ମା’ ଶ୍ୟାମକାଳୀ ମନ୍ଦିର ଶାରଦୀୟ ନବଦିନାତ୍ମକ ପୂଜାରମ୍ଭ
ବରଗଡ଼, (ନିରୋଜ କୁମାର ପାଣୀ) : ମା' ଶ୍ୟାମକାଳୀ ମନ୍ଦିରରେ ଗତ କାଲିରୁ ଶାରଦୀୟ ନବରାତ୍ର ପୂଜାରମ୍ଭ ହୋଇଯାଇଛି । ସକାଳୁ ଭକ୍ତମାନଙ୍କ ପ୍ରବଳ ସମାଗମ ପରିଲକ୍ଷିତ ହୋଇଥିଲା । ସକାଳ ଘ. ୭.୩୦ମି. ପରେ ମାନସିକ ଅଖଣ୍ଡ ଦୀପ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ଭଗବତୀ ମା'!-->…
Read More...
Read More...