ଖଡ଼ିଆଳ ଠାରେ ବିଜେପିର ଜଣେ କର୍ମୀଙ୍କୁ ଜଣେ ଅଧ୍ୟାପକ ଫୋନ୍ରେ ଧମକ୍ ଦେଇଥିବା ଅଭିଯୋଗ
ଖଡିଆଳ, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଜଣେ ବିଜେପି କର୍ମୀଙ୍କୁ ଜଣେ ଅଧ୍ୟାପକ ଫୋନରେ ଧମକ୍ ଦେଇଥିବା ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଖଡ଼ିଆଳ ଠାରେ ଅନୁଷ୍ଠିତ!-->…
Read More...
Read More...