Yearly Archives

2022

ପାଟଣାଗଡ ନବଦୁର୍ଗା ପୂଜା ଆରମ୍ଭ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ କଲେଜଛକସ୍ଥିତ ଗଙ୍ଗାଧର ପାର୍କଠାରେ ନବଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି । ଏଥିପାଇର୍ ରବିବାର କଳସ ଯାତ୍ରା ହୋଇଥିଲା । ବହୁ ପୁରୁଷ ମହିଳା ସ୍ଥାନୀୟ ପୟ୍‌ଚମୁଖୀ ହନୁମାନ ମନ୍ଦିର ନିକଟସ୍ଥ ସୁବର୍ଣ୍ଣରେଖା ନଦୀରୁ ପୂର୍ଣ୍ଣ କଳସ ଆଣି ପୂଜାମଣ୍ଡପରେ
Read More...

ସଇଁତଲାରେ ନବଦୁର୍ଗା ପୂଜା ପାଇଁ କଳସ ଯ୍ରାତା ସମ୍ପନ୍ନ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ହାଟପଦାସ୍ଥିତ ଦୁର୍ଗା ମଣ୍ଡପରେ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଯାତ୍ରା ସମ୍ପନ୍ନ ହୋଇଯାଇଛି । ପୂଜା କମିଟି ସଭାପତି ତଥା ପୂର୍ବ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ତାଙ୍କ ପତ୍ନୀ ମୋନିକା ସଂଭୋଇ, ସମ୍ପାଦକ ସୁବୋଧ ମିଶ୍ର, ବିଶାଳ ଅଗ୍ରୱାଲ,
Read More...

ବ୍ଲକସ୍ତରୀୟ ଏନ୍‌ଏମ୍‌ଓପିଏସ୍ କ୍ରିୟାନୁଷ୍ଠାନ କମିଟି ଗଠିତ

କଳାହାଣ୍ଡି, (ନରୋତ୍ତମ ସେଲମା ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ନେଇ ବ୍ଲକ ସଦର ସ୍ଥିତ ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ସୋମବାର ବ୍ଲକସ୍ତରୀୟ ଏନ୍‌ଏମ୍‌ଓପିଏସ୍ କମିଟି ଗଠିତ ହୋଇଯାଇଛି । ଏଥିରେ ବ୍ଲକ ଶିକ୍ଷକ ସଂଘ ସଭାପତି ରୋହିତ କୁମାର
Read More...

ସିୟୁଇଟି-ପିଜି ଫଳ ପ୍ରକାଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ୬୬ଟି ଶିକ୍ଷାନୁଷ୍ଠାନ ଓ ବିଶ୍ୱ ବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ଏକକ ବିଶ୍ୱ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି) -ପିଜି ଫଳ ପ୍ରକାଶ ପାଇଛି । ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)
Read More...

ସେନ୍‌ସେକ୍ସରେ ୯୫୪ ପଏଣ୍ଟ ହ୍ରାସ

ମୁମ୍ବାଇ : ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ କାରବାରରେ ଘୋର ଅସ୍ଥିରତା ଦେଖିବାକୁ ମିଳିଥିଲା । ନିବେଶକମାନେ ସେୟାର ବିକ୍ରି କରିବା ଯୋଗୁଁ ସେନ୍‌ସେକ୍ସ ୯୫୪ ପଏଣ୍ଟ ହ୍ରାସ ପାଇ ୫୭, ୧୮୪ ପଏଣ୍ଟରେ ବନ୍ଦ ହୋଇଛି । ଏହାକୁ ମିଶାଇ ଚାରିଟି କାରବାର ଦିନରେ ସେନ୍‌ସେକ୍ସରେ ୨୮୭୪ ପଏଣ୍ଟ ହ୍ରାସ ହୋଇଛି
Read More...

ସେନା ହେଲିକେପ୍ଟର ଦୁର୍ଘଟଣାରେ ୬ ମୃତ

ଇସଲାମାବାଦ : ଦକ୍ଷିଣ ପଶ୍ଚିମ ପାକିସ୍ତାନର ବେଲୁଚିସ୍ତାରେ ରାତି ମିଶନ ସମୟରେ ଏକ ସେନା ହେଲିକେପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ସେନା ମେଜର(ଉଭୟ ପାଇଲଟ୍‌)ଙ୍କ ସମେତ ବିମାନରେ ଥିବା ସମସ୍ତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏକ ବିବୃତ୍ତିରେ ସେନା ପକ୍ଷରୁ କୁହାଯାଇଛି, ବେଲୁଚିସ୍ତାନର ରାଜଧାନୀ
Read More...

ତେରେସିଙ୍ଗାରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପଂଚାୟତ ଠାରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଭାରପ୍ରାପ୍ତ ବିଡ଼ିଓ ସିଦ୍ଧେଶ୍ଵର ମେହେର, ଜିପିଇଓ ଯୁଗଳ କିଶୋର ନାଏକ,
Read More...

ପୋଖରିକୁ ଖସିଗଲା ଟ୍ରାକ୍ଟର ଟ୍ରଲି, ୧୦ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏକ ଟ୍ରାକ୍ଟର ଟ୍ରଲିରେ ପ୍ରାୟ ୪୭ ଲୋକ ଯାତ୍ରା କରୁଥିବା ବେଳେ ଟ୍ରାକ୍ଟର ଟ୍ରଲିଟି ନିୟନ୍ତ୍ରଣ ହରାଇ ଏକ ପୋଖରି ମଧ୍ୟକୁ ଖସି ପଡିଥିଲା । ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି
Read More...

ତୁରେକେଲା-ମମିଆ ପୋଲ ନିର୍ମାଣ ଦାବୀରେ ବୈଠକ

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲାଠାରୁ ମମିଆ ମଧ୍ୟରେ ଥିବା ଉନ୍ଦେର ନଦୀରେ ଏକ ପୋଲ ନିର୍ମାଣ ଦାବୀ ହୋଇଛି । ଏଥିପାଇଁ ବଙ୍ଗୋମୁଣ୍ଡା ଗରିବ ସେନା ପକ୍ଷରୁ ଅଞ୍ଚଳର ଲୋକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗରିବ ସେନା ସଭାପତି ଦିବେଶ ତାଣ୍ଡିଙ୍କ
Read More...

ସୁସ୍ଥ ସମାଜ ଗଠନ କରେ ନାଟକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଓଡ଼ିଶା ନାଟ୍ୟ ସଂଘ, ଜିଲ୍ଲା ଶାଖା ସୁବର୍ଣ୍ଣପୁର, ମହାନଦୀ ସାହିତ୍ୟ ସଂସଦ, ଟ୍ରେଣ୍ଡି ଏକାଡ଼େମୀ ଓ ନାଟ୍, ସୁବର୍ଣ୍ଣପୁରର ମିଳିତ ସହଯୋଗରେ ଓଡ଼ିଶା ନାଟ୍ୟ ସଂଘ ଦିବସ-୨୦୨୨ ପାଳିତ ହୋଇଯାଇଛି । ତା.୨୬ଦ୦୯ଦ୨୦୨୨ ରିଖ, ସଂଧ୍ୟାରେ ସ୍ଥାନୀୟ ମହାନଦୀ
Read More...