pakka

ବିଶ୍ୱନାଥ ଦେବଙ୍କର ୪୧ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ଚାଇଁପୁର ଗ୍ରାମ ପଞ୍ଚାୟତର ଗଡକାଳୁପଡା ଗ୍ରାମର ଆରାଧ୍ୟ ଠାକୁର ଶ୍ରୀଶ୍ରୀ ବିଶ୍ୱନାଥ ଦେବଙ୍କର ୪୧ତମ ବିଶ୍ୱଶାନ୍ତି ମହାଯଜ୍ଞ ପାହାଡ ଶିର୍ଶରେ ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି । ବିଶ୍ୱର କଲ୍ୟାଣ ଏବଂ ଶାନ୍ତି ପାଇଁ ବିଶ୍ୱ ଶାନ୍ତି ମହାଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଯଜ୍ଞ ୩ ଦିନ ଧରି ପାଳିତ ହୋଇ ଗତକାଲି ଶେଷ ଦିନରେ ପୂର୍ଣ୍ଣାହୂତି ସହ ଶେଷ ହୋଇଥିଲା ।

Leave A Reply

Your email address will not be published.

12 + 20 =