Yearly Archives

2022

ସଦାଇପାଲିଠାରେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌ : ୧ ମୃତ, ୭ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲିଠାରେ ଏକ ପିକ୍‌ଅପ୍‌ ଭ୍ୟାନ ଓଲଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ବ୍ୟକ୍ତି ଗୁରୁତର ଭାବେ ଉଦ୍ଧାର ହୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଏକ
Read More...

ଭିଜିଲାନ୍ସ ଜାଲରେ ଗଞ୍ଜାମ ବ୍ଲକ ସହକାରୀ ଯନ୍ତ୍ରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଜଣେ ବ୍ୟକ୍ତିଙ୍କ ବିଲ୍‌ କରାଇଦେବାକୁ ନେଇ ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି ଗଞ୍ଜାମ ବ୍ଲକ ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା । ବ୍ରହ୍ମପୁର ଭିଜିଲାନ୍ସର ଏକ ୮ ଜଣିଆ ଟିମ୍‌ ଏହି ଚଢ଼ାଉରେ ସାମିଲ ଥିଲେ ।
Read More...

ଦେବଦତ୍ତ କ୍ଲବରେ କୃଷକ ଉତ୍ପାଦକ କମ୍ପାନୀର ସାଧାରଣ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବଠାରେ ଡାଲି ଓ ପନିପରିବା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ନାବାର୍ଡ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାବାର୍ଡ ବରଗଡରେ
Read More...

ଗୁରୁପଦ୍ମ ସମ୍ମାନରେ ସାମ୍ମାନିତ ହେଲେ ଡ଼. ଗୌରୀ ଶଙ୍କର ଶତପଥୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଭଗତ ସିଂ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତଥା ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଡ଼. ଗୌରୀ ଶଙ୍କର ଶତପଥୀଙ୍କୁ ଗୁରୁପଦ୍ମ ଆୱାର୍ଡରେ ସମ୍ମାନିତ କରାଯାଇଛି । ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ
Read More...

ଡେଲିମାର୍କେଟରେ ସ୍କୁଟି ଚୋରକୁ ଧରିଲେ ଲୋକେ : ଉତ୍ତମ ମଧ୍ୟମ ଦେଇ ଥାନାର ଜିମା ଦେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଡେଲିମାର୍କେଟରେ ସ୍କୁଟି ଚୋରକୁ ଧରି ଉତ୍ତମ ମଧ୍ୟମ ଦେଇ ଥାନାର ଜିମା ଦେଇଛନ୍ତି ଲୋକେ ବୋଲି ଖବର ମିଳିଛି । ସୂଚନା ଅନୁସାରେ ସହରର ମାଲପଡାର ଉମାକାନ୍ତ ବିଶି କୌଣସି ଏକ କାମରେ ଯାଇ ନିଜ ସ୍କୁଟି ସ୍ଥାନୀୟ ରାଧାରାଣୀପଡାଠାରେ ରଖି ଦେଇଥିବା
Read More...

ଭୁତପୂର୍ବ ନଗରପାଳ ରମେଶ ବଳଙ୍କ ଆତ୍ମହତ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନିସିପାଲଟିର ପ୍ରାକ୍ତନ ନଗରପାଳ ତଥା ରାଉରକେଲା ବାରଆସୋସିଏସନର ପ୍ରାକ୍ତନ ସଭାପତି, ସମାଜସେବୀ ରମେଶ ଚନ୍ଦ୍ର ବଳ ହରିଆନା ଭବନ ନିକଟସ୍ଥ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଖବରପାଇ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଆଇନଜୀବୀ,
Read More...

ମ.ରାମପୁରଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସମ୍ମିଳନୀ ଗୃହରେ ଆଜି କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ, ଜିଲ୍ଲା ପରିଷଦ,
Read More...

ପୂର୍ବତନ ନାଏବ ସରପଞ୍ଚଙ୍କ ଧର୍ମପତ୍ନୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ପଞ୍ଚାୟତ ପୂର୍ବତନ ନାଏବ ସରପଞ୍ଚ ବିଭୀଷଣ ଦିୱାନଙ୍କ ଧର୍ମପତ୍ନୀ ସୁମତି ଦିୱାନଙ୍କ ପରଲୋକ ହୋଇ ଯାଇଛି । ତାଙ୍କର ମୁତ୍ୟୁ ବେଳକୁ ୬୦ ବର୍ଷ ବୟସ ହୋଇଥିଲା । ସେ ତାଙ୍କର ଦୁଇ ପୁଅ ସୁବ୍ରତ ଦିୱାନ, ସୁଶାନ୍ତ
Read More...

ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ପ୍ରଦୀପ କୁମାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଂଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବଲାଙ୍ଗିର ଗସ୍ତରେ ଆସି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ର ସଭା ଗୃହଠାରେ
Read More...

ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଭେଟିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତି

ରେଳପଥର ନିର୍ମାଣରେ ପରିବେଶ ମଞ୍ଜୁରି ଓ ଜମି ଅଧିଗ୍ରହଣ ନେଇ ଉଦବେଗ ଜଣାଇଲା ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକ ସଂପର୍କ ବିଭାଗର ମନ୍ତ୍ରୀ ପ୍ରଦୀପ ଅମାତଙ୍କ ବଲାଙ୍ଗିର ଗସ୍ତ ଅବସରରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ
Read More...