Yearly Archives

2022

ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବ । ଏଥର ବି କୋଭିଡ କଟକଣା ବଳବତ୍ତର ରହିବ । ଏଥିପାଇଁ ଆସନ୍ତା ୨୯ ତାରିଖରୁ ହେବ କୋଭିଡ୍‌ ପରୀକ୍ଷା । ବିଧାୟକ, ବିଧାନସଭା କର୍ମଚାରୀଙ୍କ ସମେତ ସାମ୍ବାଦିକମାନଙ୍କର କୋଭିଡ୍‌ ପରୀକ୍ଷା…
Read More...

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ବିଇଡି ନାମ ଲେଖାରୁ ବଂଚିତ ନ କରିବା ପାଇଁ ଛାତ୍ର କଂଗ୍ରେସର ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ଏ ଅଂଚଳର ଛାତ୍ରମାନେ ଉତ୍ତମ ଶିକ୍ଷା ସାଙ୍ଗକୁ ବିଭିନ୍ନ ବିଭାଗରେ ନାମ ଲେଖେଇ ଅଧ୍ୟୟନ କରିପାରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ସରକାରୀ ଓ ପ୍ରଶାସନିକ ଅପାରଗତା ଯୋଗୁଁ ଏ ବର୍ଷ…
Read More...

କଂଗ୍ରେସ ଦଳରେ ସାମିଲ ହେଲେ ଚୁଡାପାଲି ଓ ତୁଷରାବାହାଲ ସରପଂଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶର ସର୍ବ ପୁରାତନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସର ନୀତି ଓ ଆଦର୍ଶ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଓ ତୁଷୁରାବାହାଲର ସରପଂଚ ଯଥା ଲକ୍ଷ୍ମୀ ନନ୍ଦନ ଓ…
Read More...

ଗ୍ୟାସ୍ ଚୁଲାରୁ ନିଆଁ ଲାଗି ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : କଲାହାଣ୍ଡି ଜିଲ୍ଲା ମଦନପୁରର ରାମପୁର ବ୍ଲକ ଅର୍ନ୍ତଗତ ରାମପୁର ଗାଁରେ ଜଣେ ମହିଳା ନିଜର ରୋଷେଇ ଘରେ ରୋଷେଇ କରୁଥିବା ସମୟରେ କୌଣସି କାରଣ ବସତଃ ଗ୍ୟାସ୍ ସିଲିଣ୍ଡରର ନିଆଁ ଦେହରେ ଲାଗି ୮୦ ପ୍ରତିଶତ ପୋଡି ଯାଇଥିବା ଜଣାପଡ଼ିଛି । ମହିଳାଙ୍କ ନାମ ସୁରଭି…
Read More...

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ “ରକେଟ୍ରି : ଦି ନାମ୍ବି ଇଫେକ୍ଟ”ର ସ୍ୱତନ୍ତ୍ର ସ୍କ୍ରିନିଂ

ନୂଆଦିଲ୍ଲୀ, (ପିଆଇବି) : ଏହି ଚଳଚ୍ଚିତ୍ର ପୂର୍ବତନ ଇସ୍ରୋ ବୈଜ୍ଞାନିକ ତଥା ପଦ୍ମଭୂଷଣ ଶ୍ରୀ ନାମ୍ବି ନାରାୟଣଙ୍କ ଜୀବନୀ ଉପରେ ଆଧାରିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ଶିରିଫୋର୍ଟ ପ୍ରେକ୍ଷାଳୟରେ ରକେଟ୍ରି: ଦି ନାମ୍ବି ଇଫେକ୍ଟ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନ…
Read More...

୨୦୧୮-୧୯ ଏବଂ ୨୦୧୯-୨୦ ବର୍ଷ ପାଇଁ ସର୍ବପ୍ରଥମ ପିଜିଆଇ-ଡି ରିପୋର୍ଟ ପ୍ରକାଶିତ

ଶିକ୍ଷା ମନ୍ତ୍ରଣାଳୟ ୨୦୧୮ – ୧୯ ଏବଂ ୨୦୧୯ – ୨୦ ବର୍ଷ ପାଇଁ ସର୍ବପ୍ରଥମ ଜିଲ୍ଲା ମାନଙ୍କର ପ୍ରଦର୍ଶନ ମାନକ ସୂଚକାଙ୍କ (ପିଜିଆଇ-ଡି) ଉପରେ ରିପୋର୍ଟ ପ୍ରକାଶ କରିଛନ୍ତିପିଜିଆଇ-ଡି ରିପୋର୍ଟ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ଗୁଡିକର ୨୦୧୮ – ୧୯ ନିମନ୍ତେ ୭୨୫ଟି ଜିଲ୍ଲା ଏବଂ ୨୦୧୯-…
Read More...

କୃଷି ମନ୍ତ୍ରଣାଳୟ ଓ ଆଇସିଆରଆଇଏସଏଟିର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା

ତାଳଚେର ବଲଣ୍ଡା ଅଂଚଳରେ ପତିତ ଜମିକୁ ଚାଷ ଉପଯୋଗୀ କରାଯିବ- ଧର୍ମେନ୍ଦ୍ର ପ୍ରଧାନ• ବୈଜ୍ଞାନିକ ପ୍ରଣାଳିରେ ଚାଷ କାର୍ୟ୍ୟ କରିବା ଉପରେ ଗୁରୁତ୍ୱାରୋପ• କୃଷି ଉତ୍ପାଦକ ସଂଗଠନ ମାଧ୍ୟମରେ ଚାଷୀ ମାନଙ୍କୁ କୁଶଳୀ କରାଯିବ ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ପତିତ ଜମିର ପୁନରୁଦ୍ଧାର କରି…
Read More...

ବାଣିଜ୍ୟିକ ଖନନ ପାଇଁ କୋଇଲା ଖଣିର ନିଲାମୀ ନିମନ୍ତେ କୋଇଲା ମନ୍ତ୍ରଣାଳୟକୁ ମିଳିଲା ୩୮ଟି ବିଡ୍

୨୮ ଜୁନ, ୨୦୨୨ରେ ଖୋଲାଯିବ ଅନଲାଇନ୍ ବିଡ୍କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) ଆଇନ, ୨୦୧୫ ଅଧୀନରେ ପଞ୍ଚଦଶ ପର୍ୟ୍ୟାୟ ନିଲାମୀଖଣି ଓ ଖଣିଜ ସମ୍ପଦ (ବିକାଶ ଓ ନିୟନ୍ତ୍ରଣ) ଆଇନ, ୧୯୫୭ ଅଧୀନରେ ପଞ୍ଚମ ପର୍ୟ୍ୟାୟ ନିଲାମୀ ଏବଂ କୋଇଲା ଖଣି (ସ୍ୱତନ୍ତ୍ର ବ୍ୟବସ୍ଥା) ଆଇନ, ୨୦୧୫ ଅଧୀନରେ…
Read More...

ମୁରିବାହାଲ ସ୍କୁଲରେ ମିଡ ଡେ ମିଲ୍ ଖାଇଲେ ଜିଲ୍ଲାପାଳ ଓ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଓ ଏସ୍‌ପି ନିତିନ କୁଶଲକର ଜିଲ୍ଲାର ମୁରିବାହାଲ ବ୍ଲକର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଥିବା ବେଳେ ମୁରିବାହାଲ ସ୍ଥିତ ଏକ ସ୍କୁଲରେ ମିଡ ଡେ ମିଲ୍ ଖାଇଛନ୍ତି । ତେବେ ଜିଲ୍ଲାପାଳ ଶ୍ରୀ ରାଣା ଓ ଏସ୍‌ପି ନିତିନ…
Read More...

ସୁନାସାଜର ଅଷ୍ଟମ ବାର୍ଷିକ ଉତ୍ସବ ଓ ସ୍ମରଣିକା ଉନ୍ମୋଚନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସଂଗଠନ ସୁରଭୀ ନାଟକ ସାହିତ୍ୟ ଜଗତ ତଥା "ସୁନାସାଜ"ର ଅଷ୍ଟମ ବାର୍ଷିକ ଉତ୍ସବ ଛତ୍ରପୁର ଗୌରୀଶଙ୍କର କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସୁନାସାଜର ସଭାପତି ବିଶିଷ୍ଟ ସାହିତ୍ୟିକ/ଗବେଷକ ବରେଣ୍ୟ କବି ଭାନୁହଂସ…
Read More...