ଡେଲାଙ୍ଗରେ ଝୁଲଣ ପର୍ବ ଅନୁଷ୍ଠିତ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବିଭିନ୍ନ ମଠ ମନ୍ଦିରରେ ଝୁଲଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମହାନ ଉତ୍କଳୀୟ ପରମ୍ପରାର ଏକ ଅଭିନ୍ନ ଅଙ୍ଗ ଝୁଲଣ ପର୍ବ । ଲୀଳାମୟ ପ୍ରଭୁ କୁଞ୍ଜବିହାରୀ ରାଧାକାନ୍ତ/ରାଧାମୋହନ ରାଇଦାମୋଦର ରାଧା ଗୋବିନ୍ଦ ଝୁଲନ୍ତା!-->…
Read More...
Read More...