Yearly Archives

2023

ସରିଲା ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର : ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଆବାହନରେ ଆୟୋଜିତ ଖଣ୍ଡଗିରି କୁମ୍ଭମେଳା ଶେଷ ହୋଇଛି । ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା' ବାରଭୁଜାଙ୍କ ନିକଟରେ ଲାଗିଥିବା ଅଖଣ୍ଡ ଦୀପ ଏଠାରେ ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଛି । ଗୁମ୍ଫା ସଲଗ୍ନ ଶ୍ରୀ ଶ୍ରୀ
Read More...

ପଣ୍ଡିତ ଅନ୍ତର୍ଯ୍ୟାମୀ ପତିଶର୍ମା ସ୍ମୃତି ସମ୍ମାନ ସାମାରୋହ

ପଣ୍ଡିତ ଅନ୍ତର୍ଯ୍ୟାମୀ ପତିଶର୍ମାଙ୍କ ଶ୍ରେଷ୍ଠ ସାରସ୍ୱତ କୃତୀ ଶ୍ରୀମଦ୍‌ଭ ଗବଦ୍ ଗୀତା ସର୍ବବୃହତ୍ ତଥ୍ୟପୂର୍ଣ୍ଣ ଏକ ଅଭ୍ରାନ୍ତ ପ୍ରାମାଣିକ ଟୀକାଗ୍ରନ୍ଥ : ଡ଼ଃ.କୁଳମଣି ଓଝା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୱାନ ପୁରୁଷ ପଣ୍ଡିତ ଅନ୍ତର୍ଯ୍ୟାମୀ ପତିଶର୍ମାଙ୍କ ଦୀର୍ଘ
Read More...

ଛତ୍ରପୁର ମହିଳା ମହାବିଦ୍ୟାଳୟର ୩୦ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ତମ ବାର୍ଷିକ ଉତ୍ସବ ରବିବାର ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ମୁଖ୍ୟ
Read More...

ଜମି ବିବାଦକୁ ନେଇ ଠେଙ୍ଗା ମାଡ଼ରେ ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଜମି ବିବାଦକୁ ନେଇ ପଡ଼ୋଶୀଙ୍କ ଠେଙ୍ଗା ମାଡ଼ରେ ଜଣେ ବୃଦ୍ଧଙ୍କ ଜୀବନ ଚାଲିଯାଇଛି । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା ଗାଁରେ । ମୃତକ ଜଣକ ହେଲେ ଯୁଧିଷ୍ଠିର ପ୍ରଧାନ(୬୦) । ସୂଚନା ଅନୁସାରେ, ଘରକୁ ଲାଗିଥିବା
Read More...

୫୩ ନମ୍ବର ଜାତୀୟ ରାଜପଥ ସୋହେଲା କଲେଜ ନିକଟରେ ଟୁରିଷ୍ଟ ବସ୍‌କୁ ଧକ୍କାଦେଲା କଣ୍ଟେନର : ଜଣେ ମୃତ ୭ ଆହତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାୟପୁର ୫୩ ନମ୍ବର ଜାତୀୟ ରାଜପଥ ସୋହେଲା କଲେଜ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୭ ଜଣ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ସମସ୍ତ ଆହତଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା
Read More...

ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ ନେଇ ମାମଲା ରୁଜୁ : ୩ କୋର୍ଟ ଚାଲଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହରିରାଜପୁର ଫାଣ୍ଡି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ପୋଲିସ ଗତକାଲି ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଘଟଣା ଅନୁଯାୟୀ, ବଡଇଛାପୁର ଗ୍ରାମର ଶତୃଘ୍ନ ସାହୁ(୫୫), ଜୟନ୍ତ ସାହୁ(୪୮) ଓ ମନୋରଞ୍ଜନ ସାହୁ(୪୨) ସରକାରୀ ଜାଗାରେ
Read More...

ବିଶ୍ୱଶାନ୍ତି ମହାଯଜ୍ଞ, ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତେଇଶିପୁର ଶ୍ରୀ ସୋମନାଥ ଦେବଙ୍କ ୧୪ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୋମନାଥ ଦେବ ଓ ମା' ବିନ୍ଧ୍ୟବାସିନୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଠାରୁ
Read More...

ଅନୁଗୁଳର ନାଲକୋଠାରେ ୪୨୩.୩୭୦ କେଜି ଗଞ୍ଜେଇ ନଷ୍ଟ କଲା ବଲାଙ୍ଗିର ପୋଲିସ, ସୂଚନା ଦେଲେ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ତୁଷୁରା ଥାନା କେସ୍ ନଂ ୧୨୩ / ୧୯,୧୩୨ / ୧୯,୧୨୩ / ୨୦,୦୨ / ୨୧, ୫୪/୨୨ ଓ ପୁଇଁନ୍ତଲା ଥାନା କେସ୍ ନଂ ୧୫୭/୨୦ ସହିତ ଜଡିତ ୪୨୩.୩୭୦ କେଜି ଗଞ୍ଜେଇକୁ ଜିଲ୍ଲା ପୋଲିସ ଅନୁଗୁଳକୁ ନେଇ ଆଜି ନାଲକୋଠାରେ ନଷ୍ଟ କରିଥିବା ସଂପର୍କରେ ଏସ୍‌ପି
Read More...

ଅଧିକାରୀଙ୍କ ସହ ମନହୀରା ପଞ୍ଚାୟତ ଗସ୍ତ କଲେ ବିଧାୟକ ନରସିଂହ

ଆବାସ ଯୋଜନା କେଳେଙ୍କାରୀ ଉଭୟ ସରକାରଙ୍କ ସୁଚିନ୍ତିତ ଷଡଯନ୍ତ୍ର - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପ୍ରକୃତ ଗରିବଙ୍କ ନାଁ କଟିବା ଗରିବଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ଠିକ ହିସାବରେ ତର୍ଜମା କଲେ,
Read More...

ଆଇଡିଏ ରୟାଲ ପକ୍ଷରୁ କର୍କଟ ସଚେତନତା ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସୁପ୍ରିମ ଟାସ୍କ ହସ୍‌ପିଟାଲ ଠାରେ ଆଇଡିଏ ରୟାଲ ଓ ସୁପ୍ରିମ ଟାସ୍କର ମିଳିତ ଆନୁକୂଲ୍ୟରେ ବିଶ୍ୱ କର୍କଟ ଦିବସ ଉପଲକ୍ଷେ ଏକ କର୍କଟ ରୋଗ ଚିହ୍ନଟ ତଥା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସମାଜରେ ବହୁଳ ବ୍ୟବହୃତ ପାନ, ଗୁଟଖା ଓ ସିଗାରେଟ୍‌ ମୁଖ
Read More...