Yearly Archives

2022

ବୋନ୍‌ କ୍ୟାନ୍‌ସର୍‌ରେ ପୀଡିତ ରାଜା ଜାଲଙ୍କ ପାଇଁ ସଂଗ୍ରହ କରାଯାଉଥିବା ଅର୍ଥ ହଡପ୍‌ ଅଭିଯୋଗରେ ଥାନାର ଦ୍ୱାରସ୍ଥ ହେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୋନ୍‌ କ୍ୟାନ୍‌ସର୍‌ରେ ପୀଡିତ ଠିକାଦାରପଡାର ରାଜା ଜାଲଙ୍କ ପାଇଁ ଜିଲ୍ଲାର ସମସ୍ତ ସ୍ୱେଚ୍ଛାସେବୀ ସଂଗଠନ ମାନେ ଦୋକାନ ଦୋକାନ ବୁଲିବା ସହ ସୋସିଆଲ ମିଡିଆରେ ଅର୍ଥ ସଂଗ୍ରହ କରୁଥିବା ବେଳେ କେହି ଜଣେ ଦୁର୍ବୃତ୍ତ ରାଜଙ୍କ ନାମରେ ଫେକ୍‌ ଆକାଉଣ୍ଟ ଖୋଲି ପଇସା
Read More...

ବଡବାଉଁଶେନରେ କ୍ଲଷ୍ଟର ସ୍ତରୀୟ ଶିକ୍ଷକ ପର୍ବ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡବାଉଁଶେନ କ୍ଲଷ୍ଟରରେ ଶିକ୍ଷକ ପର୍ବ ଅନୁଷ୍ଠିତ ହୋଇଯାଇଛି ।ବଡବାଉଁଶେନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଶିକ୍ଷକ ପର୍ବକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ
Read More...

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ବାଲୁକା କଳା ପ୍ରଦର୍ଶନୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨୭ ସେପ୍ଟେମ୍ବରରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଅଛି । ଏହି ଅବସରରେ ଲୋକଙ୍କ ମଧ୍ୟରେ ପର୍ଯ୍ୟଟନ ବିଷୟରେ ସଚେତନତା ସୃଷ୍ଟି କରିବା, ବିଶ୍ଵରେ ଏକତା ଓ ମୈତ୍ରୀ ପ୍ରତିଷ୍ଠାର ବାର୍ତା ଦେଇ ପୁରୀ ସମୁଦ୍ର ବାଲି ଉପରେ
Read More...

୪୨ ବର୍ଷରେ ଗାନ୍ଧୀନଗରପଡା ଦୁର୍ଗାପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀନଗରପଡା ସାର୍ବଜନୀନ ଦୁର୍ଗାପୂଜା ୪୨ ବର୍ଷରେ ପଦାର୍ପଣ କରିଛି । ଦୁର୍ଗାପୂଜା କମିଟି ପକ୍ଷରୁ ନବରାତ୍ର ପୂଜା ପାଳିତ ହୋଇଯାଇଥିବା ବେଳେ ୨୬ ତାରିଖରେ କଳସଯାତ୍ରା ଆରମ୍ଭ ହୋଇ ମା' ଶୈଳପୁତ୍ରୀ ଦେବୀଙ୍କ ପୂଜା ଓ ଚଣ୍ଡିପାଠ ହୋଇଥିବା ବେଳେ
Read More...

ଝାରସୁଗୁଡ଼ା ଜିଲ୍ଲାରେ ପହଞ୍ଚିଲା ଭ୍ରାମ୍ୟମାଣ ପାଠାଗାର

ଝାରସୁଗୁଡ଼ା : ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ମନସ୍କ କରାଇବା, ପୁସ୍ତକ ପ୍ରତି ଆଗ୍ରହ ବଢାଇବା ଓ ସେମାନଙ୍କ ହାତ ପାହାନ୍ତାରେ ପୁସ୍ତକ ଓ ପତ୍ର ପତ୍ରିକା ପହଞ୍ଚାଇବା ତଥା ଶିଶୁ ସାହିତ୍ୟର ବିକାଶ କରିବା ଉଦ୍ଦେଶ୍ୟରେ କାର୍ଯ୍ୟରତ ବରଗଡ଼ର 'ଶିଶୁଶ୍ରୀ' ଭ୍ରାମ୍ୟମାଣ ପାଠାଗାର ଆନୁକୂଲ୍ୟରେ
Read More...

ବରଗଡ଼ରେ ଦିନ ଦ୍ୱିପହରରେ ଟଙ୍କା ଓ ଗହଣା ଲୁଟ୍‌ ଅଭିଯୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି । ଆଜି ଦିନ ଦ୍ୱିପ୍ରହରରେ ୨ଟାରେ ଲୁଟେରା ସ୍ଥାନୀୟ ୱାର୍ଡ଼ ନଂ-୧ କେଶବନଗରରେ ଲୁଟ୍‌ପାଟ୍‌ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସସ୍ମିତା ବେହେରାଙ୍କ ଘରକୁ ଲୁଟେରାମାନେ ପଶି ଭୁଜାଲି ମୁନରେ ସୁନା
Read More...

ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଛତ୍ରପୁରରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ

• ଶୋଭାଯାତ୍ରାରେ ୧ଶହ ମିଟର ଲମ୍ବର ଜାତୀୟ ପତାକାର ଫର୍ଦ୍ଦକୁ ଲମ୍ବେଇ ଧରି ସାମୁହିକ ପ୍ରଦର୍ଶନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରେ ଅହିଂସା ରଥକୁ ସ୍ୱାଗତ କରାଯାଇଛି । ଛତ୍ରପୁରଠାରେ ବର୍ଣ୍ଣାଢ୍ୟ
Read More...

ବଲାଙ୍ଗିରର ଆଇନ୍ ବ୍ୟବସ୍ଥା : ନଙ୍ଗା ନାହାଏଗା କ୍ୟା ଅର୍ ନିଚୋଡେଗା କ୍ୟା..

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ କିଛି ସମୟ ହେବ ବଲାଙ୍ଗିର ଅପରାଧ ଓ ଅପରାଧୀଙ୍କ ପାଇଁ ଚରା ଭୂଇଁ ପାଲଟିଛି । ଚୋରି, ଡକାୟତି, ରାହାଜାନୀ, ହତ୍ୟା ଓ ନିଶା ମାଫିଆଙ୍କ ସୁଅରେ ସାରା ଜିଲ୍ଲା ଉବୁଟୁବୁ ହେଉଥିବା ବେଳେ ଜିଲ୍ଲାରେ ଆଇନ ବ୍ୟବସ୍ଥା ଦାୟିତ୍ୱରେ ଥିବା ଆଦର୍ଶ ପୋଲିସ ବିଭିନ୍ନ
Read More...

ଛତ୍ରପୁର ମା’ ବ୍ୟାଘ୍ରଦେବୀ ମନ୍ଦିରରେ ନବରାତ୍ର ପୂଜା ଦ୍ୱିତୀୟ ଦିନରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ଥିବା ବହୁ ପ୍ରାଚୀନ ଦେବୀ ପୀଠ/ମନ୍ଦିରମାନଙ୍କରେ ଷୋଡଶ ଉପଚାରରେ ଶକ୍ତିପ୍ରଦାୟିନୀ ଦେବୀଙ୍କ ପୂଜାର୍ଚ୍ଚନା ଅବା ନବରାତ୍ର ପୂଜା ଆରମ୍ଭ ହୋଇଛି । ରିକାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟି ଆନୁକୂଲ୍ୟରେ
Read More...

ଘରୋଇ ବସ୍‌ ପିଙ୍କିରୁ କଫ୍‌ ସିରଫ୍‌ ଜବତ : କଣ୍ଡକ୍ଟର ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୁବନେଶ୍ୱରରୁ ନୂଆପଡା ଅଭିମୁଖେ ଆସୁଥିବା ଘରୋଇ ବସ ପିଙ୍କିରେ କଫ୍‌ ସିରଫ୍‌ ଆସୁଥିବା ଖବର ପାଇ ସୋହେଲା ପୋଲିସ ଯାଞ୍ଚ କରିଥିଲା ଏବଂ ୭୯୮ ଗୋଟି କଫ୍‌ ସିରଫ୍‌ ଜବତ କରିବା ସହ କଣ୍ଡକ୍ଟର ସରୋଜ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା
Read More...