ପାଟଣାଗଡ଼ ବିଜେପି ପକ୍ଷରୁ ଥାନାରେ ଦାବୀପତ୍ର ପ୍ରଦାନ
ପାଟଣାଗଡ, (ସଦାଶିବ ସରାଫ୍) : ଆଜି ପାଟଣାଗଡ଼ ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଥାନାକୁ ଆସି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ବିଜେପି ପକ୍ଷରୁ କୁହାଯାଇଛି ଯେ, ଗତ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା!-->…
Read More...
Read More...