Yearly Archives

2023

ଭରସୁଜା ଜଳନ୍ଧର ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଭରସୁଜା ଜଳନ୍ଧର ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂଯୋଜକ
Read More...

ମା’ ମଙ୍ଗଳାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅଭୟମୁଖୀ ପଞ୍ଚାୟତ ଇନ୍ଦିପୁର ବଡସାହିରେ ମା' ମଙ୍ଗଳାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଟା ଉତ୍ସବ ଶୁକ୍ରବାର ସମ୍ପନ ହୋଇଛି । ୨ ଶହ ବର୍ଷ ପୂର୍ବେ ରତ୍ନାଚିରା ନଦୀଶଯ୍ୟାରୁ ଉଦ୍ଧାର ହୋଇଥିବା ମା' ମଙ୍ଗଳା
Read More...

ମୋହନଗିରି ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ

ମୋହନଗିରି, (ହେମନ୍ତ ସାହୁ) : 'ଭଲ ମଣିଷଟିଏ ହେବା, ଆତ୍ମ ବିଶ୍ୱାସ ସହ ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବା, ନିଜ ବିଦ୍ୟାଳୟକୁ ଭଲ ପାଇବା, ଅଞ୍ଚଳର ଉନ୍ନତିରେ କାମ କରିବା' ଏଭଳି କେତେକ ପ୍ରେରଣାଦାୟୀ ବକ୍ତବ୍ୟ, ଅତିଥି ବକ୍ତା ପିଲାଙ୍କ ଆଗରେ ରଖି ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହାନଗିରି
Read More...

ଭରସୁଜାରେ ଚେସ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମରେ ଜାତୀୟସ୍ତରୀୟ ଚେସ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟ ଟି ୪ ଓ ୫ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ । ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ଡ. ମୁକେଶ
Read More...

ଲୋଇସିଂହା କଲେଜରେ ଜିଲ୍ଲାସ୍ତରୀୟ ରେଡ଼କ୍ରସ୍‌ ଶିବିର ଉଦ୍‌ଘାଟିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ମହାବିଦ୍ୟାଳୟର ଯୁବ ରେଡ଼କ୍ରସ୍‌ ତରଫରୁ ବଲାଙ୍ଗିର ଜିଲ୍ଲାସ୍ତରୀୟ ଯୁବ ରେଡ଼କ୍ରସ୍‌ ଶିବିର ଶନିବାର ଉଦ୍‌ଘାଟିତ ହୋଇଯାଇଛି । ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଜିଲ୍ଲାର ୪୦ଟି କଲେଜରୁ ଯୁବ ରେଡ଼କ୍ରସ୍‌ ସ୍ୱେଚ୍ଛାସେବୀମାନେ
Read More...

୨୪୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ରାଜପଥ ନିକଟରୁ ୨୪୦ କିଲୋ ଗଞ୍ଜେଇ ଜବତ । ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁକୁଡ଼ିବନ୍ଧଠାରେ ମାଡ଼ି ବସିଲା ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଚଢାଉ ବେଳେ ଗଞ୍ଜେଇ ସହ ଟ୍ରକ୍ ଜବତ ହୋଇଛି
Read More...

ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ସହୀଦ ମାନ୍ୟତା ଦାବୀ

ବର୍ଷେ ତଳେ ନକ୍ସଲଙ୍କ ବୋମା ବିସ୍ଫୋରଣରେ ଘଟିଥିଲା ମୃତ୍ୟୁ ମ.ରାମପୁର, (ହେମନ୍ତ ସାହୁ) : ସାମ୍ବାଦିକ ରୋହିତ ବିଶ୍ୱାଳଙ୍କୁ ସହୀଦ ମାନ୍ୟତା ଦାବୀ କରାଯାଇଛି । ଗତବର୍ଷ ଫେବୃଆରୀ ମାସ ୫ ତାରିଖରେ ମାଓବାଦୀଙ୍କ ଦ୍ୱାରା ଖଂଜା ଯାଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ
Read More...

ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜିରେ ବାର୍ଷିକ ଉତ୍ସବ ଓ ବାର୍ଷିକ କ୍ରୀଡା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜିରେ ବାର୍ଷିକ ଉତ୍ସବ ଓ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ କଣ୍ଟାବାଞ୍ଜି ନଗରପାଲ ବରୀୟମ୍ ସିଂ ସାଲୁଜା ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ସଭାରେ ସଭାପତିତ୍ଵ
Read More...

କୋରାପୁଟ ଗସ୍ତରେ ୫ଟି ସଚିବ ଭି.କେ ପଣ୍ଡିଆନ୍

କୋରାପୁଟ : କୋରାପୁଟ ଜିଲ୍ଲା ଗସ୍ତରେ ୫ଟି ସଚିବ ଭି.କେ ପଣ୍ଡିଆନ୍ । ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ପ୍ରଥମେ ବୈପାରିଗୁଡା ବ୍ଲକର ପ୍ରସିଦ୍ଧ ଶୈବପୀଠ ପରିଦର୍ଶନ କରିବା ପରେ ଗତକାଲି ବୋରିଗୁମ୍ମା ବ୍ଲକ ଗସ୍ତ କରିଛନ୍ତି । ଦକ୍ଷିଣ ଓଡ଼ିଶାର ସବୁଠାରୁ ପୁରାତନ
Read More...

ସନ୍ଥ କବି ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲିଠାରେ ମାଘମେଳା

ମହିମା ସାଧୁଙ୍କ ଜଗତ ଉଦ୍ଧାର ଡାକରେ ପୀଠ ପ୍ରକମ୍ପିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିମା ଧର୍ମର ଅନ୍ୟତମ ପ୍ରମୁଖ ପୀଠ ସନ୍ଥ କବି ଭୀମ ଭୋଇଙ୍କ ସାଧନା ସିଦ୍ଧି ସମାଧି ପୀଠ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ଠାରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଘମେଳା ଓ ସାରସ୍ଵତ ସମାରୋହ
Read More...