Yearly Archives

2022

ଦେଓଗାଁ ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ 'ସହନୀୟ ବିକାଶ ପାଇଁ ମୌଳିକ ବିଜ୍ଞାନ : ସମ୍ଭାବନା ଓ ଆହ୍ୱାନ' ବିଷୟରେ ସେମିନାରରେ
Read More...

ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମାଗଣା ବୁଷ୍ଟର ଡୋଜ୍‌ କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ଦ୍ୱାରା ସମର୍ଥିତ ମାଗଣା ବୁଷ୍ଟର ଡୋଜ୍ କାର୍ଯ୍ୟକ୍ରମ ଚିମିନିଭାଟି ଶାସ୍ତ୍ରୀ କ୍ଲବ ପରିସରରେ ନାରୀ ଶକ୍ତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି ଅବସରରେ ୩୩୦ ଜଣ ଟୀକା ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ
Read More...

ଶାନ୍ତିପଡାରୁ ଟାଟାଏସି ଗାଡି ସହ ବିପୁଳ ପରିମାଣରେ ରେଙ୍ଗାଲ କାଠ ଜବତ : ୧ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶାନ୍ତିପଡାରୁ ଟାଟାଏସି ଗାଡି ସହ ବିପୁଳ ପରିମାଣରେ ରେଙ୍ଗାଲ କାଠ ଜବତ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ସୂଚନା ଅନୁସାରେ ଶିବତଲା ଜନକପୁରରୁ ବଲାଙ୍ଗିର ପଟକୁ ଆସୁଥିବା ବେଳେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଏପିଜେ ଲୋଇସିଂହା ଚମ୍ପିୟାନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳରେ ଏପିଜେ ଲୋଇସିଂହା ୨-୧ ଗୋଲରେ ବିଏନ୍‌ଏଏ ଜରାସିଂହାକୁ ହରାଇ ଚମ୍ପିୟାନ ହୋଇଛି ।
Read More...

ପୁଇଁନ୍ତଲାରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ବିନୋବା ଉଚ୍ଚ ବିଦ୍ୟାଳୟ ଛତାମଖନାଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନୀଳମଣି ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୁଇଁନ୍ତଲା ବ୍ଲକ ଶିକ୍ଷାଧିକାରୀ ଲୋକନାଥ ସୁନା,
Read More...

ଶିବ ମନ୍ଦିର ପୂଜକ ସଙ୍ଘ ଗଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ସରଣ୍ଡା ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ବାବା ଶୈବପୀଠ କଲ୍ୟାଣ ମଣ୍ଡପ ଠାରେ ଶନିବାର ଶିବ ମନ୍ଦିର ପୂଜକ ସଂଘ ଗଠିତ ହୋଇଯାଇଛି । ଥାନାପତି ଜାତି ୧୩ ମହାସଭାର ସରଣ୍ଡା ଆଞ୍ଚଳିକ ସଭାର ୨୭ଟି ଗ୍ରାମରୁ ୨୩ଟି ଗ୍ରାମର ସଦସ୍ୟମାନେ ଯୋଗ
Read More...

ସିରଜିନା ଉତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଗ୍ରଣୀ ଅନୁଷ୍ଠାନ ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନର ପ୍ରଥମ ପ୍ରସ୍ତୁତି ବୈଠକ ଧଣ୍ତାମୁଣ୍ତା ସ୍ଥିତ ଶାନ୍ତି ଧାମ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭାପତିତ୍ୱ କରିଥିଲେ ଉପସଭାପତି ଆଖଣ୍ଡଳ ଦାଶ । ବୈଠକର ଆରମ୍ଭ
Read More...

ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

• ବିଭିନ୍ନ ବର୍ଗରେ ଓଡ଼ିଶାର ୩ ଜଣଙ୍କୁ ମିଳିଲା ଏନଏସଏସ ପୁରସ୍କାର ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୨୦୨୦-୨୦୨୧ ବର୍ଷ ପାଇଁ ଜାତୀୟ ସେବା ଯୋଜନା (ଏନଏସଏସ) ପୁରସ୍କାର ପ୍ରଦାନ କରିଛନ୍ତି । ଶନିବାର (ସେପ୍ଟେମ୍ବର ୨୪, ୨୦୨୨)ରେ ରାଷ୍ଟ୍ରପତି ଭବନରେ ଏହି
Read More...

୨୦୨୨-୨୩ ରବି ଋତୁ ନିମନ୍ତେ କେନ୍ଦ୍ର ସରକାରଙ୍କ ଡାଲିଜାତୀୟ ଏବଂ ତୈଳବୀଜ ମିନିକିଟ୍ ବିତରଣ ମାଧ୍ୟମରେ ଡାଲିଜାତୀୟ ଏବଂ…

୨୦୨୨ ଖରିଫ ଋତୁରେ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଭଳି ରାଜମ୍ରନଙ୍କ ଏବଂ ମଧ୍ୟ ପ୍ରଦେଶ ତଥା ପଶ୍ଚିମ ବଙ୍ଗଳାର କେତେକାଂଶ ଭଳି ନିମ୍ନ / କମ୍ ବର୍ଷାଯୁକ୍ତ କ୍ଷେତ୍ରମାନଙ୍କରେ ଏହି କିଟ୍ ବିତରଣ କରାଯିବ । ନୂଆଦିଲ୍ଲୀ, (ପିଆଇବି) : ବିହନବୁଣା ନିଜସ୍ୱ ଭାବେ ଏକ ସଂପୂର୍ଣ୍ଣ
Read More...

ମିଳିତ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସ୍ୱାର୍ଥ ପାଇଁ ଲଢେଇ ନିଷ୍ପତ୍ତି ବୌଦ୍ଧ, (ମମତା ମହାକୁର) : ମିଳିତ ପ୍ରାଥମିକ ଶିକ୍ଷକ ସଂଘ କଣ୍ଟାମାଲ ବ୍ଲକର କାର୍ଯ୍ୟକାରିଣୀ ବୈଠକ ପଲସାଗୋରା ସଂଘ ସଭାପତି ନୀଳାଚଳ ଭୋଇଙ୍କ ଅଧ୍ୟକ୍ଷତାରେ ପଲସାଗୋରା ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଯୁଗ୍ମ
Read More...