pakka

‘ଚାଲ ପଡା କେ ବୁଲି ଜିମା’ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ଟୁକୁନୀ ସାହୁ

bbehera

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଆଜି ଟିଟିଲାଗଡ଼ ପୌର ପରିଷଦ ଅଞ୍ଚଳରେ ‘ଚାଲ ପଡା କେ ବୁଲି ଜିମା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନୀ ସାହୁ ଯୋଗ ଦେଇଥିଲେ । ଶ୍ରୀମତୀ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଦ୍ୱାରା ପରିଚାଳିତ ସରକାରୀ ସୁବିଧା ବିଷୟରେ ଆଲୋଚନା କରି କିପରି ହିତାଧିକାରୀ ଉପକୃତ ହେବେ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଆଜି ୱାର୍ଡ ନଂ ୧ ଓ ୨କୁ ଯାଇ ସେଠାକାର ସମସ୍ୟା ଓ ସମାଧାନ ବାବଦରେ ଆଲୋଚନା କରିଥିଲେ ।

jay balangir
Leave A Reply

Your email address will not be published.

fifteen − six =

error: Content is protected !!