ସକାଳ ୬ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ କୋଣାର୍କ ମନ୍ଦିର
କୋଣାର୍କ : ପରିବର୍ତ୍ତନ ହେଲା ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟ । ଆଜିଠୁ ସନ୍ଧ୍ୟା ସାତଟାରେ ବନ୍ଦ ହେବ କୋଣାର୍କ ମନ୍ଦିର । ପର୍ଯ୍ୟଟକଙ୍କ ପାଇଁ ମାର୍ଚ୍ଚ ୧ରୁ ସକାଳ ୬ଟାରୁ ସୂର୍ଯ୍ୟ ମନ୍ଦିର ମୁଖ୍ୟଦ୍ୱାର ଖୋଲରହି ସନ୍ଧ୍ୟା ୭ଟାରେ ବନ୍ଦ ହେବ । ପୂର୍ବରୁ ସନ୍ଧ୍ୟା ୬ ଟାରେ ସୂର୍ୟ୍ୟ ମନ୍ଦିର!-->…
Read More...
Read More...