Yearly Archives

2022

ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଲରିକେତା ଘାଟିରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଟ୍ରାକ୍ଟର । ତେବେ ସୌଭାଗ୍ୟ ବଶତଃ ଡ୍ରାଇଭର ଜଣଙ୍କ ବର୍ତ୍ତି ଯାଇଛନ୍ତି । ସୂଚନା ଯୋଗ୍ୟ ଯେ, ଦୃତ ଗତିରେ
Read More...

ଲୋଭର କରୁଣ ପରିଣତି : ଠକେଇରେ ବୁଡିଲା ୧୦ ଲକ୍ଷ ଟଙ୍କା, ଆତ୍ମହତ୍ୟା କଲେ ଯୁବକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଇ ତିନି ଗୁଣ ଅର୍ଥ ପାଇବା ଆଶାରେ ସେଆର୍ ମାର୍କେଟରେ ଅର୍ଥ ଲଗାଇଥିଲେ । ଦୁଇ ଗୁଣ ଅର୍ଥ ଆସିବା ବଦଳରେ ଆସିଲା ଏକ ଜାଲି ଚେକ । ଏକା ଥରକୁ ଦଶ ଲକ୍ଷ ଟଙ୍କା ଠକେଇର ହେଲେ ଶିକାର । ଅର୍ଥ ସମୁଳ ବୁଡି ଯିବା ଜାଣିବା ପରେ କୌଣସି ବାଟ ନପାଇ ଆତ୍ମହତ୍ୟା ଭଳି
Read More...

କୋକଡୁଙ୍ଗରିଠାରେ ପଞ୍ଚସଖା ସତ୍‌ସଙ୍ଗ କମିଟିର ନୂତନ କର୍ମକର୍ତ୍ତା ଚୟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡା ନିକଟସ୍ଥ କୋକଡୁଙ୍ଗରିଠାରେ ପଞ୍ଚସଖା ସତ୍‌ସଙ୍ଗ କମିଟିର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ସହ ଗିରିଗୋବର୍ଦ୍ଧନ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ମନ୍ଦିର ସୁରକ୍ଷା ଦାବୀରେ ୩ ଜଣ ଆରଟିଆଇ କର୍ମୀଙ୍କ ଧାରଣା, ତହସିଲଦାରଙ୍କ ବୁଝାସୁଝା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗରପଡା ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ୩ ଜଣ ଆରଟିଆଇ କର୍ମୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଦେବୋତ୍ତର ବିଭାଗ ଦାୟିତ୍ୱରେ ଥିବା ସହରର ମା’ ସମଲେଇଶ୍ୱରୀ ମନ୍ଦିର, ମା’ ପାଟଣେଶ୍ୱରୀ ମନ୍ଦିର ଓ ଗୋପାଲଜୀ ମନ୍ଦିରକୁ ନେଇ
Read More...

ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ଆସନ୍ତା ଜାନୁୟାରୀ ୨୬ରେ ବଲାଙ୍ଗିର ସୋନପୁର ରେଳ ଚଳାଚଳ ଆରମ୍ଭ ହେଉ : ଅଭିଭାବକ ମଂଚ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
Read More...

କାର ସହ ୧୨୦ କେଜି ଗଞ୍ଜେଇ ଜବତ : ଅଭିଯୁକ୍ତ ଫେରାର

ବୌଦ୍ଧ, (କେପିଏନ୍‌ଏସ୍‌) : ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ବୌଦ୍ଧ ପୁଲିସ ଟାଉନର ପୁରୁଣା ଆଇଟିଆଇ ଠାରେ ଜଗି ରହିଥିଲା । ଏହି ସମୟରେ ଏକ ଧଳା ରଙ୍ଗର କାର ଯାଉଥିବା ବେଳେ ସନ୍ଧେହରେ ପୁଲିସ ତାହା ଅଟକାଇଥିଲେ । କିନ୍ତୁ ଗାଡିର ଚାଳକ ଗାଡିକୁ ଛାଡି ଫେରାର ହୋଇଯାଇଥିବା ପୁଲିସ
Read More...

ଏକ ଦିବସୀୟ କର୍ମଶାଳା ଓ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅଧିନସ୍ଥ ବ୍ଲକ ସଭାଗୃହଠାରେ ଆଇ.ଟି.ସି. ମିଶନ ସୁନେହରା କଲ୍ ପ୍ରକଳ୍ପ ଏବଂ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇ.ଟି.ଡ଼ି.ଏ.) ମିଶନ ଜୀବିକାର ମିଳିତ ଆନୁକୂଲ୍ୟରେ ସ୍ବେଛାସେବୀ ସଂଗଠନ ମାନବ ଅଧିକାରୀ ସେବା ସମିତି (ମାସ୍)
Read More...

ନୂତନ ପୋଷାକ ବିତରଣ ଉତ୍ସବ

ଚୌଦ୍ୱାର : ସ୍ଥାନୀୟ କଳିଙ୍ଗ ନୋଡାଲ ବିଦ୍ୟାପୀଠରେ ଛାତ୍ରଛାତ୍ରୀମାନଙ୍କୁ ନୂତନ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର କଟକ ବିଧାୟକ ସୌଭିକ୍‌ ବିଶ୍ୱାଳ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନୂତନ ପୋଷାକ ବିତରଣ କରିଥିଲେ । ପ୍ରଧାନ
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ପ୍ରଶିକ୍ଷଣ ଶିବିର ଉଦଘାଟିତ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ନିୟୁ କନ୍ଫେରେନସ୍ ହଲ ଠାରେ ୨ ଦିନିଆ ସ୍ବେଛାସେବୀ ପ୍ରଶିକ୍ଷଣ ଶିବିର ସହ ସବୁଜ କ୍ୟାମ୍ପସ ଅଭିଯାନ ଉଦଘାଟିତ ହୋଇଯାଇଛି । କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ
Read More...

କର୍‌ଡିରୁ ଶହେ ପ୍ରକାରର ବ୍ୟଞ୍ଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖାଲି ପଶ୍ଚିମ ଓଡ଼ିଶା ନୁହେଁ ଦେଶ ବିଦେଶରେ ବି କର୍‌ଡିର ଅନେକ ଚାହିଦା ରହିଛି । କର୍‌ଡିରେ ପ୍ରସ୍ତୁତ ବ୍ୟଞ୍ଜନ ହେଲେ ଭାତ ଆପେ ଆପେ ପେଟକୁ ଚାଲିଯାଏ । କର୍‌ଡି ଲେଥା ହେଉକି କର୍‌ଡି ପିଠା । ଏମିତି ହାତ ଗଣତି ବ୍ୟଞ୍ଜନ ଜାଣିଥିବେ ଲୋକେ । କିନ୍ତୁ ଏହି
Read More...