Yearly Archives

2025

ସୁରୁଚି ବଜାରର ୩୩ ବର୍ଷ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶାର ଅନ୍ୟତମ ମାର୍କେଟ ସୁରୁଚି ବଜାରର ୩୩ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସେକ୍ଟର ୫ ସ୍ଥିତ ସୁରୁଚି ବଜାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ନମ୍ରତା ସେନାପତି ଓ ପଙ୍କଜ ତିୱାରୀଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ତ୍ରିଦିବସୀୟ ଆଧ୍ୟାତ୍ମିକ ସାଧନା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟ ଜୀବନ ସଂଘ ଇସ୍ପାତ ନଗରୀ ଶାଖାର ରୌପ୍ୟ ଜୟନ୍ତୀ ଉପଲକ୍ଷେ ତ୍ରିଦିବସୀୟ ଆଧ୍ୟାତ୍ମିକ ସାଧନା ଶିବିର ସେକ୍ଟର ୭ ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଉଦଘାଟକ ଭାବେ ଋଷିକେଶ ମୁଖ୍ୟ କାର୍ଯ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ସ୍ୱାମୀ
Read More...

ଆର୍‌ଏମ୍‌ସି କମିଶନରଙ୍କ ଅଧ୍ୟକ୍ଷତାରେ ସମନ୍ଵୟ ବୈଠକ ଅନୁଷ୍ଠିତ

ଆଗାମୀ ମାର୍ଚ୍ଚ ସୁଦ୍ଧା ଗର୍ତ୍ତ-ମୁକ୍ତ ହେବ ସହରର ରାସ୍ତାରାସ୍ତା ଖୋଳିବା ପୂର୍ବରୁ ଆର୍‌ଏମ୍‌ସି ଠାରୁ ନେବାକୁ ପଡ଼ିବ ଅନୁମତି ରାଉରକେଲା, (ସସ୍ମିତା ପ୍ରଧାନ) : ସମସ୍ତ ବିଭାଗର ସହଯୋଗରେ ରାଉରକେଲାର ବିକାଶ ଯେପରି ଶୀର୍ଷରେ ପହଞ୍ଚିବ ଏବଂ ଜନସାଧାରଣଙ୍କୁ ଉତ୍ତମ ମାନର ସହରୀ ସେବା
Read More...

ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଆସ ସ୍କୁଲ ଯିବା ସମ୍ପର୍କିତ ଶିକ୍ଷା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ବାନ୍ଦୁପଲା ଆନୁକୂଲ୍ୟରେ ଆସ ସ୍କୁଲ ଯିବା ସମ୍ପର୍କିତ ଶିକ୍ଷା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାନ୍ଦୁପଲା ଆଞ୍ଚଳିକ ସାଧନ
Read More...

ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଆସ ସ୍କୁଲ ଯିବା ସମ୍ପର୍କିତ ଶିକ୍ଷା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗଙ୍କ ସଭାପତିତ୍ୱରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସିରୋଲ୍ ପ୍ରାଙ୍ଗଣରେ ଶୁକ୍ରବାର ଦିନ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିକ୍ଷାସଭା, ଆସ ସ୍କୁଲ ଯିବା ଏକ
Read More...

ମୁରିବାହାଲ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଆସ ସ୍କୁଲ ଯିବା ସମ୍ପର୍କିତ ଶିକ୍ଷା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର କ୍ଲଷ୍ଟରରେ ଆସ ସ୍କୁଲ ଯିବା ସମ୍ପର୍କିତ ଶିକ୍ଷା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬ରୁ ୧୭ ବର୍ଷର ପିଲା ଯେଉଁମାନେ ଅଧାରୁ ପାଠ ଛାଡିଛନ୍ତି କିମ୍ବା କେବେ ମଧ୍ୟ ସ୍କୁଲ ଯାଇନାହାନ୍ତି ସେହି
Read More...

ମହୁଲପଡା ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ଉତ୍ସବ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ମହୁଲପଡା ହାଇସ୍କୁଲରେ ସିଆର୍‌ସିସି ମଧୁସୂଦନ ମାଝୀଙ୍କ ସଭାପତିତ୍ୱରେ ବାବେବୀର କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ବାବେବୀର ସରପଞ୍ଚ ଯୁଗେଶ୍ୱର
Read More...

ରେୟାର ଗୁଡଭେଲା ଆନୁକୂଲ୍ୟରେ ଅନ୍ତର୍ନିବେଶୀ ଶିକ୍ଷା ଓ ଶ୍ରେଣୀ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ରିସର୍ଚ୍ଚ ଏକାଡେମୀ ଫର୍ ରୁରାଲ୍ ଏନ୍‌ରିଚ୍‌ମେଣ୍ଟ (ରେୟାର) ଗୁଡଭେଲା ଶାଖା ଆନୁକୂଲ୍ୟରେ ଧାନଘରା କମ୍ୟୁନିଟି ସେଣ୍ଟର ଠାରେ ଏକ ଦିବସୀୟ ଅନ୍ତର୍ନିବେଶୀ ଶିକ୍ଷା ଓ ଶ୍ରେଣୀ ପରିଚାଳନା ସମ୍ପର୍କିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ତୁଷୁରା ଉଚ୍ଚ
Read More...

ଆସ ଆମେ ସ୍କୁଲ ଯିବା କାର୍ଯ୍ୟକ୍ରମ ସାଧନ ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ

ଆଗଲପୁର, (ସୁଶିଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (କ) ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତା ୧୨-୧୨-୨୦୨୫ ଶୁକ୍ରବାର ସିଆର୍‌ସିସି ଦେବାଶିଷ ସାହୁଙ୍କ ଅଧ୍ୟକ୍ଷତାରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମର ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷା ସଭା ଆୟୋଜିତ ହୋଇଯାଇଛି
Read More...

ଆଶ୍ରମ ସ୍କୁଲରେ ବେଡ଼ସିଟ୍ ଓ ଗଦିକିଣା ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ : ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା, (କେପିଏନ୍‌ଏସ୍‌) : ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ସ୍କୁଲ ଓ ହଷ୍ଟେଲ ପାଇଁ ହୋଇଥିବା ବେଡସିଟ୍, ଗଦା ଓ ଶଯ୍ୟା କିଣାରେ ଦୁର୍ନୀତି ଓ ଅନିୟମିତା ଅଭିଯୋଗ ହୋଇଛି । ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ସିଧାସଳଖ ନିରୀକ୍ଷଣରେ ନିମ୍ନମାନର ସାମଗ୍ରୀ ଯୋଗାଣ ହୋଇଥିବା ଓ
Read More...