Daily Archives

ଅଦିନିଆ ଝଡ ହେଲା କାଳ : ବିଦ୍ୟୁତ୍‌ ଆଘାତରେ ଚାଲିଗଲା ୧୨ ବର୍ଷର ବାଳକଙ୍କ ଜୀବନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ରାତିରେ ହୋଇଥିଲା ଝଡ ବର୍ଷା ଆଉ ଝଡ଼ ବର୍ଷାରେ ଛିଣ୍ଡି ପଡିଥିଲା ବିଦ୍ୟୁତ୍‌ ତାର । ସେହି ଛିଣ୍ଡା ବିଦ୍ୟୁତ୍‌ ତାର ପାଇଁ ଜଣେ ୧୨ ବର୍ଷର ବାଳକ ଶକ୍ତି ସୁନାଙ୍କ ଚାଲିଯାଇଛି ଜୀବନ । ଘଟଣାଟି ଘଟିଛି ଟିଟିଲାଗଡ଼ ଥାନା ଅନ୍ତର୍ଗତ ମୁରିବାହାଲ ବ୍ଲକ
Read More...

କମଳିନୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : କମଳିନୀଙ୍କୁ ସାହାଯ୍ୟର ହାତ ବଢ଼ାଇଛି ସଂକଳ୍ପ ପରିବାର । ସୂଚନାଯୋଗ୍ୟ ଯେ, ବରଗଡ଼ ୱାର୍ଡ଼ ନମ୍ବର ୧, ଟାଙ୍ଗରପଡାର ୧୯ ବର୍ଷର ଛାତ୍ରୀ କମଳିନୀ ସେଠଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ୧୮ ଲକ୍ଷ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ଅର୍ଥ ଅଭାବରୁ କମଳିନୀଙ୍କ
Read More...

ଜେନିଥ ବିଜ୍ଞାନ କଲେଜରେ ଶତ ପ୍ରତିଶତ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପଦ୍ମପୁର ବ୍ଲକ ଅନ୍ତର୍ଗତ ଝାକରପାଲି ସ୍ଥିତ ଜେନିଥ କଲେଜରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ କଲେଜକୁ ଗୌରବାନ୍ଵିତ କରିଛନ୍ତି । ଛାତ୍ର କେଦାର ଭୋଇ ୮୨% ରଖି ଉପଖଣ୍ଡ ସ୍ତରରେ ଟପ୍ପର ହୋଇଛନ୍ତି । ସୂଚନା ଅନୁସାରେ
Read More...

ଚାକିରି ଗ୍ରାଜୁଏସନ୍‌, ଦରମା ମେଟ୍ରିକୁଲେସନ : ଲେଭେଲ-୯ ଦରମା ଦାବୀରେ ଅମଲା ସଂଘର ଅନିର୍ଦ୍ଦିଷ୍ଟ କାଳ ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲେଭେଲ ୯ ଦରମା ଦାବିରେ ଜିଲ୍ଲା ମିଳିତ ଅମଲା ସଙ୍ଘ ପକ୍ଷରୁ ଆଜି ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆ ଯାଇଛି । ସରକାର ଅମଲା ବିଭାଗରେ ଗ୍ରାଜୁଏଟ ମାନଙ୍କୁ ଚାକିରୀ ଦେଇ ମେଟ୍ରିକୁଳେସନ ଦରମା ପ୍ରଦାନ
Read More...

ଛତ୍ରପୁର ରୋଟାରୀ କ୍ଲବର ଆନୁଷ୍ଠାନିକ ସାମାରୋହରେ ରୋଟାରୀ ଗଭର୍ଣ୍ଣରଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବକୁ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ବୁଧବାର ଛତ୍ରପୁର ରୋଟାରୀ କ୍ଲବ ପରିଦର୍ଶନରେ ଆସିଥିଲେ । ଅନୁଷ୍ଠିତ ସାମାରୋହରେ ଅନୁଷ୍ଠାନର ଆଭିମୁଖ୍ୟ ଏବଂ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ
Read More...

ସୀମା ବିବାଦକୁ ନେଇ ଗଣ୍ଡଗୋଳ, ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରର ସୀମା ବିବାଦକୁ ନେଇ ଏକ ଗଣ୍ଡଗୋଳ ଘଟଣା ସାମ୍ନାକୁ ଆସିଥିବା ବେଳେ ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏକ ପରିବାରର ସଦସ୍ୟମାନେ । ବେଲପଡ଼ା ଥାନା ଅନ୍ତର୍ଗତ ଫୁଲ୍‌କାନି ଗାଁର ଶ୍ରୀମତୀ ଶଙ୍କରା ହୋତା ନିଜ ସୀମାରେ ଘର ତିଆରି କରୁଥିବା ବେଳେ
Read More...

ଛେଣ୍ଡିପଦା ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଅଗ୍ନିକାଣ୍ଡ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସର୍ଟ୍‌ସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ବୁଧବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଖବର ପାଇବା ପରେ ଛେଣ୍ଡିପଦା ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି
Read More...

ଶେଷ ପର୍ଯ୍ୟାୟରେ ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି

ପୁରୀ : ଆସନ୍ତା ଜୁନ୍‌ ୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡପରୁ ଗଜବେଶରେ ଦର୍ଶନ ଦେବେ ଶ୍ରୀଜିଉ । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଭିଡ଼ ଲାଗିବ । ଏହାପୂର୍ବରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ
Read More...

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଗାଧୋଇବାକୁ ଯାଇ ଅଘଟଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରଠାରୁ ମାତ୍ର ୬କିମି ଦୂର ଗୋପାଳପୁର ବନ୍ଦର ସମୁଦ୍ର କୂଳ ଆର୍ଯ୍ୟପଲ୍ଲୀ ଗ୍ରାମର ଦୁଇଜଣ ଛାତ୍ରୀ ସମୁଦ୍ରକୁ ସକାଳେ ଗାଧୋଇବାକୁ ଯାଇ ବୁଡିଯାଇଥିବା ଖବର ମିଳିଛି । ଘଟଣାରୁ ପ୍ରକାଶ ଯେ, ସାନ-ଆର୍ଯ୍ୟପଲ୍ଲୀ
Read More...

ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର

ମୁରିବାହାଲ, (କେପିଏନ୍‌ଏସ୍‌) : ବାଇକ୍‌ ଦୁର୍ଘଟଣାରେ ମୁରିବାହାଲ ଥାନା ଗୁଡିଘାଟ ପଞ୍ଚାୟତ ରାଣୀସିଲେଟ ଗାଁର ଅର୍ଜୁନ ମାଝୀ(୨୮) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ସେ ବୁଧବାର ବାଇକ ଯୋଗେ ବାରବନ୍ଧ ଗାଁରୁ ନିଜ ଘରକୁ ଫେରୁଥିବା ବେଳେ ବାରବନ୍ଧ-ଗୁଲମୀ ରାସ୍ତା ଶିବ
Read More...
error: Content is protected !!