pakka

ଅନୁଗୁଳର ନାଲକୋଠାରେ ୪୨୩.୩୭୦ କେଜି ଗଞ୍ଜେଇ ନଷ୍ଟ କଲା ବଲାଙ୍ଗିର ପୋଲିସ, ସୂଚନା ଦେଲେ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ତୁଷୁରା ଥାନା କେସ୍ ନଂ ୧୨୩ / ୧୯,୧୩୨ / ୧୯,୧୨୩ / ୨୦,୦୨ / ୨୧, ୫୪/୨୨ ଓ ପୁଇଁନ୍ତଲା ଥାନା କେସ୍ ନଂ ୧୫୭/୨୦ ସହିତ ଜଡିତ ୪୨୩.୩୭୦ କେଜି ଗଞ୍ଜେଇକୁ ଜିଲ୍ଲା ପୋଲିସ ଅନୁଗୁଳକୁ ନେଇ ଆଜି ନାଲକୋଠାରେ ନଷ୍ଟ କରିଥିବା ସଂପର୍କରେ ଏସ୍‌ପି ନିତିନ କୁଶଳକର ସୂଚନା ଦେଇଛନ୍ତି । ଏହି ସମୟରେ ଜିଲ୍ଲା ଡିସ୍‌ପୋସାଲ କମିଟିର ଅଧିକାରୀମାନେ ଉପସ୍ଥିତ ଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.

eleven − seven =