Yearly Archives

2023

ଅନୀଲ ପରିଡାଙ୍କ ଅକାଳ ବିୟୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଚାଁଇପୁର ଗ୍ରାମ ପଞ୍ଚାୟତର ଗୋରଡାପୀଢ ଗ୍ରାମର ଅନୀଲ୍ ପରିଡା(୨୫) ଗତକାଲି ଭୁବନେଶ୍ୱର ସ୍ଥିତ ଓଏସ୍ଏପି କ୍ୟାମ୍ପସ୍‌ରେ ଜେଲ୍ ଓର୍ଡର ପୋଷ୍ଟ ପାଇଁ ଇଣ୍ଟରଭ୍ୟୁର ୧୬ ଶହ ମିଟର ଦୌଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମୟରେ
Read More...

ଆଗଲପୁର ବ୍ଲକ ଗାଁ ସାଥୀ ସଂଘର ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକର ବେନ୍ଦ୍ରା(ରାମପୁର) ପଞ୍ଚାୟତର ସଭାଗୃହଠାରେ ସମସ୍ତ ଗାଁ ସାଥୀ(ମେଟ୍)ମାନଙ୍କୁ ନେଇ ସଙ୍ଘର ବ୍ଲକ ସଭାପତି ଆନନ୍ଦ ପ୍ରଧାନଙ୍କ ନେତୃତ୍ଵରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମନରେଗା କାମରେ ହେଉଥିବା ମେଟ୍‌ମାନଙ୍କ
Read More...

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ କଲେଜର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଅନ୍ତର୍ଗତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ କଲେଜର ୪୨ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସନ୍ଧ୍ୟାରେ କଲେଜ ପରିସରରେ ପାଳନ ହୋଇଯାଇଛି । କଲେଜର ପରିଚାଳନା କମିଟି ସଭାପତି ସତ୍ୟଭୂଷଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ସମିତି ପଦ୍ମପୁର ଆନୁକୂଲ୍ୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଦ୍ୱାଦଶ କୁମାର ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଜି କାଲି ଯୁଗରେ ବିଜ୍ଞାନର ଅବଦାନ ଓ ସିଭି ରମଣଙ୍କ ବିଷୟରେ ବିଷଦ
Read More...

ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ବିଜୟ କୁମାର ବାଗଙ୍କ ସଫଳତାର ସହ ଚାକିରୀ କାଳ ସମାପ୍ତ ହୋଇଥିବା ବେଳେ ଆଜି ଏହି ଅବସରରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା
Read More...

ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ସ୍ଥିତ ସାତ ମହଲାର ସମ୍ମିଳନୀ କକ୍ଷ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ସ୍ଥିତ ସାତ ମହଲାର ସମ୍ମିଳନୀ କକ୍ଷ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ହସପିଟାଲରେ କାର୍ଯ୍ୟରତ ଥିବା ଆସିଷ୍ଟାଣ୍ଟ ନର୍ସିଂ ସୁପରିଟେଣ୍ଡେଣ୍ଟ ଭବାନୀ ବାଳା
Read More...

ବିଶିଷ୍ଟ କଥାକାର ପଦ୍ମଭୂଷଣ ମନୋଜ ଦାସ ସ୍ମାରକୀ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର -୫ ସ୍ଥିତ ଶ୍ରୀଅରବିନ୍ଦ ଯୋଗମନ୍ଦିର ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କଥାକାର ପଦ୍ମଭୂଷଣ ମନୋଜ ଦାସଙ୍କ ୮୯ତମ ଜୟନ୍ତୀ ପାଳନ ଉପଲକ୍ଷେ "ଚେତନାର ଉତ୍ତରଣ -ମନୋଜ ଦାସଙ୍କ କଥା ସାହିତ୍ୟର ଏକ ଆକଳନ" ଶୀର୍ଷକ ଆଲୋଚନାଚକ୍ର
Read More...

ମାଲପଡାରେ କିରାଣା ଦୋକାନରେ ଅବୈଧ ଭାବରେ କଫ୍‌ ସିରଫ୍‌ ବିକୁଥିଲେ : ଧରିଲା ଟାଉନ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ କଫ୍‌ ସିରଫ୍‌ ଚୋରା ଚାଲାଣ ମାମାଲା ବଢି ବଢି ଚାଲିଥିବା ବେଳେ ଆଜି ସହରର ମାଲପଡାରେ ଏକ କିରାଣା ଦୋକାନରେ ଅବୈଧ ଭାବରେ କଫ୍‌ ସିରଫ୍‌ ବିକୁଥିବା ସମୟରେ ବଲାଙ୍ଗିର ଟାଉନ ପୁଲିସ ଚଢାଉ କରି ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ
Read More...

ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ

ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା କଳାହାଣ୍ଡି, (ପି.କେ. ସାହୁ) : ଆଜି ଭବାନୀପାଟଣା ଟାଉନ୍ ହଲଠାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉପସ୍ଥିତ
Read More...

ଆଜାଦୀ କା ଅମୃତ ମହୋତ୍ସବ ଏବଂ ମିଶନ ଲାଇଫ ଉଦ୍‌ଯାପିତ

କଳାହାଣ୍ଡି, (ପି.କେ. ସାହୁ) : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଭବାନୀପାଟଣା ପକ୍ଷରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେଉଥିବା ଆଜାଦୀ କା ଅମୃତ ମହୋତ୍ସବ ଏବଂ ମିଶନ ଲାଇଫ ଶୀର୍ଷକ ଦୁଇଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
Read More...