Yearly Archives

2022

୭ଫୁଟ୍‌ ଲମ୍ବର ଢମଣା ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଲପଡାର ପରିକ୍ଷୀତ ମେହେରଙ୍କ ଘର ଭିତରୁ ଉଦ୍ଧାର ହେଲା ଏକ ୭ଫୁଟ୍‌ ଲମ୍ବର ଢମଣା ସାପ । ଏହି ସାପଟି ନିକଟସ୍ଥ ବୁଦାମୂଳରୁ ପରିକ୍ଷୀତଙ୍କ ଘର ଭିତରକୁ ଚାଲିଆସିଥିଲା । ପରିବାରର ଜଣେ ସଦସ୍ୟ ସାପଟିକୁ ଦେଖିବାକୁ ପାଇଥିଲେ । ଏତେ ବଡ ସାପଟି ଦେଖି
Read More...

ମରଣଯନ୍ତା ପାଲଟିଛି ପାଇକମାଲ ମୁଖ୍ୟଛକ ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ବିଜୁ ଏକ୍ସପ୍ରେସ ୱେ ରାସ୍ତାରୁ ଝାରବନ୍ଧ ପଟକୁ ସଂଯୋଗ କରିଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ସୂଚନା ଅନୁସାରେ ପାଇକମାଲ ମୁଖ୍ୟଛକ ଝାରବନ୍ଧ ପଟକୁ ଯାଉଥିବା ରାସ୍ତାରେ ଖାଲ ସୃଷ୍ଟି ହୋଇ ବର୍ଷା ପାଣି ଜମି ରହିଛି
Read More...

ଦଶମ ଶ୍ରେଣୀ ସମେଟିଭ୍‌ ପରୀକ୍ଷା ଫର୍ମ ପୂରଣ ପାଇଁ ଫିସ୍‌ ଆଦାୟକୁ ଏଆଇଡିଏସ୍‌ଓର ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଏଆଇଡିଏସ୍‌ଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ସଭାପତି ରାଜେନ୍ଦ୍ର ରଣାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଜରିଆରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିରେ ଚଳିତ ବର୍ଷ ଦଶମ ଶ୍ରେଣୀ ସମେଟିଭ୍‌ ପରୀକ୍ଷା
Read More...

ପରଲୋକରେ କଂସ ଅଭିନେତା ଦେବେନ୍ଦ୍ର ବିଶ୍ୱାଳ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ପୂର୍ବରୁ କଂସ ଭୂମିକାରେ ଅଭିନୟ କରିଥିବା ବରଗଡ ଜିଲ୍ଲାର ଅତାବିରା ବ୍ଲକ ହିର୍ଲିପାଲି ଗାଁର ବରିଷ୍ଠ କଳାକାର ଦେବେନ୍ଦ୍ର ବିଶ୍ୱାଳଙ୍କ ପରଲୋକ ହୋଇଯାଇଛି । ଆଜି ବୁଧବାର ଦିନ ଭୋର ସମୟରେ ୭୦ ବର୍ଷ ବୟସରେ ତାଙ୍କର
Read More...

ଖଲିପଥରରୁ ମଣ୍ଡୋଦର୍ହ ରାସ୍ତା ଅବସ୍ଥା ଶୋଚନୀୟ : ମରାମତି ଦାବୀ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଖଲିପଥର-ମଣ୍ଡୋଦର୍ହ ସହ ପୂର୍ତ୍ତ ବିଭାଗ ରାସ୍ତା ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଏହାର ପ୍ରତିକାର ଦିଗରେ ବିଭାଗୀୟ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉ ନଥିବା ବିଷୟ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।
Read More...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ବୁଡାବାହାଲ ଗ୍ରାମରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ଲୋଇସିଂହା ବ୍ଲକର ରେଙ୍ଗାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ବୁଡାବାହାଲ ଗ୍ରାମଠାରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ
Read More...

ଆଦର୍ଶ ପାଠାଗାର ତରଫରୁ ବିଭିନ୍ନ ପ୍ରତିଯୋଗିତା ଆସନ୍ତା ୧୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ତଥା ପୁରାତନ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଆସନ୍ତା ନଭେମ୍ବର ମାସ ୨୩ ତାରିଖ ଦିନ ସଂଧ୍ୟା ୬ଘଟିକା ସମୟରେ ଆଦର୍ଶ ସାହିତ୍ୟ ଘରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ କରାଯିବ । ଏହି ଅବସରରେ ଉତ୍କଳମଣିଙ୍କ
Read More...

ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳନ କରାଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷିନୀ ସେଠୀ ଛାତ୍ରମାନଙ୍କୁ ହିନ୍ଦୀ ଭାଷାର ମହତ୍ତ୍ଵ ବିଷୟରେ କହିଥିଲେ । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଅମିତ
Read More...

ମା’ ଶାରଳା ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଆସନ୍ତା ୧୭ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଲୋଇସିଂହା ଢୋଲମହୁଲ ସ୍ଥିତ ମା' ଶାରଳା ଶକ୍ତିପୀଠରେ ସୂଚାରୁ ରୂପେ ଷୋଡଶ ପୂଜା ହେବାକୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଶ୍ରଦ୍ଧାଳୁ ମାନେ ୧୬ ଦିନ, ୯ ଦିନ ଓ ୩ ଦିନ
Read More...

ସେପ୍ଟେମ୍ବର ୧୯ ତାରିଖରେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବେନ୍ଦେର ଗ୍ରାମରେ ଅନୁଷ୍ଠିତ ହେବ ପଞ୍ଚାୟତ ଲୋକ ସେବା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ୧୯ ତାରିଖ ପୂର୍ବାହ୍ନ ୮ ଘଟିକାଠାରୁ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବେନ୍ଦେର ଗ୍ରାମଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଞ୍ଚାୟତ ଲୋକ ସେବା ଶିବିର ଅନୁଷ୍ଠିତ ହେବ । ଏହି ପଞ୍ଚାୟତ ଲୋକ ସେବା ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ
Read More...