ବର୍ଷା…ଏକ ସ୍କେଚ କବିତା
ରତ୍ନମୟ ତ୍ରିପାଠୀ
ତା' ଓଦା ପଣତରୁଝରୁଥିଲା ବାସଲ୍ୟର ଝରରୋଗୀଣା ଛୁଆର ମୁହଁରେଆହାର ଦେବାପାଇଁଶୁଖି ସାରିଥିଲା ଅମୃତର ଧାର ।
କାଳ ବୈଶାଖୀରେଉଡି ଯାଇଥିବା ଫାଳେ ଛପରସଜା ହୋଇ ପାରିନିପ୍ରଶାସନର ସହାୟତା ପ୍ରତିଶୃତିଏଯାଏ ମିଳିନି ।
ଅଧିକ ରୋଜଗାର ପାଇଁଦଲାଲ ସାଥେ ଯାଇଥିବା ମଣିଷଆଉ!-->!-->!-->!-->!-->!-->!-->…
Read More...
Read More...