Yearly Archives

2022

ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଛତ୍ରପୁର ବିଜେପି ପ୍ରତିନିଧି ମଣ୍ଡଳୀ

• ଗୋପାଳପୁର ବନ୍ଦର ମତ୍ସ୍ୟଜୀବୀ ମାନଙ୍କ ପାଇଁ ଆର୍ଯ୍ୟପଲ୍ଲୀ ଠାରେ ଫିସିଙ୍ଗ ହାରବର ନିର୍ମାଣ ହେବ - କେନ୍ଦ୍ରମନ୍ତ୍ରୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦିଲ୍ଲୀ ବାସଭବନକୁ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି, ବିଜେପି ଛତ୍ରପୁର ପ୍ରତିନିଧି ମଣ୍ଡଳୀ…
Read More...

ଅଗ୍ନିପଥକୁ ବିରୋଧ କରି ଭଞ୍ଜନଗର କଂଗ୍ରେସର ଧାରଣା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଚାରିଆଡ଼େ ଅଶାନ୍ତି ଲାଗି ରହିଛି । ବହୁ ସ୍ଥାନରେ ଏହି ନିଯୁକ୍ତିକୁ ପ୍ରତ୍ୟାହାର କରିବାକୁ ନେଇ ଯୁବଗୋଷ୍ଠୀ ମଧ୍ୟରେ ଅସ୍ଥିରତା ଦେଖାଦେଇଛି । ଏହି ଯୋଜନାକୁ ବନ୍ଦ କରିବା ପାଇଁ ବିଭିନ୍ନ ସ୍ଥାନରେ…
Read More...

ଜ୍ଞାନ ପ୍ରକାଶ ତରଫରୁ ଜାତୀୟ ସ୍ତରରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ଜ୍ଞାନ ପ୍ରକାଶ ତରଫରୁ ଜାତୀୟ ସ୍ତରରେ ଗତ ତା୨୬/୦୬/୨୨ ରିଖ ରବିବାର ଦିନ ସକାଳ ୮.୩୦ରୁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଦେଶର ୨୮ଟି ରାଜ୍ୟରେ ବିଭିନ୍ନ ସ୍ଥାନରେ ଶୃଙ୍ଖଳାର ସହିତ କରାଯାଇଥିଲା । ସୁନ୍ଦର ଗଡ଼ରୁ ଏକ ମାତ୍ର ସ୍ଥାନ ଆର୍‌ଇସି…
Read More...

ଜଙ୍ଗଲ ଓ ପରିବେଶ ସୁରକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜଙ୍ଗଲ ଓ ପରିବେଶ ସୁରକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଉଲୁଣ୍ଡା ବ୍ଲକରେ କାର୍ଯ୍ୟକାରୀ ବିଭିନ୍ନ କାର୍ଯ୍ୟର ପରିଦର୍ଶନ କରିବା ସହିତ ବ୍ଲକ…
Read More...

ଶିକ୍ଷକଙ୍କ ନିର୍ଯାତନା ପାଇଁ କୁକୁରମୁଣ୍ଡା ବିଦ୍ୟାଶ୍ରୀ ଆବାସିକ ସ୍କୁଲରୁ ୫ ଜଣ ଛାତ୍ରଙ୍କ ଫେରାର ଉଦ୍ୟମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କୁକୁରମୁଣ୍ଡା ସ୍ଥିତ ବିଦ୍ୟାଶ୍ରୀ ଆବାସିକ ବିଦ୍ୟାଳୟରୁ ୫ ଛାତ୍ର ଫେରାର ମାରିବାକୁ ଉଦ୍ୟମ କରିଛନ୍ତି । ପରେ ସ୍ଥାନୀୟ ଲୋକ ତାଙ୍କୁ ପାଟଣାଗଡ଼ ବରପଦର ବ୍ରିଜ ନିକଟରୁ ଉଦ୍ଧାର କରିଛନ୍ତି । ତେବେ କେଉଁ କାରଣ ପାଇଁ ଛାତ୍ର ମାନେ ସ୍କୁଲରୁ ଫେରାର…
Read More...

କଳାହାଣ୍ଡି ଜିଲ୍ଲାପାଳ ଭାବେ ପି.ଅନ୍ୱେଷା ରେଡ୍ଡୀଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : କଳାହାଣ୍ଡି ଜିଲ୍ଲାପାଳ ଭାବେ ଯୁବା ଆଇ.ଏ.ଏସ୍. ସୁଶ୍ରୀ ପି.ଅନ୍ୱେଷା ରେଡ୍ଡୀ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏଥିପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ-ନିର୍ଦ୍ଦେଶକ ଥିଲେ । ସେ ଜଣେ ଦକ୍ଷ ପ୍ରଶାସକ ଭାବରେ…
Read More...

ବରପାଲି ବ୍ଲକରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ବ୍ଲକ ଅଫିସ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ସମେତ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଆପତ୍ତି ଅଭିଯୋଗ…
Read More...

ଷ୍ଟୁଡେଣ୍ଟସ୍‌ ନୋଡାଲ ହାଇସ୍କୁଲ ସାବୁଳିଆରେ ଆର୍ଟ ଗ୍ୟାଲେରୀ, ପ୍ରାଚୀରପତ୍ର, ସମ୍ବାଦପତ୍ର ପ୍ରକୋଷ୍ଠ ଉନ୍ମୋଚିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସୋମବାର ଦିନ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭୁବନେଶ୍ୱରଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଆଦେଶ ପ୍ରକାରେ ସାବୁଳିଆ ଷ୍ଟୁଡେଣ୍ଟସ୍‌ ନୋଡାଲ ହାଇସ୍କୁଲ ପରିସରରେ ଭିନ୍ନ ଭିନ୍ନ ସ୍ଥାନରେ ଆର୍ଟ ଗ୍ୟାଲେରୀ, ପ୍ରାଚୀର ପତ୍ର ଓ…
Read More...

ଆବାସ ଘର ଖଣ୍ଡିଏ ପାଇବା ପାଇଁ ସାତସପନ ହୋଇପଡିଛି ପୁରନ୍ଦର ଭୁଏଙ୍କ ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ପରିବାର ଲୋକେ । ବର୍ଷ ବର୍ଷ ଧରି ରହୁଛନ୍ତି ଭଙ୍ଗା ଦଦରା ଘରେ । ବର୍ଷା ହେଲେ ଘର ଭିତରେ ଜମୁଛି ପାଣି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିହାପାଲି ପଞ୍ଚାୟତର ପତ୍ରାପାଲି…
Read More...

ଦେଓଗାଁ ବ୍ଲକ ସରପଞ୍ଚ ସଂଘର ତୃତୀୟ ମାସିକ ବୈଠକ : ସରପଞ୍ଚଙ୍କ ପ୍ରସ୍ତାବକୁ ଅଣଦେଖା ଯୋଗୁଁ ଅସନ୍ତୋ‌ଷ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ୧୧ଟା ସମୟରେ ଦେଓଗାଁ ବ୍ଲକ ସରପଞ୍ଚ ସଂଘର ତୃତୀୟ ମାସିକ ବୈଠକ କୁତୁର୍ଲା ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଘର ସଭାପତି ଗୋପାଳ ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିବା ବେଳେ ସଂପାଦକ ଜୋତ୍ସାମୟୀ ରଣା ଗତ ମାସିକ ବୈଠକର…
Read More...