csstore

କମଳିନୀଙ୍କୁ ସାହାଯ୍ୟର ହାତ ବଢ଼ାଇଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : କମଳିନୀଙ୍କୁ ସାହାଯ୍ୟର ହାତ ବଢ଼ାଇଛି ସଂକଳ୍ପ ପରିବାର । ସୂଚନାଯୋଗ୍ୟ ଯେ, ବରଗଡ଼ ୱାର୍ଡ଼ ନମ୍ବର ୧, ଟାଙ୍ଗରପଡାର ୧୯ ବର୍ଷର ଛାତ୍ରୀ କମଳିନୀ ସେଠଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ୧୮ ଲକ୍ଷ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ଅର୍ଥ ଅଭାବରୁ କମଳିନୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଥିବା ଖବର ଗଣମାଧ୍ୟମ ଜରିଆରେ ପାଇବା ପରେ ଆଜି ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ କମଳିନୀଙ୍କ ଚିକିତ୍ସା ନିମନ୍ତେ ୨୩ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ଏବଂ କମଳିନୀଙ୍କ ଆଶୁ ଆରୋଗ୍ୟ ପାଇଁ ସଂକଳ୍ପ ପରିବାର ଭଗବାନଙ୍କଠାରେ ପ୍ରାର୍ଥନା କରିବା ସହିତ ତାଙ୍କୁ ଆହୁରି ସହାୟତା ଯୋଗାଇ ଦେବା ପାଇଁ ସର୍ବସାଧାରଣଙ୍କଠାରେ ସଂକଳ୍ପ ପରିବାର ତରଫରୁ ଅନୁରୋଧ କରାଯାଇଛି ।

jayashree
Leave A Reply

Your email address will not be published.