Yearly Archives

2023

ବ୍ରେକ ଡାଉନ୍ ଟ୍ରକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ, ୬ ଗୁରୁତର

ଭଦ୍ରକ : ଭଣ୍ଡାରିପୋଖରୀ ନିକଟସ୍ଥ ଆଖୁଆପଦା ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଖରାପ ହୋଇ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ଆମ୍ବୁଲାନ୍ସ ଧକ୍କା ଦେଇଛି । ଫଳରେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ତିନି ଜଣ ଭଦ୍ରକ ଓ ଅନ୍ୟ ତିନି ଜଣଙ୍କୁ ଯାଜପୁର
Read More...

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପାଇବେ ସୂର୍ଯ୍ୟଦତ୍ତ ଜାତୀୟ ପୁରସ୍କାର

ପୁରୀ : ସୂର୍ଯ୍ୟଦତ୍ତ ଜାତୀୟ ପୁରସ୍କାର ପାଇଁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମନୋନୀତ ହୋଇଛନ୍ତି । ଏ ନେଇ ଶ୍ରୀ ପଟ୍ଟନାୟକ ରବିବାର ସୂଚନା ଦେଇଛନ୍ତି । କଳା ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ମିଳିବ । ପୁଣେର
Read More...

ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼, ଜଣେ ଅଟକ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼ । ହୋଟେଲ୍‌ରେ ଖାଇବା ବେଳେ ବଚସାକୁ ନେଇ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ରବିବାର ବିଳମ୍ଵିତ ରାତିରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ
Read More...

ଓଡ଼ିଶା ମହିଳା ଦଳ ଚାମ୍ପିୟନ୍‌

ଭୁବନେଶ୍ୱର : ୧୫ତମ ଜାତୀୟ ରଗ୍‌ବୀ ଚାମ୍ପିୟନସିପ୍‌ରେ ଚାମ୍ପିୟନ୍‌ ହୋଇଛି ଓଡ଼ିଶା ମହିଳା ଦଳ । କିଟ୍‌ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଖେଳା ଯାଇଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ଓଡ଼ିଶା ୪୭-୭ ପଏଣ୍ଟରେ ବିହାରକୁ ପରାସ୍ତ କରିଥିଲା । ଦିଲ୍ଲୀ ମହିଳା ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା ।
Read More...

ଚୀନ୍‌ରେ ସିରିଜ ଦୁର୍ଘଟଣା : ୧୬ ମୃତ, ୬୬ ଆହତ

ବେଜିଂ : ଚୀନ୍‌ର ହ୍ୟୁନାନ ପ୍ରଦେଶ ରାଜଧାନୀ ଚାଙ୍ଗସା ସିଟିର ଏକ ଏକ୍ସପ୍ରେସୱେ'ରେ ୫୦ରୁ ଅଧିକ ଗାଡି ପରସ୍ପର ସହ ଧକ୍କା ଲାଗିଛି । ଏଥିରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗତକାଲି ସନ୍ଧ୍ୟାରେ
Read More...

ଗ୍ରାମୀ ଆୱାର୍ଡ୍ସରେ ତୃତୀୟ ଥର ପୁରସ୍କାର ହାତେଇଲେ ରିକି କେଜ୍

ନୂଆଦିଲ୍ଲୀ : ୨୦୨୩ ବର୍ଷର ବହୁ ପ୍ରତୀକ୍ଷିତ ସଂଗୀତ ପୁରସ୍କାର କାର୍ୟ୍ୟକ୍ରମ ଗ୍ରାମୀ ଆୱାର୍ଡ୍ସରେ ପୁଣି ଥରେ ଭାରତ ସ୍ଥାନ ପାଇଛି । ବେଙ୍ଗାଲୁରୁର ସଂଗୀତକାର ରିକି କେଜ୍ ତୃତୀୟ ଥର ଗ୍ରାମୀ ପୁରସ୍କାର ଜିତିଛନ୍ତି । ରିକିଙ୍କୁ ତାଙ୍କ ଆଲବମ୍ 'ଡିଭାଇନ୍ ଟାଇଡ୍‌ସ' ପାଇଁ ଏହି ପୁରସ୍କାରରେ
Read More...

ବିଲୁପ୍ତପ୍ରାଣୀ ସାଳିଆପତନୀ ଉଦ୍ଧାର

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ପକ୍ଷରୁ ଆଜି ଏକ ସାଳିଆପତନୀ ଉଦ୍ଧାର କରାଯାଇଛି । ସାଳିଆପତନୀଟିକୁ ନୂଆଭୁବନ ରାସ୍ତା ପାର୍ଶ୍ଵରେ ବୁଲା କୁକୁର ଧରି ପକାଇଥିଲେ । ସ୍ଥାନୀୟ ଲୋକମାନେ ଏହି ବିଲୁପ୍ତ ପ୍ରାଣୀକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ । ବନବିଭାଗ ପକ୍ଷରୁ
Read More...

ହିନ୍ଦୁ ରୀତିନୀତି ଅନୁଯାୟୀ କରାଯିବ ନବ ଦାସ ଅସ୍ଥି ବିସର୍ଜନ

ଝାରସୁଗୁଡ଼ା : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ଅସ୍ଥି ବିସର୍ଜନ ଲାଗି ରବିବାର ପୁଅ ବିଶାଳ ଦାସ ପ୍ରୟାଗରାଜ ଯାତ୍ରା କରିଥିଲେ । ଝାରସୁଗୁଡ଼ା ବିମାନବନ୍ଦର ଦେଇ ରବିବାର ଚାଟାର୍ଡ ଫ୍ଲାଇଟ୍‌ ଯୋଗେ ବିଶାଳ ପ୍ରୟାଗରାଜ ଯାଇଥିବା ସହ ସୋମବାର ପ୍ରତ୍ୟାବର୍ତ୍ତନ କରିବେ
Read More...

ରାଣୀସର୍ଡା ସ୍ଥିତ ପ୍ରସିଦ୍ଧ ମା’ ମାହେଶ୍ୱରୀଙ୍କର ନୂତନ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦ୍‌ଯାପିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ଗ୍ରାମ ସ୍ଥିତ ପ୍ରସିଦ୍ଧ ମା' ମାହେଶ୍ୱରୀଙ୍କର ନୂତନ ଭବ୍ୟ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଗତ ତା ୨୯/୦୧/୨୦୨୩ ଦିନ କଳସ ଶୋଭାଯାତ୍ରା ସହ ମହାସମାରୋହରେ ଆରମ୍ଭ ହୋଇଥିବା
Read More...

ତୁର୍କିରେ ଭୂମିକମ୍ପ ଝଟ୍‌କା

ନୂଆଦିଲ୍ଲୀ : ତୁର୍କିରେ ଭୂମିକମ୍ପର ଝଟ୍‌କା । ନୁର୍ଦଗୀ ଠାରୁ ୨୩ କିଲୋମିଟର ପୂର୍ବରେ ଏହି ଭୂମିକମ୍ପ ଅନୁଭବ କରାଯାଇଥିବା ବେଳେ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୫ ମପାଯାଇଛି । ତେବେ ଏଥିରେ କିଛି କୋଠା ଭାଙ୍ଗିଥିବା ସୂଚନା ମିଳୁଛି । ନ୍ୟାସନାଲ୍‌ ସେଣ୍ଟର ଫର୍ ସିସ୍ମୋଲୋଜି
Read More...