ଗାନ୍ଧୀ ଷ୍ଟାଡିଅମରେ ସିକେ ନାଇଡୁ ଟ୍ରଫି ଉଦ୍ଘାଟିତ : ଓଡିଶା ବନାମ ମେଘାଳୟ କ୍ରିକେଟ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ୍ ଅବାହକତ୍ୱରେ ଜିଲ୍ଲା କ୍ରୀଡା ସଂସଦ ଦ୍ୱାରା ସ୍ଥାନୀୟ ଗାନ୍ଧୀ ଷ୍ଟାଡିଅମରେ ଓଡିଶା ବନାମ ମେଘାଳୟ କଲୋନେଲ ସିକେ ନାଇଡୁ ଟ୍ରଫି କ୍ରିକେଟ ଉଦ୍ଘାଟିତ ହୋଇଯାଇଛି । ଚାରି ଦିନ ଧରି ହେବାକୁ ଥିବା ଏହି ମ୍ୟାଚର ଆଜି ପ୍ରଥମ ଦିନରେ!-->…
Read More...
Read More...