ରଥଖଳାରେ ୩୮ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ
ଭୁବନେଶ୍ୱର, (କେପିଏନ୍ଏସ୍) : ରଥଖଳାରେ ମେ' ମାସ ୧୬ ତାରିଖ ସୁଦ୍ଧା ତିନି ରଥର ୪୪ ଗୋଟି ଚକରୁ ୩୮ ଗୋଟି ଚକର ନିର୍ମାଣ କାର୍ୟ୍ୟ ଶେଷ ହୋଇଛି । ଏହା ବ୍ୟତୀତ ୩ଟି ରଥର ପାଞ୍ଚ ଗୋଟି ନାହାକା ଅଖ ନିର୍ମାଣ ମଧ୍ୟ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥ ଓ ଦର୍ପଦଳନ ରଥର ୨ ଟି ଲେଖାଏଁ ନିରାଡ଼ି!-->…
Read More...
Read More...