କାଜିବଜାରରେ ସିରିଜ ଦୁର୍ଘଟଣା : ୨ ଗୁରୁତର, ୧ ଆହତ
ସାଲେପୁର : କଟକ ଚାନ୍ଦବାଲି ରାସ୍ତାର କାଜିବଜାରରେ ସିରିଜ ଦୁର୍ଘଟଣା ଘଟି ୩ଟି ବାଇକ୍କୁ ପଛପଟୁ ଧକ୍କା ଦେଲା ଟାଟା ଏସି । ଏହି ଦୁର୍ଘଟଣାରେ ଦୁଇ ବାଇକ୍ ଚାଳକ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତରମାନଙ୍କୁ କଟକ ବଡ଼ ମେଡ଼ିକାଲକୁ!-->…
Read More...
Read More...