Yearly Archives

2022

ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜାଙ୍କର ୧୦୬ତମ ଜୟନ୍ତୀ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କୋଦଳାଠାରେ ଶନିବାର ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜାଙ୍କର ୧୦୬ତମ ଜୟନ୍ତୀ ଦିବସ ଦିବ୍ୟଜୀବନ ସଂଘ ଶାଖା ଆନୁକୂଲ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରାତଃକାଳୀନ ନଗର ସଂକୀର୍ତ୍ତନ, ଗୀତାପାଠ,
Read More...

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ବାହୀ ନିର୍ଦ୍ଦେଶକଙ୍କ ଦ୍ଵାରା ଜାମୁଣ୍ଡା ଜଙ୍ଗଲ ଗ୍ରାମର ରାହାସବାଡି ଉଦ୍‌ଘାଟିତ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ଵର ଝା, ଅନୁଗୋଳ ଜିଲ୍ଲାର ଜାମୁଣ୍ଡା ଜଙ୍ଗଲ ଗ୍ରାମର ରାହାସବାଡି କେନ୍ଦ୍ର ଉଦ୍‌ଘାଟନ ଅବସରରେ ଗ୍ରାମର ବିଶିଷ୍ଟ ବ୍ୟକ୍ତି ବିଶେଷ ଯଥା ଜାମୁଣ୍ଡା ଜଙ୍ଗଲ ଗ୍ରାମ୍ୟ କମିଟି ସଭାପତି ନରୋତ୍ତମ
Read More...

ସ୍ୱୀକୁ ନିର୍ଯ୍ୟାତନା ପରେ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱୀକୁ ନିର୍ଯ୍ୟାତନା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ । ତେବେ ସ୍ୱାମୀଙ୍କୁ ଆନ୍ଧ୍ରପ୍ରଦେଶ କାକିନାଡା ପୋଲିସ ଗିରଫ କରିଛି । ସୂଚନାଯୋଗ୍ୟ ଯେ, ଉମରକୋଟ ବ୍ଲକ ସିଲାଟି ଗାଁର ମାଣିକ ଘୋଷ ୫
Read More...

ମୃତକଙ୍କ ପରିବାରକୁ ସହାୟତା କଲେ ରାଜ୍ୟ ଯୁବ ବିଜେଡି ସମ୍ପାଦକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପଞ୍ଚାୟତ ଗଞ୍ଜାବାହାଲ ଗାଁରେ ଗତ କିଛି ଦିନ ତଳେ ସାପ କାମୁଡାରେ ଜଣେ ୩ ବର୍ଷର ଶିଶୁ କନ୍ୟା ରୂପାଲି ସଗରିଆର ଜୀବନ ଯାଇଥିଲା । ମୃତକଙ୍କ ପରିବାର ଦୁଃଖରେ
Read More...

ଝାରବନ୍ଧ ସ୍ନାତକ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଝାରବନ୍ଧ ଠାରେ ଜାତୀୟ ସେବା ଯୋଜନା ଦିବସ, ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ବେହେରାଙ୍କ ସଭାପତିତ୍ୱରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ପତାକା ଉତ୍ତୋଳନ ଓ ଶପଥ ପାଠ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ
Read More...

ଅତାବିରାରେ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ବରଗଡ, (ନିରୋଜ କୁମାର ପାଣୀ) : ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ହେଉଥିବା ଚତୁର୍ଥ ରାଜ୍ୟସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅବସରରେ ଗତକାଲି ବରଗଡ଼ ଜିଲ୍ଲାର ଅତାବିରା ବ୍ଲକସ୍ତରୀୟ ପ୍ରତିଯୋଗିତା ସ୍ଥାନୀୟ ଅତାବିରା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମଦ୍ ଭଗବଦ୍
Read More...

ରାଉରକେଲା ମହାବିଦ୍ୟାଳୟରେ ପଞ୍ଚସୂତ୍ରୀ ସ୍ୱଚ୍ଛତା କାର୍ଯ୍ୟ ଯୋଜନା ସଂପର୍କିତ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ 'ରାଉରକେଲା କଲେଜ'ରେ ସ୍ୱାସ୍ଥ୍ୟ ସ୍ୱଚ୍ଛତା ଏବଂ ପାନୀୟ ଜଳ ବିଭାଗ ତରଫରୁ ଅଧ୍ୟାପକ ଅଜିତ ବେକ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାତ୍ମାଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ଶିକ୍ଷା ପରିଷଦ ସହଯୋଗରେ 'ପଞ୍ଚସୂତ୍ରୀ ସ୍ୱଚ୍ଛତା କାର୍ଯ୍ୟ
Read More...

କେ.ଆର୍ଯ୍ୟପଲ୍ଲୀ ଗ୍ରାମରେ ବୃକ୍ଷ ରୋପଣ ଓ ସ୍ୱାସ୍ଥ୍ୟସେବା ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଉପକୂଳବର୍ତ୍ତୀ କେ.ଆର୍ଯ୍ୟପଲ୍ଲୀ ଗ୍ରାମରେ ଶନିବାର ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ନଗରପାଳିକା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର ଏବଂ
Read More...

ବିରଳ ଓ ଅନନ୍ୟ ପ୍ରତିଭାର ଅଧିକାରୀ ଥିଲେ ଭାଗବତ ପ୍ରସାଦ ନନ୍ଦ

ବରଗଡ, (ନିରୋଜ କୁମାର ପାଣୀ) : ପୂଜ୍ୟ ପୂଜା ପରମ୍ପରାର ପୂଜାରୀ ସାରସ୍ୱତ ସାଧକ, ସମାଜସେବୀ କର୍ମଯୋଗୀ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦ ଥିଲେ ବିରଳ ଓ ଅନନ୍ୟ ପ୍ରତିଭା ର ଅଧିକାରୀ ଥିଲେ ବୋଲି ବରଗଡ଼ ସାମ୍ବାଦିକ ସଂଘ ଓ ଭାଗବତ ନନ୍ଦ ସ୍ମୃତି କମିଟି ଆନୁକୂଲ୍ୟରେ ସ୍ଥାନୀୟ ବିଜୁପଟ୍ଟନାୟକ
Read More...

ଆସନ୍ତା କାଲି ଜିଲ୍ଲାର ୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ସମସ୍ତ ବ୍ଲକ ଅଂଚଳର ୨୩ଟି କେନ୍ଦ୍ରରେ ଟୀକାକରଣ

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ଜିଲ୍ଲାର ୧୨ରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ବ୍ଲକ ଅଂଚଳର ହିତାଧିକାରୀଙ୍କୁ (ଅଫଲାଇନ
Read More...