ଫାଇଭ ଟି ସଚିବଙ୍କୁ କଂଗ୍ରେସର ୫ଟି ପ୍ରଶ୍ନ, ସଚିବଙ୍କ ଗସ୍ତକୁ ବିରୋଧ କରିବା ପାଇଁ କଂଗ୍ରେସର ସଜବାଜ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ୭ ତାରିଖ ଦିନ ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ ଲୋଇସିଂହା ବ୍ଲକ ଅଞ୍ଚଳ ଗସ୍ତ କରିବେ । ତେବେ ସଚିବଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ଲୋଇସିଂହା ବ୍ଲକ କଂଗ୍ରେସ ବିରୋଧ କରିବା ସହିତ ଗଣମାଧ୍ୟମ ଜରିଆରେ ସ୍ଥାନୀୟ ସ୍ୱାର୍ଥ ବିଜଡିତ ପାଞ୍ଚଟି ପ୍ରଶ୍ନ!-->…
Read More...
Read More...