Yearly Archives

2022

ପଲିଥିନ ନିଷିଦ୍ଧ ପରେ ଚଢାଉ କଲା ଏନଏସି

ଆଠଗଡ : ପଲିଥିନ ନିଷିଦ୍ଧ ପରେ ଏନଏସି ଚଢାଉ କରିଥିବା ଜଣାପଡିଛି । ପରିବେଶ ପାଇଁ ବହୁଳ ଭାବେ ବିପଦ ସାଜି ଥିବା ଏକକ ବ୍ୟବହାର ଯୋଗ୍ୟ ପଲିଥିନକୁ କେନ୍ଦ୍ର ସରକାର ନିଷିଦ୍ଧ କରିଥିବା ବେଳେ ବ୍ୟବସାୟୀମାନେ କିନ୍ତୁ କଟକଣାକୁ ଅମାନ୍ୟ କରି ପଲିଥିନର ବ୍ୟାପକ ବ୍ୟବହାର କରୁଥିବାରୁ ଆଠଗଡ ଏନଏସି…
Read More...

ବାଲିଯୋରୀ ବିଦ୍ୟାଳୟରେ ବନମହୋତ୍ସବ ପାଳିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସାଗୋରା ପଂଚାୟତ ଅନ୍ତର୍ଗତ ବାଲିଯୋରୀ (ୟୁ.ଜି.ଏମ.ଇ) ବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦ୍ଧବ ମହାଲିକଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରି ମହୋତ୍ସବ ପାଳନ…
Read More...

ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପିଏମ ମୋଦୀ ଦ୍ରୌପଦୀ ମୁର୍ମୁଙ୍କୁ ବାସଭବନରେ ପହଞ୍ଚି ତାଙ୍କୁ ଭେଟି ବିଜୟର ଶୁଭେଚ୍ଛା ଜଣାଇଥିଲେ ।…
Read More...

କଳାହାଣ୍ଡି କୃଷି ମହାବିଦ୍ୟାଳୟ ଯୁବ ପ୍ରେରଣା କର୍ମଶାଳା

ଭବାନୀପାଟଣା : କଳାହାଣ୍ଡି କୃଷି ମହାବିଦ୍ୟାଳୟରେ ଯୁବ ପ୍ରେରଣା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ଅନୁଷ୍ଠାନର ଡିନ ସପନ କୁମାର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ପ୍ରଫେସର ଏଲ କେ ଦାସ ସ୍ଵାଗତ ଭାଷଣ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ ମାର୍ଗରେ…
Read More...

ପୂର୍ବତନ ନୌସେନା ଅଧିକାରୀଙ୍କ ଦେହାନ୍ତ

ସମ୍ବଲପୁର : ସମ୍ବଲପୁର ମାଝିପାଲି ନିବାସୀ ପୂର୍ବତନ ନୌସେନା ଅଧିକାରୀ ବିଜୟ ପଟେଲ(୭୦)ଙ୍କର ଦେହାନ୍ତ ହୋଇଯାଇଥିବା ଜଣାପଡିଛି । ନୂଆପଡା ଜିଲ୍ଲାର ରାଜଖରିଆର ମୂଳ ନିବାସୀ ସ୍ୱର୍ଗତ ପଟେଲ ଭାରତୀୟ ନୌସେନାରୁ କ୍ୟାପଟେନ୍‌ ରୂପେ ଅବସର ଗ୍ରହଣ କରିବା ପରେ ସମ୍ବଲପୁରର ମାଝିପାଲିଠାରେ ରହି…
Read More...

ସ୍ୱର୍ଗତ ସୋମନାଥ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା

ପ୍ରଫେସର ଡ. ସୋମନାଥ ମିଶ୍ର ଥିଲେ ନିଷ୍ଠାବାନ ପ୍ରଶାସକ, ଦେଶ ଭକ୍ତ ଯୋଦ୍ଧା ଓ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ରାଉରକେଲା, (ସସ୍‌ସ୍ମିତା ପ୍ରଧାନ) : ପ୍ରଫେସର ଡ. ସୋମନାଥ ମିଶ୍ର ଥିଲେ ଜଣେ ଶିକ୍ଷାବିତ୍, ବୈଜ୍ଞାନିକ, ଜ୍ଞାନଯୋଗୀ, କର୍ମଯୋଗୀ, ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ସମର୍ପିତ…
Read More...

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ, ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପ୍ରକାଶ ପାଇବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ । ସକାଳ ୯ଟାରେ ପ୍ରଥମେ ଦ୍ୱାଦଶ ଓ ଅପରାହ୍ନ ୨ଟାରେ ଦଶମ ଫଳ ବାହାରିବ । ଏନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଛାତ୍ରଛାତ୍ରୀମାନଙ୍କ ପାଇଁ…
Read More...

ପାକିସ୍ତାନରେ ଔଷଧର ଅଭାବ, ଏବେ ବି ସ୍ଥିତି ବେହାଲ୍‌

ଇସ୍‌ଲାମାବାଦ : ପାକିସ୍ତାନରେ ଇମ୍ରାନ ଖାନଙ୍କ ସରକାରର ପତନ ଏବଂ ଶାହବାଜ ସରିଫଙ୍କ ଶାସନ ପ୍ରାପ୍ତ ପରେ ମଧ୍ୟ ଦେଶର ସ୍ଥିତିରେ କୌଣସି ଉନ୍ନତି ହୋଇନାହିଁ । ଦୈନନ୍ଦିନ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ପରେ ଦେଶର ଅନେକ ସହରରେ ଔଷଧର ଅଭାବ ଦେଖାଦେଇଛି । ଯେଉଁଥିପାଇଁ ଦେଶରେ ଆତ୍ମହତ୍ୟା ହାର…
Read More...

ବଢୁଛି କରୋନା ସଂକ୍ରମଣ : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୭୮ ନୂଆ ଆକ୍ରାନ୍ତ ଚିହ୍ନଟ, ବଲାଙ୍ଗିର ଜିଲ୍ଲାରୁ ୧୧

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଢୁଛି କରୋନା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୧୭୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୪୬ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୯୩ ରହିଥିବା ବେଳେ ନୂଆ…
Read More...

ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ କଂସର ଗ୍ରାମ ପଞ୍ଚାୟତର କଂସର ଗ୍ରାମରେ ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ କଂସର ଗ୍ରାମ ପଞ୍ଚାୟତ ସରପଞ୍ଚ ଆନନ୍ଦ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ…
Read More...