ତ୍ରୀଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ ଆମେ "ବନ୍ଦେ ମାତରମ୍"ର ୧୫୦ ବର୍ଷ ପୂର୍ତ୍ତି ପାଳନ କରୁଛେ : ପ୍ରଧାନମନ୍ତ୍ରୀ"ବନ୍ଦେ ମାତରମ୍" ହେଉଛି ସେହି ଶକ୍ତି ଯାହା ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ
Read More...

ତୃତୀୟ ଭାରତ-ଅଷ୍ଟ୍ରେଲିଆ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ ସଫଳ

• ଅଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ’ ଭାରତରେ କ୍ୟାମ୍ପସ ଖୋଲିବ - ଧର୍ମେନ୍ଦ୍ର ପ୍ରଧାନ• କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା• ଏଆଇଇଏସସି ବୈଠକ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଗବେଷଣା
Read More...

ଶ୍ରୀ ଅରବିନ୍ଦ ନବଚେତନା ପାଠଚକ୍ରର ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାଇକବାହାଲ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଶ୍ରୀ ଅରବିନ୍ଦ ନବଚେତନା ପାଠଚକ୍ର, ନାରାୟଣପୁରର ୧୬ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ
Read More...

ନୂତନ ଜିଲ୍ଲା ଜଜ୍‌ଙ୍କୁ ଓକିଲସଙ୍ଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନୂତନ ଜିଲ୍ଲା ଜଜ୍ ଅଶାନ୍ତ କୁମାର ଦାସଙ୍କ ଛତ୍ରପୁର ଆଗମନ ହୋଇଛି । ଛତ୍ରପୁର ଠାରେ ଓକିଲସଙ୍ଘ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଛତ୍ରପୁର ଓକିଲ ସଂଘର ସମସ୍ତ ସଦସ୍ୟ ମଣ୍ଡଳୀ, ବରିଷ୍ଠ
Read More...

ଜଳିଗଲା ଦୋକାନ

ବରଗଡ, (ମୁନ୍ନା ସାହୁ) : ବରଗଡ଼ କୋର୍ଟ ସମ୍ମୁଖରେ ଥିବା କମ୍ପ୍ଲେକ୍ସର ଏକ ଦୋକାନ ଗୃହ ହଠାତ୍ ହୁତୁହୁତୁ ହୋଇ ଜଳିବାକୁ ଲାଗିଲା । ହୁତୁହୁତୁ ହୋଇ ଜଳିଲା ଦୋକାନ । ଆଜି ସକାଳ ୯ଟା ସମୟରେ ବରଗଡ଼ କୋର୍ଟ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେକ୍ସର ପି ଏଣ୍ଡ ଜି ଅପ୍ଟିକାଲ ଦୋକାନରେ ହଠାତ୍ ନିଆଁ
Read More...

“ମୋ ଜଙ୍ଗଲ ଜମି ଯୋଜନା”ରେ ପଟ୍ଟା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାରେ "ମୋ ଜଙ୍ଗଲ ଜମି ଯୋଜନା" କାର୍ଯ୍ୟକାରୀ ହେବା ପରଠାରୁ ଅଦ୍ୟାବଧି କାହାରିକୁ ପଟ୍ଟା ଦିଆଯାଇ ପାରିନାହିଁ । ଏହି ପରିପ୍ରେକ୍ଷୀରେ ଲୋଇସିଂହା ବ୍ଲକ ଜଙ୍ଗଲ ଅଧିକାର କମିଟି ସମୂହ ତରଫରୁ ବ୍ୟକ୍ତିଗତ, ଗୋଷ୍ଠିଗତ ତଥା ଗୋଷ୍ଠୀ ଜଙ୍ଗଲ ସମ୍ବଳ
Read More...

ସହାୟତା ଟଙ୍କା ପ୍ରଦାନ ଦାବିରେ କମ୍ପାନୀ ଗେଟ ସମ୍ମୁଖରେ ମୃତକଙ୍କ ପତ୍ନୀଙ୍କ ଧାରଣା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବରୋବାହାଲ ସ୍ଥିତ ତ୍ରିବେଣୀ ଇଞ୍ଜିକ୍ସନ କମ୍ପାନୀ କ୍ୟାମ୍ପର ଗେଟ ସମ୍ମୁଖରେ ଅନୁକମ୍ପାମୂଳକ ସହାୟତା ଟଙ୍କା ପ୍ରଦାନ ଦାବିରେ ମୃତକଙ୍କ ପତ୍ନୀ ନିଜ ପୁଅଝିଅଙ୍କ ସହ ଧାରଣାରେ ବସିଛନ୍ତି । ଅନୁଗୁଳ
Read More...

ଓଶ୍ରୁର ବାର୍ଷିକ ସମ୍ମିଳନୀ

ବାପୁନି ସାହୁ ଜିଲ୍ଲା ସଂପାଦକ ଓ ବିକାଶ ପାତ୍ର ଜିଲ୍ଲା ସଭାପତି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଶ୍ରୁ ବଲାଙ୍ଗିର ଜିଲ୍ଲା ଶାଖାର ବାର୍ଷିକ ସମ୍ମିଳନୀ ରବିବାର ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ବାର୍ଷିକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ପରେ
Read More...

ଜିଲ୍ଲା କଳା ଓ ସଂସ୍କୃତି ସଂଘ ପକ୍ଷରୁ ପ୍ରଖ୍ୟାତ କଣ୍ଠଶିଳ୍ପୀ ସ୍ୱର୍ଗତ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କଳା ଓ ସଂସ୍କୃତି ସଂଘ ପକ୍ଷରୁ ପ୍ରଖ୍ୟାତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଏବଂ ତାଙ୍କର ସ୍ମୃତିଚାରଣ କରାଗଲା । ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଂଜନ ମିଶ୍ର, ଜିଲ୍ଲା କଳା ଓ ସଂସ୍କୃତି ସଂଘର
Read More...

ଆନନ୍ଦ ଓ ଉତ୍ସାହର ସହିତ ରାଉରକେଲା ବିଧାନସଭା କ୍ଷେତ୍ରର ସାଂସଦ ଖେଳ ମହୋତ୍ସବ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ଉଦିତ ନଗର ପଡିଆ ଠାରେ ଆଜି ରାଉରକେଲା ବିଧାନସଭା କ୍ଷେତ୍ରର "ସାଂସଦ ଖେଳ ମହୋତ୍ସବ"ର ଉଦଘାଟନୀ ଉତ୍ସବ ବହୁ ଆନନ୍ଦ ଓ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ
Read More...