Yearly Archives

2022

୬୮୦ ବୋତଲ କୋରେକ୍ସ ଜବତ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଢିବାରେ ଲାଗିଛି ବଲାଙ୍ଗିର ସହରରେ ନିଶା କାରବାର କଫ୍‌ ସିରଫ୍‌ ବେପାର । ପୋଲିସ ପକ୍ଷରୁ ତନାଘନା କାର୍ଯ୍ୟାନୁଷ୍ଠାନ ଜାରି ରହିଥିଲେ ମଧ୍ୟ ନିଶା କାରବାର ଥମିବାର ନାଁ ନେଉ ନାହିଁ । ଆଜି ଦୁଇଜଣ ବେଆଇନ୍‌ କଫ୍‌ ସିରଫ ବେପାରୀଙ୍କୁ କାବୁ କରିଛି…
Read More...

ଜୁନ୍‌ରେ ୬୭.୫୯ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ

ଜୁନ୍ ୨୦୨୨ରେ କୋଇଲା ଉତ୍ପାଦନରେ ୩୨.୫୭ ପ୍ରତିଶତ ବୃଦ୍ଧି ୭୫.୪୬ ମିଲିୟନ୍ ଟନ୍ କୋଇଲା ପଠାଯାଇଛିକୋଇଲା ଅଧାରିତ ବିଦ୍ୟୁତ୍ ଉତ୍ପାଦନରେ ଜୁନ୍ ମାସରେ ୨୬.୫୮ ପ୍ରତିଶତ ବୃଦ୍ଧି ନୂଆଦିଲ୍ଲୀ, (ପିଆଇବି) : ଭାରତର କୋଇଲା ଉତ୍ପାଦନ ଜୁନ୍ ୨୦୨୧ରେ ୫୦.୯୮ ମିଲିୟନ୍ ଟନ୍ (ଏମ୍ଟି) ଥିବା ବେଳେ…
Read More...

ବାଙ୍କିପାଲି ହାଇସ୍କୁଲରେ ବନ ମହୋତ୍ସବ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବାଙ୍କିପାଲି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ…
Read More...

ବୌଦ୍ଧଠାରେ ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ-୨୦୨୨ ପାଳିତ

ବୌଦ୍ଧ, (ମମତା ମହାକୁର) : ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଯଥା- ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଦୁଇଟି ବର୍ଗରେ (କନିଷ୍ଠ /ବରିଷ୍ଠ) ସ୍ଥାନୀୟ ଟାଉନ ହଲ୍‌ଠାରେ ଅନୁଷ୍ଠିତ…
Read More...

ବିଶ୍ଵ ଜନସଂଖ୍ୟା ସଚେତନତା ରଥ ଉଦ୍‌ଘାଟିତ

ପାଟଣା : ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ବିଶ୍ୱ ଜନସଂଖ୍ୟା ସଚେତନତା ରଥ ବ୍ଲକ ଅଞ୍ଚଳ ପରିକ୍ରମା ଆରମ୍ଭ କରିଛି । ଆଜି ଏହି ରଥକୁ ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷ ଡ. ଶୁଭେନ୍ଦୁ ସାଗର କୁମାର ନାଏକ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼. ଭାଗ୍ୟଶ୍ରୀ ପରିଡ଼ା ପତାକା ହଲାଇ ଉଦ୍‌ଘାଟନ…
Read More...

ଦୁଇ ପୃଥକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର

ବୌଦ୍ଧ, (ମମତା ମହାକୁର) : ଦୁଇ ପୃଥକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ଅପରାହ୍ନ ସମୟରେ ବାଇକ ଓ ମାରୁତି ଓମିନି ମଧ୍ୟରେ (ଓଡି ୦୩ଡି ୮୫୮୬) ମୁହାଁମୁହିଁ ଧକ୍କା ହୋଇ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣକ…
Read More...

ମରୁଆଁ ଗାଁରେ ନବବଧୁଙ୍କ ସନ୍ଦେହ ଜନକ ମୃତ୍ୟୁ

ଯୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଗ୍ରାମର ନରେନ୍ଦ୍ର ବନଗୁଲାଙ୍କ ସ୍ତ୍ରୀ ବିଳାସିନୀ ବନଗୁଲାଙ୍କ ସନ୍ଦେହ ଜନକ ମୃତଦେହ ଶାଶୁ ଘରୁ ଉଦ୍ଧାର ହୋଇଥିବା ଜଣାପଡିଛି ।…
Read More...

ଲୁଇସିଂ ଓ କ୍ରାଣ୍ଡିବାଲି ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଂଚାୟତ ମୁଖ୍ୟାଳୟଠାରେ ଥିବା ପଂଚାୟତ ଉଚ୍ଚବିଦ୍ୟାଳୟ ପରିସରରେ ଗୋଛାପଡ଼ା ଫରେଷ୍ଟ ସେକ୍‌ସନ୍‌ ଓ ବାଳନ୍ଦାପଡ଼ା ଫରେଷ୍ଟ ସେକ୍‌ସନ୍‌ର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଳନ୍ଦାପଡ଼ା…
Read More...

ଆସ ରାନ୍ଧିବା ଦହି ପୋଟଳ

ସବୁ ବେଳେ ନୂଆ ନୂଆ ଜିନିଷ ରାନ୍ଧିବା ପାଇଁ ସମସ୍ତ ମହିଳାମାନଙ୍କ ଭିତରେ ଆଗ୍ରହ ଥାଏ । ନୂଆ ତରକାରୀଟିଏ ରାନ୍ଧି ଦେଇ ପାରିଲେ ପରସିବାକୁ ଯେତିକି ମଜା ତାଟିଆ ଚାଟି ଚାଟି ଖାଇଲେ ସେତିକି ମଜା । ଏହି କ୍ରମରେ ଆସନ୍ତୁ ଆଜି ରୋଷେଇ କରିବା ଦହି ପୋଟଳ । ଆବଶ୍ୟକ ସାମଗ୍ରୀ ;ଏହି ଦହି ପୋଟଳ…
Read More...

ହାତୀ ଉପଦ୍ରବ : ଘର ଭାଙ୍ଗି ଖାଇଗଲେ ଭାତ, ଅଳ୍ପକେ ବର୍ତ୍ତିଲେ ବାପ-ପୁଅ

ତେଲକୋଇ : ଖାଦ୍ୟ ଅନ୍ଵେଷଣରେ ଗାଁ ମୁହାଁ ହାତୀପଲ । ଭୋକ ବିକଳରେ ଘର ଭାଙ୍ଗି ଖାଇଗଲେ ଭାତ । ତେଲକୋଇ ରେଞ୍ଜରେ ଦୀର୍ଘ ଦିନ ହେବ ହାତୀପଲଙ୍କ ଉପଦ୍ରବ ଥମିବାର ନାଁ ଧରୁନି । କେତେବେଳେ ଘର ଭାଙ୍ଗୁଛନ୍ତି ତ ଆଉ କେତେବେଳେ ଲୋକଙ୍କ ଜୀବନ ନେବା ସହ ଆକ୍ରମଣ ମଧ୍ୟ କରୁଛନ୍ତି । ଗତକାଲି ବିଳମ୍ବିତ…
Read More...