Yearly Archives

2024

ଚନ୍ଦନଭାଟିରେ ବିଜେଡି ପକ୍ଷରୁ ଜନ ସଂପର୍କ ସାଧାରଣ ସଭା : ଗର୍ଜିଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ଚନ୍ଦନଭାଟି ହାଇସ୍କୁଲ ପଡ଼ିଆ ଠାରେ ଗତ ସଂଧ୍ୟାରେ ବିଜେଡି ପକ୍ଷରୁ ଏକ ଜନ ସଂପର୍କ ସାଧାରଣ ସଭାର ଆୟୋଜନ ହୋଇଥିବା ବେଳେ ଏଥିରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିବା ଜଣାପଡ଼ିଛି । ମଂଚରେ ବଲାଙ୍ଗିର ବିଧାୟକ…
Read More...

ବୌଦ୍ଧ ପୋଲିସକୁ ବଡ଼ ସଫଳତା : ଆତ୍ମ ସମର୍ପଣ କଲେ ୯ ମାଓବାଦୀ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲା ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା । ଏକକାଳୀନ ୯ ଜଣ ମାଓବାଦୀ ପୋଲିସ ଆଇଜିଙ୍କ ଉପସ୍ଥିତିରେ କରିଛନ୍ତି ଆତ୍ମସମର୍ପଣ । କେକେବିଏନ୍‌ ମାଓ ଡିଭିଜନର ଏହି ମାଓବାଦୀ ମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ୨ ମହିଳା ମାଓବାଦୀ ।…
Read More...

ବଣିପାହାଡ ପଡିଆରେ ପଡିଛି ୩ ମୃତଦେହ

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ବଣିପାହାଡ଼ ନିକଟରେ ଅଭାବନୀୟ ଘଟଣା । ବଣିପାହାଡ ନିକଟରେ ଥିବା ପଡିଆରୁ ତିନି ଜଣଙ୍କର ମୃତଦେହ ଠାବ ହୋଇଛି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ, ବଣିପାହାଡ଼ ନିକଟରେ ଥିବା ଏକ ପଡିଆରେ ତିନି ଜଣଙ୍କର…
Read More...

ଡେଲାଙ୍ଗ – ପିପିଲି ଜନକଲ୍ୟାଣ ମଞ୍ଚର ମିଶ୍ରଣ ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବେରବୋଇ ସ୍ଥିତ ମା' ଜାଗୁଳାଇଙ୍କ ପୀଠରେ ଡେଲାଙ୍ଗ - ପିପିଲି ଜନକଲ୍ୟାଣ ମଞ୍ଚର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ବେରବୋଇ ଓ ଗୁଆଳିପଡ଼ା ପଞ୍ଚାୟତର ୧୫ରୁ ଅଧିକ ପରିବାର ସେମାନଙ୍କ ପୁରୁଣା ଦଳ ତ୍ୟାଗ କରି ଡେଲାଙ୍ଗ -…
Read More...

ଗୋପାଳପୁର ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ଆପ୍‌ର ଶକ୍ତି ପ୍ରଦର୍ଶନ ଖୁବ୍ ନିଆରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବିଧାନସଭା କ୍ଷେତ୍ର ପାଇଁ ସର୍ବମୋଟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ଏହି କ୍ଷେତ୍ର ପରିସରରେ ଘରକୁ ଘର ବୁଲି ନିଜର ପଦ ମର୍ଯ୍ୟଦା ବଜାୟ ରଖି ଜନସମ୍ପର୍କ ରକ୍ଷା କରି ଆସିବା ପୂର୍ବକ ବିପୁଳ ଭୋଟରେ ବିଜୟ ଲାଭର ଆଶା…
Read More...

ବୌଦ୍ଧରେ ବିଶ୍ଵ ରେଡ୍‌କ୍ରସ୍ ଦିବସ ପାଳିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଭାରତୀୟ ରେଡ୍‌କ୍ରସ୍‌ ସୋସାଇଟିର ବୌଦ୍ଧ ଜିଲ୍ଲା ଶାଖା ତରଫରୁ ଆଜି ବିଶ୍ଵ ରେଡ୍‌କ୍ରସ୍ ଦିବସ ଜିଲ୍ଳାପାଳଙ୍କ ସଦ୍ଭାବନା ସଭାଗୃହରେ ଆନୁଷ୍ଠାନିକ ଭାବରେ ପାଳିତ ହୋଇଯାଇଛି । ସାଧାରଣ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଚଳିତ ବର୍ଷ ସମସ୍ତ ଜନସାଧାରଣଙ୍କୁ…
Read More...

ବେଲପଡା ବ୍ଲକର ବିଭିନ୍ନ ଗ୍ରାମରେ ପାଟଣାଗଡ଼ ବିଜେଡ଼ି ପକ୍ଷରୁ ବିରାଟ ବାଇକ୍‌ ରାଲି

ପାଟଣାଗଡ଼, (କେପିଏନ୍‌ଏସ୍‌) : ମାରାଥନ୍‌ ନିର୍ବାଚନ ପ୍ରଚାର କ୍ରମରେ ବେଲପଡା ବ୍ଲକର ବିଭିନ୍ନ ଗ୍ରାମରେ ଡେ଼ାର୍‌ ଟୁ ଡେ଼ାର୍‌ ବୁଲି ନିଜ ସମର୍ଥକ ତଥା ବିଜେଡ଼ି ନେତା କର୍ମକର୍ତ୍ତାଙ୍କ ସହ ବିଧାୟକ ପ୍ରାର୍ଥୀ ସରୋଜ ମେହେର ବିଜେଡ଼ି ପ୍ରତି ସମର୍ଥନ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ…
Read More...

ବିଶ୍ୱ ରେଡ୍‌କ୍ରସ୍‌ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

କଂଟାବାଞ୍ଜି, (କେପିଏନ୍‌ଏସ୍‌) : କଂଟାବାଞ୍ଜି ବିଜୁ ପଟ୍ଟନାୟକ ରକ୍ତ କେନ୍ଦ୍ରରେ ବୁଧବାର ଜୁନିୟର ରେଡ୍‌କ୍ରସ୍ ତୁରେକେଲା ଓ ସମ୍ବାଦ ଆମ ଓଡିଶାର ମିଳିତ ଆନୁକୂଲ୍ୟରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ଅବସରରେ ସ୍ଥାନୀୟ ଓଡିଶା ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ସଦର ମହକୁମା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ରଣା ରେଡ୍‌କ୍ରସ୍‌ ପତାକା ଉତ୍ତୋଳନ କରିଥିଲେ । ପରେ…
Read More...

ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘର ନିର୍ବାଚନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଲକ୍ଷଣ ଭବନଠାରେ ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘର ବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନକୁ ଛତ୍ରପୁର ଓକିଲ ସଂଘର ଆଡଭୋକେଟ ଟି. ସୁଶାନ୍ତ ରିଟର୍ଣ୍ଣିଂ ଅଧିକାରୀ ଭାବେ…
Read More...