Yearly Archives

2024

ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ରତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ରତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜି.ଏନ୍‌…
Read More...

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଇଂରାଜୀ ନୂତନ ବର୍ଷ ୨୦୨୫ର ଡେସ୍କ୍ କ୍ୟାଲେଣ୍ଡର୍ ଓ ୱାଲ୍ କ୍ୟାଲେଣ୍ଡର୍…

ଭୁବନେଶ୍ୱର : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋ ଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି । କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି । ଏହି ଦେବାର୍ପଣ ପରେ ଆଜି…
Read More...

ଲଗାଣ ବର୍ଷା ଯୋଗୁଁ ରାସ୍ତା ବେହାଲ୍

କେସିଙ୍ଗା, (ପ୍ରୀତେଶ ପଟେଲ) : ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ (ଆରଡବ୍ଲୁଏସ୍ଏସ୍)ର ଅବହେଳା ଯୋଗୁଁ କେସିଙ୍ଗା - ରୁପ୍ରା ରାସ୍ତାରେ ଏକ ବିପଦପୂର୍ଣ୍ଣ ପରିସ୍ଥିତି ଉପୁଜିଛି । ଗ୍ରାମୀଣ ସଡକ ଗୁଡ଼ିକ ଅପେକ୍ଷାକୃତ ସଂକୀର୍ଣ୍ଣ ଏବଂ ପାଇପ୍‌ ଲାଇନ ଲଗାଇବା ପାଇଁ ଖୋଳିବା ପରେ…
Read More...

ଭାରତ ରତ୍ନ ଅଟଳ ବିହାରୀଙ୍କ ଜୟନ୍ତୀ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଶାଖା, ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶତ ବାର୍ଷିକୀ ଜୟନ୍ତୀ, ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର, ତେଲିଗୋଠପଡା ଠାରେ ପାଳନ ହୋଇଯାଇଛି । ଏଥିରେ ବଲାଙ୍ଗିର ପୂଜ୍ୟପୂଜା ସଂଗଠନ, ସଂଗଠକ ମଦନ ରଥଙ୍କ…
Read More...

ଭାରତର ଅର୍ଥନୀତିରେ ପ୍ରବାସୀ ଭାରତୀୟଙ୍କ ଅବଦାନ ଶୀର୍ଷକ ଆଲୋଚନା ଚକ୍ର

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ପ୍ରବାସୀ ଭାରତୀୟ ଦିବସ ଅବସରରେ "ଭାରତର ଅର୍ଥନୀତିରେ ପ୍ରବାସୀ ଭାରତୀୟମାନଙ୍କ ଅବଦାନ" ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀଙ୍କ…
Read More...

ଶିଶୁ ସୁରକ୍ଷା ଆଇନ୍ ଓ ପୋଷ୍ୟ ସନ୍ତାନ ଗ୍ରହଣ ଆଧାରିତ ସଚେତନତା ଶିବିର ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକର ମିଶନ ଶକ୍ତି ସଭାଗୃହ ଠାରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ଓ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ତଥା ଶିଶୁଯତ୍ନ ଆଧାରିତ ସଚେତନତା କର୍ମଶାଳା ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ଶରଧାପାଲି ଗ୍ରାମରେ ଓସାକା ହାଇଦ୍ରାବାଦର ଡାଲଖାଇ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ

ଆଗଲପୁର, (କେପିଏନ୍‌ଏସ୍‌) : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ "ଓସାକା" ତରଫରୁ କୋଶଳାଞ୍ଚଳ ଡାଲଖାଇ ପୁରସ୍କାର ଉତ୍ସବ - ୨୦୨୪ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆପାଲି ପଂଚାୟତର ଶରଧାପାଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର…
Read More...

ଖଣ୍ଡପଡାରେ ୨ଦିନ ଧରି ପାଳିତ ହେଲା ପଠାଣି ସାମନ୍ତ ଜୟନ୍ତୀ

ନୟାଗଡ଼, (କେପିଏନ୍‌ଏସ୍‌) : ବିଶ୍ୱ ବିଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମ ଜୟନ୍ତୀ ୨୩ ଓ ୨୪ ଦୁଇ ଦିନ ବ୍ୟାପି ପାଳନ କରାଯାଇଛି । ଓଡିଶା ସହିତ୍ୟ ଏକାଡେମୀ ଓ ପଠାଣି ସାମନ୍ତ ମେମୋରିଆଲ୍ ପରିଷଦର ମିଳିତ ସହଯୋଗରେ ଖଣ୍ଡପଡା ମହିଳା ମହାବିଦ୍ୟାଳୟରେ ତିଥି ଅନୁଯାୟୀ ପାଳିତ…
Read More...

ଆସନ୍ତା ୩୦ ଡିସେମ୍ବରରୁ ଆରମ୍ଭ ହେବ ଅଷ୍ଟମ ଚାନ୍ଦଲିପାହାଡ ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୩୦ ତାରିଖରୁ ଆରମ୍ଭ ହେବ ଦେଓଗାଁ ବ୍ଲକର ଦେଷଣ୍ଢ ନିକଟସ୍ଥ ଚାନ୍ଦଲିପାହାଡର ପାଦ ଦେଶରେ ୮ମ ଚାନ୍ଦଲି ମହୋତ୍ସବ ଅନୁଷ୍ଠିତ ହେବାକୁଯାଉଛି । ମହୋତ୍ସବ କମିଟି ପକ୍ଷରୁ ଚାନ୍ଦଲି ପାହାଡ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଏହି…
Read More...

ସମ୍ମାନଜନକ ଡକ୍ଟରେଟ ଉପାଧିରେ ଭୂଷିତ ହେଲେ ପରିବେଶକର୍ମୀ ତଥା ସାମ୍ବାଦିକ ଅଭୟ ତ୍ରିପାଠୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସମାଜ ସେବାକୁ ପରମ ଧର୍ମ ମନେ କରି ନିଜ ମାଟି ମାଆର ସେବାରେ ନିଜକୁ ନିୟୋଜିତ କରି ସଫଳତାର ପାହାଚରେ ପାଦ ଦେଇଥିବା ବିଶିଷ୍ଟ ପରିବେଶକର୍ମୀ ତଥା ସାମ୍ବାଦିକ ଅଭୟ ତ୍ରିପାଠୀଙ୍କୁ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି । ପ୍ରାକୃତିକ କୃଷି, ପରିବେଶ ସଚେତନତା…
Read More...