Yearly Archives

2022

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪୫ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୦୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୭ ଜଣ
Read More...

ମୁରିବାହାଲ ବ୍ଲକରେ ନୂଆ ବିଡିଓଙ୍କ ଦାୟିତ୍ଵ ଗ୍ରହଣ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକର ନୂତନ ସ୍ଥାୟୀ ବିଡିଓ ରୂପରେ ପୂର୍ଣ୍ଣାନନ୍ଦ ପଟେଲ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ଭାରପ୍ରାପ୍ତ ବିଡିଓ ତଥା ବେଲପଡା ବ୍ଲକ ଏବିଡିଓ ସାରଥୀ ସାହୁଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ପଟେଲ ଏହା ପୂର୍ବରୁ କୋମନା
Read More...

ବଲାଙ୍ଗିର ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟର ବିସିଏ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଧ୍ୟୟନ ଓ ଅଧ୍ୟବସାୟ ହିଁ ସଫଳତାର ମାର୍ଗକୁ ପ୍ରଶସ୍ତ କରେ । ଜୀବନର ଏହି ମୂଳମନ୍ତ୍ରକୁ ସତ୍ୟ ବୋଲି ପ୍ରମାଣିତ କରିଛନ୍ତି ବଲାଙ୍ଗିର ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟର ବିସିଏ ପାଠ୍ୟକ୍ରମରେ ପାଠ ପଢୁଥିବା ଚାରି ଜଣ ଛାତ୍ରଛାତ୍ରୀ । ଏମାନେ ବିଶ୍ୱ ବିଦ୍ୟାଳୟର
Read More...

କ୍ୟାବିନେଟ୍ ନିଷ୍ପତ୍ତିକୁ ଆଲୁମିନିର ସ୍ୱାଗତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ଜମି ପ୍ରଦାନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ନିଷ୍ପତ୍ତିକୁ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ପକ୍ଷରୁ ସଭାପତି ପ୍ରଭାସ ପାଣିଗ୍ରାହୀ ଓ ସାଧାରଣ ସମ୍ପାଦକ ଭାବନୀ ଶତପଥୀ
Read More...

ବିଦ୍ୟୁତ ଟ୍ରାନ୍‌ସଫର୍ମର ଚୋରି ଅଭିଯୋଗ : ଜଳଯୋଗାଣ ବନ୍ଦ

ଟିକ୍ରାପଡା : ସଇଁତଳା ଥାନା ଟିକ୍ରାପଡ଼ାରେ ଗାଁକୁ ଜଳଯୋଗାଣ ପାଇଁ ଲାଗିଥିବା ଟ୍ରାନ୍‌ସଫର୍ମର ଚୋରି ହୋଇଯାଇଥିବା ଅଭିଯୋଗ ହେଉଛି । ଚୋରମାନେ ବୁଧବାର ରାତିରେ ମୁଖ୍ୟ ରାସ୍ତା କଡରେ ଥିବା ଉକ୍ତ ଟ୍ରାନ୍‌ସଫର୍ମର ଖୋଲି ତମ୍ବା ତାର ଚୋରି କରି ନେଇଛନ୍ତି । ଏ ନେଇ ଗୁରୁବାର ସକାଳେ ଟିକ୍ରାପଡା
Read More...

ଭତ୍ତା ପାଇଁ ହିତାଧିକାରୀ ହଇରାଣ ହେଉଥିବା ଅଭିଯୋଗ

ଲାଠୋର, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକର ବିଭିନ୍ନ ପଞ୍ଚାୟତରେ ଭତ୍ତାକୁ ନେଇ ହିତାଧିକାରୀ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ, ପ୍ରତିମାସର ୧୫ ତାରିଖ ଦିନ ପଞ୍ଚାୟତ ପରିସରରେ ଭତ୍ତା ଦିଆଯାଉଥିଲା, ପରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା କରାଗଲା । ହେଲେ
Read More...

ବଡବନ୍ଧ ପ୍ରାଥମିକ ସ୍କୁଲର ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ସ୍ଥିତ ପ୍ରାଥମିକ ସ୍କୁଲର ହୀରକ ଜୟନ୍ତୀ ପାଳନ ପାଇଁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପ୍ରଧାନଙ୍କ ଉପସ୍ଥିତିରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଆସନ୍ତା
Read More...

କଦଳୀଝରନ ଗ୍ରାମରୁ ବିପୁଳ ପରିମାଣରେ କାଠ ଗଣ୍ଡି ସହ ଗୋଟିଏ ୪୦୭ ଗାଡି ଜବତ କଲା ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ ରେଂଜର କଦଳୀଝରନ ଗ୍ରାମରୁ ବିପୁଳ ପରିମାଣରେ କାଠ ଗଣ୍ଡି ସହ ଗୋଟିଏ ୪୦୭ ଗାଡି ଜବତ କରିଛି ବନ ବିଭାଗ ବୋଲି ସୂଚନା ଦେଇଛନ୍ତି ଡିଏଫ୍‌ଓ ନିତିଶ କୁମାର । ସୂଚନା ଅନୁସାରେ ପାଟଣାଗଡ ରେଂଜର କର୍ମଚାରୀମାନେ ପେଟ୍ରୋଲିଂ
Read More...

ଗୁଣ୍ଡୁଚି ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସ୍ୱେଚ୍ଛାସେବୀ ସେବାଧର୍ମୀ ଅନୁଷ୍ଠାନ ଗୁଣ୍ଡୁଚି ପକ୍ଷରୁ ଗରିବ ଲୋକଙ୍କ ପାଇଁ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ବାସନ୍ତୀ କଲୋନୀ ସ୍ଥିତ ଅତିଥି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରକ୍ତଚାପ, ମଧୁମେହ, ଇସିଜି ଆଦି ପରୀକ୍ଷାମାନ
Read More...

ଲୋଇସିଂହା ଥାନାରେ ଜଣଙ୍କୁ ୧୦ ବର୍ଷ ପାଇଁ ଦୋଷୀ ସାବ୍ୟସ୍ତ କରିବା ସହ ୨୫,୦୦୦ ଟଙ୍କା ଜୋରିମାନା ଲଗାଯାଇଥିବା ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ଥାନାରେ ଜଣଙ୍କୁ ୧୦ ବର୍ଷ ପାଇଁ ଦୋଷୀ ସାବ୍ୟସ୍ତ କରିବା ସହ ୨୫,୦୦୦ ଟଙ୍କା ଜୋରିମାନା ଲଗାଯାଇଥିବା ନେଇ ଆଜି ଏସ୍‌ପି ନିତିନ କୁଶଲକର ସୂଚନା ଦେଇଛନ୍ତି । ତେବେ ୧୦ ବର୍ଷ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀ ଜଣଙ୍କ
Read More...