Yearly Archives

2023

ସନ୍ଥକବିଙ୍କ ସମାଧିପୀଠର ଉନ୍ନୟନ ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର

ଡିପିଆର ପ୍ରସ୍ତୁତି ପାଇଁ ପହଞ୍ଚିଲେ ଓଟିଡିସିର ଟେକ୍ନିକାଲ ଟିମ୍‌ ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ସ୍ଥିତ ସନ୍ଥକବି ଭୀମଭୋଇଙ୍କ ସାଧନା, ସିଦ୍ଧି ଓ ସମାଧିପୀଠର ଉନ୍ନୟନ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ୫୦ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି ।
Read More...

ବଲାଙ୍ଗିର ୱାର୍ଡ ନଂ.୧୫ର ଯାଦବ ମହାସଭାର ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୫ ଅନ୍ତର୍ଗତ ଟିକ୍ରାପଡା ଏବଂ ମାଲପଡାର ଯାଦବ ସମାଜର ଏକ ବୈଠକ ସଭାପତି କଳାକାହ୍ନୁ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ୱାର୍ଡ ନଂ.୧୫ର ସର୍ବ ସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି । ଦୟାସାଗର
Read More...

ପଶ୍ଚିମ ଓଡିଶା କଲ୍ୟାଣ ମହାସଂଘର ଉପସଭାପତି ହେଲେ ସୁରେଶ ଭୋଇ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ଜିଲ୍ଲା ସଭାପତି ସୁରେଶ ଭୋଇଙ୍କୁ ପଶ୍ଚିମ ଓଡିଶା କଲ୍ୟାଣ ମହାସଂଘର ଉପସଭାପତି ଭାବେ ଘୋଷଣା କରାଯାଇଛି । ସମ୍ବଲପୁର ସ୍ଥିତ ଭୀମ ଭୋଇ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ବୈଠକରେ ପଶ୍ଚିମ ଓଡିଶା କଲ୍ୟାଣ ମହାସଂଘର
Read More...

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଦଶମ ବାର୍ଷିକ ଅଧିବେଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘ ଛତ୍ରପୁର ଶାଖାର ଦଶମ ବାର୍ଷିକ ଅଧିବେଶନ ଛତ୍ରପୁରସ୍ଥିତ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନରସିଂହ ଆଚରୀଙ୍କ ସଭାପତିତ୍ୱରେ
Read More...

ଦାବଯୋରୀକୁ ନୂତନ ପଞ୍ଚାୟତ ଗଠନ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଳା ପଞ୍ଚାୟତର ଦାବଯୋରୀ ଗାଁକୁ ନୂତନ ପଞ୍ଚାୟତ ଗଠନରେ ସାମିଲ କରିବା ପାଇଁ ଦାବୀ ହୋଇଛି । ଏ ନେଇ ସୋମବାର ଦିନ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଯଦି ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ
Read More...

ଗୁରୁଦିବସ

‘ଗୁରୁ ବ୍ରହ୍ମା ଗୁରୁବିଷ୍ଣୁଗୁରୁଦେବ ମହେଶ୍ୱରଗୁୁରୁ ସାକ୍ଷାତ ପରଂବ୍ରହ୍ମତସ୍ମଇ ଶ୍ରୀ ଗୁରବେ ନମଃ’ ଆଜି ପବିତ୍ର ଗୁରୁଦିବସ । ଗୁରୁଦିବସ ବା ଶିକ୍ଷକ ଦିବସ ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ । ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବା ସମ୍ପ୍ରଦାୟରେ ସେମାନଙ୍କର ବିଶେଷ
Read More...

ଶିକ୍ଷକ ଅଭାବ ପୂରଣ ଦାବୀରେ ତୁର୍ଲା ସ୍କୁଲରେ ତାଲା ପକାଇ ଧାରଣାରେ ଛାତ୍ରଛାତ୍ରୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ବିକାଶ, ଶିକ୍ଷାନୁଷ୍ଠାନର ଉନ୍ନତି ଏବଂ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉଛି । ହେଲେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଶିକ୍ଷକଙ୍କ ଅଭାବ
Read More...

ଆଜୀବନ ଜେଲ୍ ଦଣ୍ଡାଦେଶ ପ୍ରତିବାଦରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ନାରାୟଣ ରେଡ୍ଡୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଅଞ୍ଚଳରେ ଟାଟା ପ୍ଲାଣ୍ଟ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ଏବଂ ଜନ ଶୁଣାଣି ସମୟରେ ଏକ ବୋମା ବିସ୍ପୋରଣ ଘଟି ତତ୍କାଳୀନ ପୋଲିସ୍ ରିଜର୍ଭ ଇନ୍ସପେକ୍ଟର ବିନୋବା ମେହେରଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଏକ ହତ୍ୟା
Read More...

ବାସନ୍ଦ ଦଳିତ ପରିବାରଙ୍କୁ ଥାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଗାଳିମାଡ଼ ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାସନ୍ଦ ଦଳିତ ପରିବାରଙ୍କୁ ଥାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଗାଳିମାଡ଼ ହୋଇଥିବା ଜିଲ୍ଲା ମହକୁମା ଛତ୍ରପୁରଠାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ପରିବାର ଅଭିଯୋଗ କରିଛନ୍ତି । ସୋମବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଗଞ୍ଜାମ
Read More...

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

ଏନ୍‌ଫୋର୍ସମେଣ୍ଟକୁ ଜୋରଦାର ତଥା କଡାକଡି କରିବା ଉପରେ ଗୁରୁତ୍ୱାରୋପଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥକୁ ସଂଲଗ୍ନ ରାସ୍ତାରେ ହମ୍ପସ, ରମ୍ବଲର ତଥା ସୂଚନା ଫଳକ ଲଗାଇବାକୁ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ - ଦୁର୍ଘଟଣା ପ୍ରବଣ, ବୁଲାଣୀ ରାସ୍ତା ଉପରେ ସୂଚନା ଫଳକ ସହ ବ୍ଲିକିଙ୍ଗ ଲାଇଟ ଲଗାଇବାକୁ
Read More...