Daily Archives

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅଲେଖ ମାଳି ଗଞ୍ଜାମ ମହାବିଦ୍ୟାଳୟର ଟପ୍ପର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ୬୦୦ରୁ ୫୦୬ ମାର୍କ ରଖି ଅଖିଳ ମାଳି କଲେଜ ଟପ୍ପର ହୋଇଛନ୍ତି । ଏହି ସଫଳତା ପାଇଁ ନିଜ ବାପା ମା' ଓ ଗଞ୍ଜାମ ସହରରେ ରହିଥିବା ଅଗ୍ରଣୀ କୋଚିଂ ସେଣ୍ଟର୍‌ ଏସ୍‌ଏମ୍‌ ଟ୍ୟୁଟୋରିଆଲର
Read More...

ଡ଼ା.ଅନୁପ କୁମାର ନାଏକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାରଦେଶ୍ଵରୀ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ତଥା ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟାପକ ଡ଼ା. ଅନୁପ କୁମାର ନାଏକଙ୍କୁ ଗତକାଲି ଉଭୟ ଅନୁଷ୍ଠାନ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାରଦେଶ୍ୱରୀ
Read More...

ନିଶା ନିବାରଣ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶା ନିବାରଣ ଦିବସ ପାଳନ ଉପଲକ୍ଷେ ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ଖାଡିଆପଡାଠାରେ ଏକ ସଚେତନତା ସଭା ଅୟୋଜିତ ହୋଇଯାଇଛି । ଏଥିରେ ସଂଘର ସମ୍ପାଦକ ଇଂ. ନାରାୟଣ ପ୍ରସାଦ ମିଶ୍ରଙ୍କ ଆହ୍ୱାନକ୍ରମେ ପଡାର ବାଟୁ ଖାଡିଆ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
Read More...

+୨ ବାଣିଜ୍ୟରେ ଜେଏସ୍‌ଏମ୍‌ କଲେଜର ସଂପୂର୍ଣ୍ଣ ସଫଳତା ହାସଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଜେଏସ୍‌ଏମ୍ କଲେଜ ତାଙ୍କର ଅଧ୍ୟୟନ ଏବଂ କାର୍ଯ୍ୟକଳାପ ହେତୁ ବଲାଙ୍ଗିର ଜିଲ୍ଲାର ଏକ ସୁନାମଧନ୍ୟ କଲେଜ ଭାବରେ ଜଣାଶୁଣା । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ କଲେଜର ସମସ୍ତ ଛାତ୍ରଛାତ୍ରୀମାନେ ଉତ୍ତମ ନମ୍ୱର ରଖି +୨ ବାଣିଜ୍ୟ ୨୦୨୩ରେ
Read More...

ଭାଲୁମୁଣ୍ଡା ମହାବିଦ୍ୟାଳୟର କନିଷ୍ଠ କିରାଣୀ ନିଖୋଜ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ପ୍ରସନ୍ନପାଳ ମହାବିଦ୍ୟାଳୟର କନିଷ୍ଠ କିରାଣୀ ତଥା ବଙ୍ଗୋମୁଣ୍ଡା ଆମ୍ବେଦକର ନଗର ନିବାସୀ ଶିକ୍ଷୟତ୍ରୀ ସବିତା କୁମ୍ଭାରଙ୍କ ଝିଅ ଏସ୍‌. ମୌସୁମୀ ମନୋଜିତା କୁମ୍ଭାର ନିଖୋଜ ହୋଇଯାଇଥିବା ନେଇ
Read More...

ବସୁଧା ଯୋଜନାରେ ଅବ୍ୟବସ୍ଥା : ଜଲ୍‌ପାଙ୍କେଲ୍‌ରେ ଜଳ ଦୂଷିତ, ସାଧାରଣରେ ଅସନ୍ତୋଷ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଲ୍‌ପାଙ୍କେଲ୍‌ ଗ୍ରାମରେ ଥିବା ବସୁଧା ଯୋଜନାରେ ତିଆରି ହୋଇଥିବା ପାଣି ଟାଙ୍କିର ଅବ୍ୟବସ୍ଥା କହିଲେ ନସରେ । ଏହି ଗାଁରେ ପ୍ରାୟ ଦୁଇରୁ ତିନି ହଜାର ଲୋକ ବସବାସ କରନ୍ତି । ଲୋକଙ୍କ ପିଇବା ପାଣିର
Read More...

ବେକରେ ଶାଢ଼ୀଦେଇ ଯୁବକଙ୍କ ଆତ୍ମହତ୍ୟା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଶାନ୍ତିପୁର ଗ୍ରାମର ଜଣେ ଯୁବକ ନିଜ ବେକରେ ଶାଢ଼ୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶାନ୍ତିପୁର ଗାଁର ଗଣେଶ ସାହୁଙ୍କ ସାନ ପୁଅ ଜ୍ୟୋତି ରଞ୍ଜନ ସାହୁ (୩୦) ଗତକାଲି ରାତିରେ ଖାଇ ସାରିବା ପରେ
Read More...

ପ୍ରଧାନ ଶିକ୍ଷକଙ୍କ ସେବା ନିବୃତ ସମ୍ବର୍ଦ୍ଧନା ଓ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁଆପଦାର ବରିଷ୍ଠ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ମୁଦୁଲିଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା ଓ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ମୁଖ୍ୟ
Read More...

୪ ଏସ୍‌ବିଆଇ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏସ୍‌ବିଆଇ ବଲାଙ୍ଗିର ରିଜନ୍‌ରୁ ୪ ଜଣ କର୍ମଚାରୀ ବିଜୟ ମହାନ୍ତି, ମାନଭଞ୍ଜନ ବିଶୋଇ, ପବିତ୍ର ନାଗ ଏବଂ ନବୀନ ପୁରୋହିତ ଗତକାଲି ନିଜ ଚାକିରି ଜୀବନରୁ ଅବସର ନେଇଛନ୍ତି । ଏ ନେଇ ଏସ୍‌ବିଆଇ ଏସୋସିଏସନ୍ ତରଫରୁ ବଲାଙ୍ଗିର, ପାଟଣାଗଡ଼ ଓ କଣ୍ଟାବାଞ୍ଜିରେ ବିଦାୟୀ
Read More...

୩୧ ତାରିଖରେ ଦରମା ପାଇବାରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଉତ୍ସାହ

ରାଉରକେଲା, (ସସ୍ମିତା ପ୍ରଧାନ) : ମଇ ମାସର ଦରମା ଗତକାଲି ୩୧ ତାରିଖରେ ପାଇଥିବାରୁ ଗୁରୁଣ୍ଡିଆ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ଦୃଷ୍ଟିଗୋଚର ହୋଇଛି । ଗ୍ରୀଷ୍ମକାଳୀନ ଅବକାଶ ସମୟରେ ଏଭଳି ଦରମା ପ୍ରଦାନ ପାଇଁ ବ୍ଲକର ସମସ୍ତ ଶିକ୍ଷକ
Read More...