Yearly Archives

2022

ବସ୍‌ରେ ନିର୍ମିତ ସ୍ୱତନ୍ତ୍ର ଖୋଲା ପାଠାଗାର ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମୀ ପରିସରରେ ଏକ ବସ୍‌ରେ ନିର୍ମିତ ସ୍ୱତନ୍ତ୍ର ଖୋଲା ପାଠାଗାର ଉଦ୍‌ଘାଟିତ ହୋଇଛି । ଏଥିରେ ୪ ହଜାରରୁ ଅଧିକ ଉପାଦେୟ ଓଡିଆ ତଥା ଇଂରାଜୀ ପୁସ୍ତକ ରହିଛି । ଏହି ବସ୍‌ର ବାହ୍ୟ ଅଂଶକୁ ଓଡ଼ିଶାର ପରମ୍ପରା ଓ ପଶୁପକ୍ଷୀଙ୍କ…
Read More...

ମଧ୍ୟାହ୍ନ ଭୋଜନ ଯୋଜନା : ରାଜସ୍ଥାନର ଅଶୋକ ଗେହଲଟ୍ ସରକାର ଜୁଲାଇ ୧ରୁ ବିଦ୍ୟାଳୟରେ ପିଲାମାନଙ୍କୁ କ୍ଷୀର ଦେବେ

ଜୟପୁର : ରାଜସ୍ଥାନର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଅଶୋକ ଗେହଲଟ୍ ସରକାର ସେମାନଙ୍କୁ ମଧ୍ୟାହ୍ନ ଭୋଜନ ଖାଇବା ସହିତ ଏକ ଗ୍ଲାସ୍ କ୍ଷୀର ପିଇବାକୁ ଦେବେ । ଜୁଲାଇ ୧ ରୁ ଆରମ୍ଭ ହେବାକୁ ଥିବା ଏହି ଯୋଜନା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ…
Read More...

ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନକଲି ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ଆଜି ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୩ ବର୍ଷ ମଧ୍ୟରେ ନିଯୁକ୍ତ ଶିକ୍ଷକଙ୍କ…
Read More...

ୟୁପି ହିଂସା : ନମାଜ ପରେ ଉତ୍ତେଜନାରେ ୩୩୭ ଗିରଫ, ପ୍ରୟାଗରାଜ-ସାହାରନପୁରରେ ସର୍ବାଧିକ ଗିରଫ

ଲକ୍ଷ୍ନୌ : ନିଲମ୍ବିତ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ବିରୋଧରେ ପ୍ରଦର୍ଶନ ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ପୋଲିସ ଏପର୍ଯ୍ୟନ୍ତ ୧୩ଟି ଏଫ୍ଆଇଆର୍ ପଞ୍ଜିକୃତ କରିଛି ଏବଂ ୦୯ ଟି ଜିଲ୍ଲାରେ ହିଂସା ଘଟଣାରେ ୩୩୭ ଅଭିଯୁକ୍ତଙ୍କୁ ଗିରଫ…
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩ ଜଣ ରହିଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୫୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ…
Read More...

ଆଜି ପୁଣିଥରେ ଇଡି ପାଖରେ ହାଜର ହେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଗତକାଲି ସୋମବାର ଦିନ ଇଡି କାର୍ଯ୍ୟାଳୟରେ ପଚରାଉଚରା କରାଯାଇଥିଲା । ଏହି ପଚରାଉଚରା ପ୍ରାୟ ୧୧ ଘଣ୍ଟା ଧରି ଚାଲିଥିଲା । ଆଜି ପୁଣି ଥରେ ଇଡି ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିବ । ରାହୁଲ ଗାନ୍ଧୀଙ୍କ ସମର୍ଥନରେ…
Read More...

ଜାମୁଟବାହାଲରେ ଗାଁର ଗୌରବଙ୍କୁ ସମ୍ବର୍ଦ୍ଧନା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସୀମାନ୍ତ ଜାମୁଟବାହାଲରେ ଗାଁର ଗୌରବମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବଜରଙ୍ଗ ଦଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ସୁଜିତ କୁମାର ସିଂ ସଭାପତିତ୍ୱ କରିଥିଲେ । ଏଥିରେ ଗାଇସିଲାଟ ବ୍ଲକ ବିଡ଼ିଓ ପ୍ରବୀଣ କୁମାର ବନୁଆ…
Read More...

ଜାଂଜଗିର ଘଟଣାରୁ ଶିକ୍ଷା, ଛତିଶଗଡର ସମସ୍ତ ଜିଲ୍ଲାରେ ଖୋଲା ବୋରୱେଲ ଗାତ ବନ୍ଦ ହେଲା

ରାୟପୁର : ଛତିଶଗଡର ଜାଂଜଗିର ଚମ୍ପାରେ ନିରୀହ ରାହୁଲ ସାହୁଙ୍କ ସହ ଯେଉଁ ଘଟଣା ଘଟିଲା, ତାହା ରାଜ୍ୟ ପ୍ରଶାସନର ଆଖି ଖୋଲି ଦେଇଛି । ୧୧ ବର୍ଷର ବାଳକ ରାହୁଲ ସାହୁଙ୍କ ଜାଞ୍ଜଗିର-ଚମ୍ପା ଜିଲ୍ଲାର ପିହିରିଦ ଗ୍ରାମରେ ଏକ ଖୋଲା ବୋରୱେଲରେ ଖସିପଡିଥିବା ଘଟଣାକୁ ଦୃଷ୍ଟିରେ ରଖି ସିଏମ ଭୁପେଶ…
Read More...

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ମତ ବିନିମୟ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ

‘ହର ଘର ଦସ୍ତକ ୨.୦ର ପ୍ରଗତି ଓ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀବିଦ୍ୟାଳୟ ଯାଉଥିବା ପିଲା ଓ ବୟସ୍କଙ୍କ ପ୍ରତିଷେଧକ କୋଭିଡ ଟିକା ପ୍ରଦାନ ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟଗୁଡ଼ିକୁ ପରାମର୍ଶକେତେକ ରାଜ୍ୟରେ କୋଭିଡ ମାମଲା ବଢୁଥିବା ବେଳେ ସାବଧାନତା ଅବଲମ୍ବନ ଓ କୋଭିଡ ମାର୍ଗଦର୍ଶିକା…
Read More...

ପ୍ରେମିକ ସହିତ ମିଶି ସ୍ୱାମୀଙ୍କୁ ହତ୍ୟା କଲା ପତ୍ନୀ

ରେୱା : ଘର ବାହାରେ ଶୋଇଥିବା ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଖବର ସାରା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ରବିବାର ସକାଳେ ତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏହି ଘଟଣା ଭୋପାଲ ପାଖ ସୋହାଗୀ ପୋଲିସ ଷ୍ଟେସନ ଅଞ୍ଚଳର…
Read More...