ଅଜଣା ବୋଲେରୋ ଗାଡି ଧକ୍କାରେ ଜଣେ ଗୁରୁତର, ବଲାଙ୍ଗିର ମେଡିକାଲରେ ଭର୍ତ୍ତି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ତୁରେକଲୋ ବ୍ଲକ ଅନ୍ତର୍ଗତ ବଡବ୍ୟାଙ୍କ ଗ୍ରାମ ଠାରେ ଅଜଣା ବୋଲେରୋ ଧକ୍କାରେ ଜଣେ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବ୍ୟକ୍ତି ଜଣକ ହେଲେ ବଲରା ଗ୍ରାମର ମୁକୁନ୍ଦ ବାଗ । କୌଣସି କାମ ଯୋଗେ!-->…
Read More...
Read More...