Yearly Archives

2022

ବ୍ଲକଛକ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା

ଝଲକିବ ମା' ଗଜଲକ୍ଷ୍ମୀଙ୍କ ତୋରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ମୁଖ୍ୟ ଆକର୍ଷଣ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକଛକ ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା' ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏଥିରେ
Read More...

ମା’ ସମଲେଇଙ୍କ ଛତର ଯାତ୍ରା ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ପବିତ୍ର କୁମାର ପୂର୍ଣ୍ଣିମା ଦଶହରା ପୂର୍ଣ୍ଣିମା ଅବସରରେ ପ୍ରଥମ ଥର ପାଇଁ ଲୋଇସିଂହା ସ୍ଥିତ ମା' ସମଲେଇଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଢୋଲମହୁଲ ଶାରଳା ଶକ୍ତିପୀଠର ପୂଜକ ମୁରଲୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦେବୀଙ୍କ ସୁଦୃଶ୍ୟ ଛତର ସ୍ଥାନୀୟ
Read More...

ନୃସିଂହନାଥରେ ଚଣ୍ତୀ ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ନିକଟସ୍ଥ ରାମଚଣ୍ଡୀ ମନ୍ଦିରରେ ରବିବାର ଚଣ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳ ୯ ଘଟିକାରେ କୁଲତା ଜାତିର ମା' ଭଉଣୀମାନେ ଏକତ୍ରୀତ ହୋଇ ୩୦୧ କଳସରେ ନୃସିଂହନାଥ ଝରଣାରୁ ପବିତ୍ର ପାଣି
Read More...

ନଟରାଜ କଳା ପରିଷଦର ରଜତ ଜୟନ୍ତୀ ସମାରୋହ ସ୍ୱର୍ଗତ ଲଳିତ ନାୟକଙ୍କୁ ସମର୍ପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନଟରାଜ କଳାପରିଷଦର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ନଟରାଜ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସ୍ଥାୟୀ ସଭାପତି ହରିନାରାୟଣ ପୁଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...

ବାପୁଜୀ ସ୍ୱେଚ୍ଛାସେବୀ ସଙ୍ଗଠନ ଓ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ନେତୃତ୍ୱରେ ସ୍ୱଚ୍ଛତା ସଚେତନ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ସରଗିବାହାଲ ପଞ୍ଚାୟତ ଅଧିନରେ ଥିବା ଢୋଲବନ୍ଧ ଗ୍ରାମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଶିବ ମନ୍ଦିର ପରିସରରେ ଅଲିଆ ଆବର୍ଜନା ସଫା କରାଯିବା ସହ ଜନସାଧାରଣମାନଙ୍କୁ ସ୍ୱଚ୍ଛତା ସଚେତନ ବାର୍ତ୍ତା ଦିଆଯାଇଥିଲା । ୭୫ତମ
Read More...

ଯୁବ କୁଲୁତା ସମାଜ ତରଫରୁ ବୃକ୍ଷ ରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ଠାରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ, ଫରେଷ୍ଟ ଡିଭିଜନ ବଲାଙ୍ଗିର ଓ ମ୍ୟୁନିସିପାଲିଟି ବଲାଙ୍ଗିରର ମିଳିତ ଉଦ୍ୟମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର
Read More...

ଟିଟିଲାଗଡ଼ ଏସଡିପିଓଙ୍କ ସାମ୍ବାଦିକ ସମ୍ବିଳନୀ : ଦୋକାନରୁ ଲକ୍ଷାଧିକ ଟଙ୍କା ସାଇକେଲ ସହ ସାମଗ୍ରୀ ଚୋରୀ ଘଟଣାର…

ପିକଅପ ଭ୍ୟାନ ସହ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣସଇଁତଲା, (ପ୍ରମୋଦ କୁମାର ସେଲମା) : ଗତ ୭ ତାରିଖ ଦିନ ଗୋଟିଏ ଦୋକାନ ଠାରୁ ଲକ୍ଷାଧିକ ଟଙ୍କା ସାଇକେଲ ସହ ସାମଗ୍ରୀ ଚୋରୀ ଘଟଣାର ପର୍ଦ୍ଦାଫାଶ କରିଛି ସଇଁତଲା ପୋଲିସ । ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟକୁ
Read More...

ବଲାଙ୍ଗିରରେ ଧୁମ୍‌ଧାମ୍‌ରେ ମହମ୍ମଦ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମହମ୍ମଦ ଜୟନ୍ତୀ । ଏହି ଅବସରରେ ବଲାଙ୍ଗିର ସହରର ସୁନି ସଦର ମସ୍‌ଜିଦ୍‌ ପକ୍ଷରୁ ଧୁମ୍‌ଧାମ୍‌ରେ ମହମ୍ମଦ ଜୟନ୍ତୀ ପାଳିତ ହୋଇଯାଇଛି । ସୁନି ସଦର ମସ୍‌ଜିଦର ଅଧ୍ୟକ୍ଷ ନସିର ଖାନଙ୍କ ଅଧ୍ୟକ୍ଷତାରେ ସହରର ଟିକ୍ରାପଡା ଠାରୁ ଏକ ସଦ୍‌ଭାବନା ଶୋଭାଯାତ୍ରାରେ
Read More...

ଓଏଏସ୍ ପାଇଲେ ବିଷ୍ଣୁ ଗୋବିନ୍ଦ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତଥା ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାପୀଠର ପୂର୍ବତନ ଛାତ୍ର ବିଷ୍ଣୁ ଗୋବିନ୍ଦ ଓଏଏସ୍ ପାଇଛନ୍ତି । ପିତା ଗୋପାଳକୃଷ୍ଣ ବାରିକ ଏବଂ ମାତା ଗୀତାଞ୍ଜଳି ବେହେରାଙ୍କ ପୁତ୍ର ବିଷ୍ଣୁ ମ.ରାମପୁରରେ
Read More...

ବଲାଙ୍ଗିର ଦିନ୍‌ର ସରକାରୀ ମାନ୍ୟତା ପାଇଁ ସାଂସ୍କୃତିକ ମନ୍ତ୍ରୀଙ୍କ ସହ ଆଲୋଚନା କଲେ କଟାବାଞ୍ଜି ବିଧାୟକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଭେମ୍ବର ୧ ବଲାଙ୍ଗିର ଦିନ୍‌ ଭାବେ ସରକାରୀ ମାନ୍ୟତା ଦେବା ପାଇଁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସାଂସ୍କୃତି ମନ୍ତ୍ରୀଙ୍କୁ ସୁପାରିଶ କରିଛନ୍ତି । ବଲାଙ୍ଗିର ଜିଲ୍ଲାର ଐତିହ୍ୟ, କଳା, ସାଂସ୍କୃତି ଓ ପରଂପରା ବଜାୟ ରଖି ଏହାର ବ୍ୟାପକ ପ୍ରଚାର
Read More...