Yearly Archives

2022

ମଣ୍ଡଳରେ ଶିକ୍ଷାବିତ ତଥା ବିଶିଷ୍ଟ ସମାଜସେବୀ ଅଭୟ କୁମାର ଠାକୁରଙ୍କ ୧୧୧ତମ ଜୟନ୍ତୀ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ମଣ୍ଡଳ ପଞ୍ଚାୟତ ମଣ୍ଡଳ ଗ୍ରାମର ପୂର୍ବତନ ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ଅଭୟ କୁମାର ଠାକୁରଙ୍କ ୧୧୧ତମ ଜୟନ୍ତୀ ମହାସମାରୋହରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି ।
Read More...

ଦଶହରାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଦାବୀ ନେଇ ଡିଆଇଜିଙ୍କୁ ଚିଠି ଲେଖିଲେ ଭିଏଚ୍‌ପି ନେତା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ କିଛି ଦିନ ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଜଗତଜନନୀ ମା' ଦୁର୍ଗାଙ୍କ ପୂଜା ଉତ୍ସବରେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ହିନ୍ଦୁ ଧାର୍ମିକ ଅଧିକାରକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରଫେସର ଜେ କେ. ରାଓଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର
Read More...

କ୍ୟୁସିଏଫ୍ଆଇ ଗୁଣାତ୍ମକ ମଣ୍ଡଳୀର ୩୦ତମ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : କ୍ୱାଲିଟି ସର୍କଲ ଫୋରମ୍ ଅଫ୍ ଇଣ୍ଡିଆ, ରାଉରକେଲା ତରଫରୁ କନଭେନସନ୍ ଅଫ୍ କ୍ୱାଲିଟି କନ୍ସେପ୍ଟସ୍ ଶୀର୍ଷକ ଏକ ଦୁଇଦିନିଆ ସମ୍ମିଳନୀ ଦୁଇଦିନ ଧରି ରାଉରକେଲା ଛେଣ୍ଡ କଲୋନୀ ସ୍ଥିତ ରିମସ୍ ପରିସରରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଆରଏସ୍‌ପିର
Read More...

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ଦ୍ଦାର ପଟେଲ କଲଚରାଲ ଆସୋସିଏସନ୍ ରାଉରକେଲା ପକ୍ଷରୁ ଆସନ୍ତା ଅକ୍ଟୋବର ୩୧ତାରିଖ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ମହାସମାରୋହରେ ପାଳନ କରିବାକୁ ପ୍ରଥମ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ବିଭିନ୍ନ ବିଷୟ ସହିତ ଭିନ୍ନ ଭିନ୍ନ
Read More...

ଚିକନବାହାଲି ଠାରେ ସଡକ ଦୁର୍ଘଟଣା : ଜଣେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡର ଚିକନବାହାଲି ଠାରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ମହିଳା ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋିଥିବା ଖବର ମିଳିଛି । ମହିଳା ଜଣକ ବିନୋଦିନୀ ପାତ୍ର ବୋଲି ଜଣାପଡିଛି ।
Read More...

ଏକ୍ସସେଲ୍‌ ଗାଡିରେ ମାଙ୍କଡ ପିଟି ହୋଇ ଉପରଝର ଗ୍ରାମରେ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଉପରଝର ଗ୍ରାମରେ ଏକ ଏକ୍ସସେଲ୍‌ ଗାଡିରେ ଗୋଟିଏ ମାଙ୍କଡ ପିଟି ହୋଇଥିଲା । ଫଳରେ ଏକ୍ସସେଲ୍‌ ଆରୋହୀ ଜଣକ ଦୁର୍ଘଟଣାର ଶିକାର ହୋଇଥିଲେ । ଏକ୍ସସେଲ୍‌ ଆରୋହୀ ଜଣକ ହେଲେ ଆଠଗାଁର କେଶବ ମେହେର । ସୂଚନା ଅନୁସାରେ କେଶବ କୌଣସି
Read More...

ଆଠଗାଁ ଠାରେ ବୋଲେରୋ- ବାଇକ ମୁହାଁମୁହିଁ ଧକ୍କା : ୨ ଗୁରୁତର ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଳା ଅନ୍ତର୍ଗତ ଆଠଗାଁ ଠାରେ ବୋଲେରୋ- ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଥିରେ ୨ ଜଣ ବାଇକ ଆରୋହୀ ଗୁରତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ବାଇକ ଆରୋହୀ ଦ୍ୱୟ ହେଲେ ଶ୍ୟାମ ଭେଣ୍ଡାକ ଓ
Read More...

ଡୁଡୁକାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଡୁଡୁକା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅଫିସ ପରିସରରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରି ସମସ୍ୟାର ସମାଧାନ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ନେଇଥିଲେ । ମୋଟ୍‌ ୧୧୩ଟି ଅଭିଯୋଗ ଶୁଣାଣି
Read More...

ତୁଷୁରା ଗାୟତ୍ରୀ ଶକ୍ତିପୀଠରେ ନବରାତ୍ର ଆରମ୍ଭ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ସ୍ଥିତ ମା’ ଗାୟତ୍ରୀ ଶକ୍ତିପୀଠରେ ଆଶ୍ୱିନ ନବରାତ୍ର ପୂଜା ଗତକାଲିଠାରୁ ଆରମ୍ଭ ହୋଇଯାଇଛି । ୧୦୫ ଜଣ ଶ୍ରଦ୍ଧାଳୁ ସଂକଳ୍ପ କରି ନବଦିନାତ୍ମକ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିଥିଲେ । ପ୍ରତିଦିନ ଏକକୁଣ୍ଡୀୟ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହେବା ସହ ଆସନ୍ତା ୪
Read More...