Yearly Archives

2022

ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହେବ ତହସିଲଦାରଙ୍କ କ୍ୟାମ୍ପ କୋର୍ଟ ଶୁଣାଣି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ସେପ୍ଟେମ୍ବର ୧୫ ତାରିଖରୁ ପୁଣି ଆରମ୍ଭ ହେବ ତହସିଲଦାରଙ୍କ କ୍ୟାମ୍ପ କୋର୍ଟ ଶୁଣାଣି । ଆର୍‌ଆଇ ଅଫିସ ତଥା ଗ୍ରାମରେ ସପ୍ତାହରେ ଦୁଇତିନି ଦିନ କ୍ୟାମ୍ପ କୋର୍ଟ ଆୟୋଜିତ ହେବ । ତହସିଲଦାର ଓ ଅତିରିକ୍ତ
Read More...

ଆନ୍ଧ୍ରପ୍ରଦେଶ କାକିନାଡ଼ାରୁ ଅଯୋଧ୍ୟାର ରାମ ଜନ୍ମଭୂମି ଯାଏଁ ପଦଯାତ୍ରା

ଗଞ୍ଜାମ ଜିଲ୍ଲା ସଦରମହକୁମାରେ ସ୍ୱାଗତ ସମ୍ବର୍ଦ୍ଧନା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା କାକିନାଡ଼ା ସହର ଅନ୍ତର୍ଗତ ଗୋଚଳମ ଗାଁରୁ ୪ ଜଣ ମହିଳା ଓ ୧୪ ଜଣ ପୁରୁଷ ଭକ୍ତ ଗୋଷ୍ଠୀ ଗତ ଅଗଷ୍ଟ ୨୧ତାରିଖରୁ ରାମ ଜନ୍ମଭୂମି ଅଯୋଧ୍ୟା ଅଭିମୁଖେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୨୯ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୬୭୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୨ ଜଣ
Read More...

ଜିଲ୍ଲାପାଳଙ୍କ ଗଞ୍ଜାମ ଗ୍ରସ୍ତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମଙ୍ଗଳବାର ଗଞ୍ଜାମ ସହର ଗ୍ରସ୍ତ କରି ଗଞ୍ଜାମ ସବ ରେଜିଷ୍ଟର କାର୍ଯ୍ୟାଳୟ ଓ ପୋଲିସ ଥାନା ପରିଦର୍ଶନ କରିଥିଲେ । ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ତହସିଲ, ସବ ରେଜିଷ୍ଟର ଏବଂ ଏନଏସି କାର୍ଯ୍ୟାଳୟ ଦାୟିତ୍ୱ
Read More...

ସେବା ସମବାୟ ସମିତି ପିଅନମାନଙ୍କ ବେତନ ବୃଦ୍ଧି ପାଇଁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାସିକ ବେତନ ବୃଦ୍ଧି ନେଇ ଡେଲାଙ୍ଗ ବ୍ଲକ ସେବା ସମବାୟ ସମିତି ପିଅନ ସଂଘ ତରଫରୁ ଇଂଦିପୁର ବାତ୍ୟା ଆଶ୍ରୟସ୍ଥଳରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳିତ ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃର ଡେଲାଙ୍ଗ ଶାଖା ଅଧିନସ୍ଥ କାର୍ଯ୍ୟରତ ୨୩
Read More...

ଭି-ଗାର୍ଡ କମ୍ପାନୀ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ୍ୟାରେ କ୍ଷତିଗ୍ରସ୍ତ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ୧୧,୧୨,୧୩,୧୪ ନଂ ୱାର୍ଡରେ ରାଢୁଅ, ହରିପୁର, ନୁଆହାଟ କଲ୍ୟାଣପୁର ଓ ମୂନିନ୍ଦାର ଦଳିତ ବସ୍ତିର ବନ୍ୟା ବିପନ୍ନଙ୍କୁ ୫୦୦ ପ୍ୟାକେଟ ଶୁଖିଲା ଖାଦ୍ୟ ବିସ୍କୁଟ
Read More...

ଆର୍‌ଟିଓ ଅଫିସ ନିକଟସ୍ଥ ଶଶ୍ମାନ ଘାଟ ନିକଟରେ ସଡକ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିଟିଲାଗଡ ରୋଡ୍‌ ସ୍ଥିତ ଆର୍‌ଟିଓ ଅଫିସ ନିକଟସ୍ଥ ଶଶ୍ମାନ ଘାଟ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ଆର୍‌ଟିଓ ଅଫିସ ନିକଟସ୍ଥ ଶଶ୍ମାନ ଘାଟ ନିକଟ ପୁଲିଆ ଉପରେ କିଛି ବୁଲା ଗାଇ ଗୋରୁ ଶୋଇଥିବା ସମୟରେ ବଲାଙ୍ଗିର ପଟୁ
Read More...

ମାଲପଡା ସ୍କୁଲ ନିକଟରେ ଅଟୋ ଧକ୍କାରେ ସ୍କୁଟି ଆରୋହୀ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମାଲପଡା ସ୍କୁଲ ନିକଟରେ ଏକ ଅଟୋ ଧକ୍କାରେ ଜଣେ ସ୍କୁଟି ଆରୋହୀ ଆହତ ହୋଇଥିବା ଖବର ମିଳିଛି । ଆହତ ସ୍କୁଟି ଆରୋହୀ ଜଣକ ହେଲେ ବଲାଙ୍ଗିର ସହରର ମଦନଗୁଡିଆ ବଗିଚା ନିକଟର ରୋଶନ ମାଝୀ । ସୂଚନା ଅନୁସାରେ ରୋଶନ ତାଙ୍କ ଏଭିଟର ସ୍କୁଟି ଓଡି ୦୩ ଏମ୍‌
Read More...

ବଲାଙ୍ଗିର ଅବକାରୀ ବିଭାଗର ଚଢାଉ : ୮ କିଲୋ ଗଂଜେଇ ଜବତ ସହ ୨ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଛନଛଡା ଗ୍ରାମରେ ବଲାଙ୍ଗିର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୮ କିଲୋ ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିବା ଖବର ମିଳିଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ବେଆଇନ ଭାବରେ ଗଂଜେଇ ଚୋରାଚାଲାଣ ହେଉଥିବା ନେଇ ଖବର
Read More...

ଡୁମେରଚୁଆଁ ଗାଁରେ ପରିବାର ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଂଟାବାଂଜି ନିର୍ବାଚନ ମଣ୍ଡଳୀର ତୁରେକେଲା ବ୍ଲକ ହିଆଁଳ ପଞ୍ଚାୟତ ଡୁମେରଚୁଆଁ ଗାଁରେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସଙ୍କ ତତ୍ୱାବଧାନରେ ପରିବାର ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...