Yearly Archives

2022

ପାରିବାରିକ କଳହରୁ ଆତ୍ମହତ୍ୟା : ଝୁଲିପଡ଼ିଲେ ସ୍ୱାମୀ

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରିଡାମାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମଙ୍ଗଳବାର ବିଳମ୍ବିତ ରାତିରେ ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବକ ଆତ୍ମହତ୍ୟା କରିଥିବାର ଜଣାଯାଇଛି । ଆତ୍ମହତ୍ୟା କରିଥିବା ଯୁବକ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବମ୍ପା
Read More...

ପତଞ୍ଜଳି ତରଫରୁ ବୌଦ୍ଧ ଜିଲ୍ଲାରେ ଖୋଲିବ ୧୧୦ ଯୋଗକେନ୍ଦ୍ର

ବୌଦ୍ଧ, (ବଂଶୀଧର ମାଝୀ) : ସମଗ୍ର ବିଶ୍ୱରେ ଯୋଗର ପ୍ରଚାର ପ୍ରସାର କରି ନିରୋଗୀ ଏବଂ ସୁସ୍ଥ ଜୀବନ ଯାପନ କରିବା ପାଇଁ ଯୋଗଗୁରୁ ସ୍ୱାମୀ ରାମଦେବ ସଂକଳ୍ପ ନେଇଛନ୍ତି । ସମ୍ବଲପୁରଠାରେ ଅନୁଷ୍ଠିତ ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକରେ ବୌଦ୍ଧ ଜିଲ୍ଲାର ପ୍ରତିନିଧି ମାନେ ଯୋଗଦାନ କରିଥିଲେ ।
Read More...

ଖଟଖଟିଆ ସ୍କୁଲର ପ୍ରୋଜେକ୍ଟ ଦିଲ୍ଲୀ ବିଜ୍ଞାନ ଭବନରେ ପ୍ରଦର୍ଶିତ ହେବ

କଣ୍ଟାମାଲ, (ମମତା ମହାକୁର) : ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ସହଯୋଗରେ ମାଲଟିଏଜ ହାଇଟେକ ୱାଟର ବେସିନ ରାଜ୍ୟସ୍ତରରୁ ଜାତୀୟ ସ୍ତରକୁ ମୋନନୀତ ହୋଇଯାଇଛି । ଏଥିରେ ଛାତ୍ରୀ ସ୍ୱରୂପା ପଲିଆ ଓ ଗାଇଡ଼ ଶିକ୍ଷକ
Read More...

ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର : ଶ୍ରୀମନ୍ଦିରରେ ୪ଘଣ୍ଟା ଦର୍ଶନ ବନ୍ଦ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଶ୍ୱନ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ବୁଧବାର ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର (ବନକଲାଗି) କରାଯିବ । ଏଥିପାଇଁ ଅପରାହ୍ନ ୫ରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମନ୍ଦିର ପ୍ରଶାସନ ପକ୍ଷରୁ ଏ
Read More...

ନାଗାବଳୀ ନଦୀରେ ବୁଡ଼ି ଶିଶୁ ମୃତ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ପଞ୍ଚାୟତ ଅଧିନସ୍ଥ କୃଷ୍ଣପାତ୍ରଗୁଡା ଗାଁର ବୀରେନ୍ଦ୍ର ନିସିକାଙ୍କ ଏକ ମାତ୍ର ପାଞ୍ଚ ବର୍ଷର ପୁଅ ଧର୍ମେଶ୍ ନିସିକା ତାଙ୍କ ଦୁଇ ସାଙ୍ଗ ସହିତ ମଙ୍ଗଳ ବାର ଦିନ ମଧ୍ୟାହ୍ନ ସାଢ଼େ ତିନିଟା ସମୟରେ ନାଗାବଳୀ ନଦୀକୁ
Read More...

ଦିନ ଦ୍ୱିପହରେ ଚୋରି ଅଭିଯୋଗ

ମୁଖୀଗୁଡା : ରଣମାଲ ଗ୍ରାମରେ ଦିନ ଦ୍ୱିପହରେ ଚୋରି ଅଭିଯୋଗ । ଗତକାଲି ମଙ୍ଗଳବାର ଦିନ ପ୍ରାୟ ସାଢ଼େ ୧୦ଟାରେ କ୍ଷେତ ପାଖରୁ ବାଇକ ଚୋରି ନେଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ ଜୟପାଟଣା ଥାନା ରଣମାଲ ଗ୍ରାମର ସୁନିଲ ଦୁର୍ଗା ଗତକାଲି ଦିନ ୧୦.୩୦ରେ ହିରୋ
Read More...

ନିରତାର ନିର୍ଦ୍ଦେଶକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏସଭିନିରତାର(ସ୍ୱାମୀ ବିବେକାନନ୍ଦ ଜାତୀୟ ଥଇଥାନ ଓ ଗବେଷଣା କେନ୍ଦ୍ର)ର ନିର୍ଦ୍ଦେଶକ ସୂର୍ଯ୍ୟମଣି ଯାଦବଙ୍କ ବିରୋଧରେ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି । ତାଙ୍କ ବିରୋଧରେ କେନ୍ଦ୍ରର ଫିଜିଓଲୋଜି ବିଭାଗରେ କାର୍ଯ୍ୟରତ ଜଣେ ମହିଳା ଆସିଷ୍ଟାଣ୍ଟ
Read More...

ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବୀ

କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡର ଖାଲପାଳଠାରୁ ତାଳଚେର ରାଜନଅର ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ଉପରେ ଏକ ପୋଲ ନିର୍ମାଣ ସକାଶେ ପୂର୍ବତନ ବିଧାୟକ ବିଭୂଦେନ୍ଦ୍ର ପ୍ରତାପ ଦାସ ଦାବୀ କରିଛନ୍ତି । କାମାକ୍ଷାନଗର ଉପଖଣ୍ଡର ଖାଲପାଳ ଦେଇ ତାଳଚେର ଉପକଣ୍ଠର ରାଜନଅର ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ
Read More...

ବାରିକ ଘରକୁ ଅତିଥି ହୋଇ ଆସିଲେ, ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଙ୍ଗଳବାର ଅପରାହ୍ନ ପ୍ରାୟ ୫.୩୦ ସମୟରେ ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିପାଟଣା ଅଞ୍ଚଳକୁ ଅଚାନକ ଗ୍ରସ୍ତ କରିଥିଲେ । ବାଲିପାଟଣା ବ୍ଲକ ଅନ୍ତର୍ଗତ କୁରୁଞ୍ଜିପୁର ଗ୍ରାମ ପଞ୍ଚାୟତର
Read More...

ନାରୀ ଶକ୍ତି ଫାଉଣ୍ଡେସନ୍‌ ପକ୍ଷରୁ ଘରକୁ ଘର ଯାଇ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନାରୀ ଶକ୍ତି ଫାଉଣ୍ଡେସନ୍‌ ପକ୍ଷରୁ ଘରକୁ ଘର ଯାଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନର ସଦସ୍ୟା ନୂତନ ଦାଶ ଓ ନୂତନ ସେନ୍ଦ୍ରିଆ ବଲାଙ୍ଗିର ସହରର ଘରକୁ ଘର ଯାଇ ବୁଷ୍ଟର ଡୋଜ ନେବା ପାଇଁ ଲୋକଙ୍କୁ ସଚେତନ କରୁଥିବା
Read More...