Yearly Archives

2022

ପ୍ରତିଶୃତି ପୂରଣ ନହେବାରୁ ପୁଣି ଧାରଣାରେ ବସିଲେ ଖଟିଖିଆ ସଂଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ତା.୨୩.୮.୨୦୨୨ ଦିନ ଖଟିଖିଆ ସଂଗଠନ ଝାରବନ୍ଦ ବ୍ଲକ ସାମ୍‌ନାରେ ବିଭିନ୍ନ ଦାବୀ ନେଇ ଦୀର୍ଘ ୧୭ ଦିନ କାଳ ଧାରଣାରତ ଥିଲେ । ଦାବୀ ଗୁଡ଼ିକ ମଧ୍ୟରୁ ଜଳଛାୟା ବିଭାଗ, ମନେରେଗା, ପ୍ରଧାନମନ୍ତ୍ରୀ ଆବାସ, ପ୍ରାଥମିକ କୃଷି ସମବାୟ ସମିତିର ବେଆଇନ ଫାଇନାସ
Read More...

ଲଉଡ଼ିଧରା ଗ୍ରାମରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଧରା ପଞ୍ଚାୟତ ତଥା ଗ୍ରାମରେ ଭିନ୍ନ ଏକ ଢଙ୍ଗରେ ପାଳନ ହୋଇଥାଏ ରାବଣ ପୋଡି ଉତ୍ସବ । ଗତ ୩ ଦିନ ଧରି ଗ୍ରାମରେ ଅନୁଷ୍ଠିତ ଏହି ପର୍ବରେ ପ୍ରଭୁ ଶ୍ରୀରାମ ଭ୍ରାତା ଲକ୍ଷ୍ମଣ ଓ ମାତା ସୀତା ଏବଂ ହନୁମାନଙ୍କ
Read More...

ରମ୍ଭାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ, ହେଲଥ୍‌ ଆଣ୍ଡ ଏଜୁକେସନ ସଚେତନତା ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ ଲଣ୍ଡନ କିଡ୍ସ ପବ୍ଲିକ ସ୍କୁଲ ସଭାଗୃହ ପରିସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଏକ ହେଲଥ୍‌ ଆଣ୍ଡ ଏଜୁକେସନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ସୂଚୀ ପ୍ରକାରେ କାର୍ଯ୍ୟକ୍ରମ ପରିଚାଳିତ
Read More...

ପ୍ରବନ୍ଧ ସାହିତ୍ୟ ଜଗତରେ ବୌଦ୍ଧିକ ଚେତନାର ମୂଳମନ୍ତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଅବସରରେ ପ୍ରବନ୍ଧ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ନୃସିଂହ ଚରଣ
Read More...

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟା ୪ ଘଣ୍ଟା ସମୟରେ ବଲାଙ୍ଗିର ପି.ପି. ଏକାଡେମୀର କନ୍‌ଫରେନ୍ସ କକ୍ଷରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂଘର୍ଷ ସମିତିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇ ଦଶନ୍ଧି ଧରି
Read More...

ସୁକତେଲ ନଦୀରୁ ବାହାରିଲା ଶିବଲିଙ୍ଗ : ପୂଜାର୍ଚ୍ଚନା ଆରମ୍ଭ କଲେ ଗାଁ ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଚନ୍ଦନଭାଟି ଗାଁ ପାଖ ଦେଇ ବୋହି ଯାଉଥିବା ସୁକତେଲ ନଦୀରୁ ଶିବଲିଙ୍ଗ ବାହାରିଥିବା ଜଣାପଡିଛି । ସୂଚନା ଅନୁସାରେ ଗାଁର ଛୋଟ ଛୋଟ ପିଲାମାନେ ସୁକତେଲ ନଦୀରେ ଗାଧୋଉଥିବା ସମୟରେ ଦୁଇଟି ବଡ ବଡ ଶିବଲିଙ୍ଗ ପାଇଥିଲେ । ଶିବଲିଙ୍ଗ
Read More...

କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେରଙ୍କୁ ସସ୍‌ପେଣ୍ଡ କଲା ରାଜ୍ୟ ଗୃହ ବିଭାଗ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେରଙ୍କୁ ରାଜ୍ୟ ଗୃହ ବିଭାଗ ସସ୍‌ପେଣ୍ଡ କରିଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ଇଟାଭାଟି ମାଲିକଙ୍କୁ ଜୁଆଡି ସଜାଇ ଟଙ୍କା ହଡପ କରିଥିବା ଅଭିଯୋଗରେ କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେରଙ୍କୁ
Read More...

ମହାନ ବିପ୍ଳବୀ ସାଥୀ ନାଗଭୂଷଣ ପଟ୍ଟନାୟକଙ୍କ ୨୪ତମ ସ୍ମୃତିସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବାଲିହୁଂକା ଗ୍ରାମର ମା' ଭଗବତୀ ଗଡଚଣ୍ଡୀ ପୀଠସ୍ଥଳୀରେ ମହାନ ବିପ୍ଳବୀ ସାଥୀ ନାଗଭୂଷଣ ପଟ୍ଟନାୟକଙ୍କ ୨୪ତମ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସିପିଆଇଏମ୍‌ଏଲର ବରିଷ୍ଠ ସଦସ୍ୟ ଅଚ୍ୟୁତାନନ୍ଦ ବରାଳ ଅଧ୍ୟକ୍ଷତା କରିଥିବା
Read More...

ପୂର୍ବ ଶତୃତାକୁ ନେଇ ଜଣେ ବ୍ୟକ୍ତିଙ୍କୁ ବିଦ୍ୟୁତ ତାର ଲଗାଇ ହତ୍ୟା କରାଯାଇଥିବା ଅଭିଯୋଗ

ସଇଁତଲା, (ପ୍ରମୋଦ ସେଲମା) : ପୂର୍ବ ଶତୃତାକୁ ନେଇ ଜଣେ ବ୍ୟକ୍ତିଙ୍କୁ ବିଦ୍ୟୁତ ତାର ଲଗାଇ ହତ୍ୟା କରାଯାଇଥିବା ନେଇ ମୃତ ବ୍ୟକ୍ତିଙ୍କ ପୁଅ ରୁପେଶ ମଲ୍ଲିକ ଦେଓଗାଁ ଥାନାରେ ଅଭିଯୋଗ କରିଛନ୍ତି । ଏ ନେଇ ପୋଲିସ ଶବକୁ ଜବତ କରି ବଲାଙ୍ଗିର ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
Read More...

ଗଛରେ ପିଟି ହୋଇ ଯୁବକ ଗୁରୁତର

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଟେକା ଗାଁ ଛକ ନିକଟରେ ଗଛରେ ପିଟି ହୋଇ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ସକାଳୁ ବଲାଙ୍ଗିର ସଦର ବ୍ଲକ ଭୁତେରବାହାଲ ଗ୍ରାମର ସୁବଲ ଭୋଇ(୩୫) ନାମକ ଜଣେ ଯୁବକ କୌଣସି କାମ ପାଇଁ ମୋଟର
Read More...