ଶାନ୍ତିନଗର ତୈଳିକ ବୈଶ୍ୟ ସାହୁ ସମାଜର ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ତୈଳିକ ବେଶ୍ୟ ସାହୁ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହୁଲପାଲି, ଭେଉଁରିଆ, ବୁଡେନ୍, ବରିକେଲ, ଗାଇସିଲେଟ୍, ପୁରେନା, ପାଇକମାଲ ଅଞ୍ଚଳର ପ୍ରତିନିଧି ଯୋଗଦାନ କରିଥିଲେ । ସଭାପତି!-->…
Read More...
Read More...