pakka
Daily Archives

ସ୍ୱେଚ୍ଛାସେବୀଙ୍କ ନିଆରା ପ୍ରୟାସ : କାଜଲଙ୍କୁ ମିଳିଲା ହୁଇଲ ଚେୟାର୍‌

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ବ୍ଲକ ଦୁଆରସୁଣୀ ପଞ୍ଚାୟତ ଗୋଶାଣୀମୁଣ୍ଡା ଗାଁର କାଜଲ ସାହୁ ଜନ୍ମରୁ ଦିବ୍ୟାଙ୍ଗ । ଜନ୍ମରୁ ମା'ଙ୍କୁ ହରାଇ ପିତା ମଦନ ସାହୁ ପାଉଁରୁଟି ବିକ୍ରି କରି ଝିଅର ସମସ୍ତ ଯତ୍ନ ନେଉଥିଲେ । କିନ୍ତୁ ତାଙ୍କ ପିତାଙ୍କ ଗତବର୍ଷ ଅଗଷ୍ଟ ମାସରେ ଦେହାନ୍ତ
Read More...

୬୫ ବର୍ଷ ବୟସରେ ଏତେ ରାଗ : ନିଜ ସ୍ତ୍ରୀଙ୍କୁ ସାମାନ୍ୟ ବଚସାରେ ଠେଙ୍ଗାରେ ପିଟି ପିଟି ହତ୍ୟା

ପାଟଣାଗଡ଼, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଘୁମେର ଗ୍ରାମରେ ଏକ ଅଭାବନୀୟ ଘଟଣାରେ ସ୍ଥାନୀୟ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ନିଜ ସ୍ୱାମୀଙ୍କ ଠେଙ୍ଗା ମାଡରେ ବୃଦ୍ଧା ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ମୃତ ବୃଦ୍ଧା ଜଣକ ହେଲେ ହାଡୁ ସାହୁଙ୍କ
Read More...

ଦୁର୍ଗନ୍ଧରେ ଫାଟି ପଡୁଛି ମୁଖ୍ୟ ରାସ୍ତା : ପୌର ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର- ପାଟଣାଗଡ ମୁଖ୍ୟ ରାସ୍ତାରେ ଥିବା ଓଭରସିଜ୍‌ ବ୍ୟାଙ୍କ ନିକଟରେ ରାସ୍ତା କଡରେ ଅଳିଆ ଆବର୍ଜନା ଗଦା ହେଉଥିବା ଫଳରେ ଦୁର୍ଗନ୍ଧରେ ପୁରା ଅଂଚଳ ଫାଟି ପଡୁଛି । ତେବେ ରାସ୍ତାରେ ଯାତାୟତ କରୁଥିବା ଲୋକେ ଏହି ଦୁର୍ଗନ୍ଧରେ ଅତିଷ୍ଟ ହୋଇପଡୁଥିବା
Read More...

ବରିଷ୍ଠ କଂଗ୍ରେସ ନେତା ନିଥନିଏଲ୍‌ ଛତ୍ରିଆଙ୍କ ବିୟୋଗରେ ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କାଉସିଲର ନିଥନିଏଲ୍‌ ଛତ୍ରିଆଙ୍କ ବିୟୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ବିୟୋଗ କଂଗ୍ରେସ ଦଳ ତଥା ଜନ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ହେବା ସହ ମୋର ବ୍ୟକ୍ତିଗତ କ୍ଷତି ହୋଇଛି
Read More...

ଝାରବନ୍ଧ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ମଣ୍ଡଳର ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଜନସମ୍ପର୍କ ଅଭିଯାନ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ବିଷୟରେ ଆଲୋଚନା ହୋଇଥିଲା । ଏହି
Read More...

ବିଜୁ ଜନତା ଦଳରେ ଯୋଗଦେଲେ ପୁଇଁନ୍ତଲା ବ୍ଲକ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଷମା ବେହେରା

ବରଗଡ଼, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକଳାପ ଓ ବିଜୁ ଜନତା ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୁଇଁନ୍ତଲା ବ୍ଲକ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଷମା ବେହେରା ଲୋଇସିଂହା ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ବିଜୁ ଜନତା ଦଳର ରାଜ୍ୟ
Read More...

ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ରଜ ମଉଜ ଆସନ୍ତା ୧୨ ଓ ୧୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ରଜମଉଜର ରଜ ରାଜକୁମାରୀ ସିଜିନ ୨ ଚଳିତ ମାସ ଆସନ୍ତା ୧୨ ଓ ୧୩ ତାରିଖ ଦିନ ସେକ୍ଟର ୨ ସାହାନାଇ ମଣ୍ଡପଠାରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ
Read More...

ବିଭିନ୍ନ ଦାବୀ ନେଇ ଜିଲ୍ଲା ମିଳିତ ଅମଲା ମଞ୍ଚର ଆନ୍ଦୋଳନ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ଜିଲ୍ଲା ମିଳିତ ଅମଲା ମଞ୍ଚର କାର୍ଯ୍ୟରତ ଥିବା ସମସ୍ତ ଅମଲା କର୍ମଚାରୀମାନେ ଗତ ମେ' ୨୨ ତାରିଖ ସୋମବାର ଠାରୁ କଳା ବ୍ୟାଜ ପରିଧାନ କରି କାର୍ଯ୍ୟକରି ଆସୁଛନ୍ତି । ଦରମା ବୃଦ୍ଧିକୁ ନେଇ ପୂର୍ବରୁ ଅନେକ ଥର ରାଜ୍ୟ ସରକାରଙ୍କୁ ଦାବୀ ଜଣାଇଥିଲେ ସୁଦ୍ଧା
Read More...

ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୋଗଦେଲେ ନୂତନ ଅଧ୍ୟକ୍ଷ

ଖପ୍ରାଖୋଲ, (ଅଶୋକ ବାଗ) : ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବଳଭଦ୍ର ଦାଶ ବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି । ସେ ବିଦାୟୀ ଅଧ୍ୟକ୍ଷ ପ୍ରମୋଦ କୁମାର ପାଣିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଦାଶ ନୂତନ ଅଧ୍ୟକ୍ଷ ଭାବେ ଗୁରୁବାର
Read More...

ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଧ୍ୟାପକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦର୍ଶନ ଶାସ୍ତ୍ର ପ୍ରାଧ୍ୟାପକ ଡ. ଘନଶ୍ୟାମ ସ୍ୱାଇଁ ଗତ ମେ' ମାସ ୩୧ ତାରିଖ ଦିନ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ପାଇଁ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭାର
Read More...